Sign in
Sign in
Recover your password.
A password will be e-mailed to you.
ଫଡନବୀସ ମନ୍ତ୍ରିମଣ୍ଡଳର ସଂପ୍ରସାରଣ, ଶପଥ ନେଲେ ମନ୍ତ୍ରୀ
ମୁମ୍ବାଇ: ରବିବାର ଫଡନାଭିସ କ୍ୟାବିନେଟ ସମ୍ପ୍ରସାରଣ କରାଯାଇଥିଲା । ବିଜେପି, ଏନସିପି ଓ ଶିବସେନାର ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ!-->…
ଜୟପୁରରେ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ
କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ଫୁଲବାଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁତନ କୋଠା, ସରକାରୀ ଆବାସୀକ ଗୃହ, ଏୟାରପୋର୍ଟର ନବ ନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ!-->…
ଭୁବନେଶ୍ବରରେ ସ୍ଥିତ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍
ଭୁବନେଶ୍ବର : ପୁଣି ଥରେ ଭୁବନେଶ୍ବରରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍ । ପେଣ୍ଟା ଏ ଷ୍ଟୁଡିଓରେ ସିବିଆଇର ଚଢ଼ାଉ। ଏହାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ବାସଭବନରେ ରେଡ୍ । ଆଦିତ୍ୟ ଇନଫ୍ରାଟେକ୍ ଏମଡି ଦେବଦତ୍ତ ମହାପାତ୍ରଙ୍କ!-->…
ଟ୍ରେନରୁ ଖସିପଡି ଦୁଇ ମହିଳା ମୃତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଅଘଟଣ । ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଆଜି ଟ୍ରେନ୍ ରେ କଟି ମୃତ୍ୟୁ ବରଣ କରିଛନ୍ତି । ସେମାନେ ଜଗନ୍ନାଥପୁର ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ମୃତ ପାଚିକା ସହାୟିକା ଦ୍ୱୟ ହେଉଛନ୍ତି ପାର୍ବତୀ ଗୌଡ଼!-->…
ନିକିତାଙ୍କ ଗିରଫ ପରେ ପ୍ରଶ୍ନ କଲେ ଅତୁଲଙ୍କ ବାପା, ମୋ ନାତି ବଞ୍ଚିଛି ନା ମାରିଦେଲ?
ଯୁବ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଦିନକୁ ଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଆତ୍ମହତ୍ୟା କରିବା ପାଇଁ ଉସ୍କାଇବା ଓ ନିର୍ଯାତନା ଦେବା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ ତାଙ୍କ ପତ୍ନୀ ନିକିତା, ଶାଶୁ ଓ ଶଳାକୁ ଗିରଫ କରିଛି। ଏହି ଗିରଫଦାରୀ ପରେ ତାଙ୍କ ୪ ବର୍ଷର!-->…
ପ୍ରେମ ପାଇଁ ଗଲା ଜୀବନ, ଛାତରୁ ତଳକୁ ଡେଇଁ ଜୀବନ ହାରିଲେ ଯୁବକ
ଭୁବନେଶ୍ୱର : ପୁଣି ପ୍ରେମ ପାଇଁ ଗଲା ଜୀବନ । ରାଜଧାନୀରେ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଓୟୋ ହୋଟେଲ ଛାତରୁ ତଳକୁ ଡେଇଁ ଜଣେ ଯୁବକ ସୁଇସାଇଡ କରିଛନ୍ତି । ମୃତକ ନୟାଗଡ଼ ଅଞ୍ଚଳର ଦୀପକ ନାୟକ । ଜଣେ ଡ୍ୟାନ୍ସରଙ୍କୁ ଏକତରଫା ଭଲ ପାଉଥିଲେ । !-->…
୧୧ ମାସ ପରେ ଖୋଲିଲା ବିରଜା – ଆଗ୍ନେଶ୍ୱର ହାଟ
ଯାଜପୁର: ପୁଣି ନିଜର ପରିଚୟ ଫେରିପାଇଲା ବିରଜା ହାଟ । ୧୧ ମାସ ଧରି ବାଦବିବାଦ ପରେ ଆଜି ପୁଣି ସେଇ ପୁରୁଣା ସ୍ଥାନରେ ପୁଣି ଥରେ ବିରଜା ଅଗ୍ନେଶ୍ୱର ହାଟ ବସିଛି । ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ଏହାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବ୍ୟବସାୟ ନହେବାରୁ ଅସନ୍ତୋଷ ଦେଖାଇଥିଲେ!-->…
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା, ପତ୍ନୀ ନିକିତାଙ୍କ ସମେତ ୩ ଗିରଫ
ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଞ୍ଜିନିୟରଙ୍କ ପତ୍ନୀ ନିକିତା ସିଙ୍ଘାନିଆ ତାଙ୍କ ମା' ନିଶା ସିଙ୍ଘାନିଆ ଓ ଭାଇକୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି।
ନିକିତାଙ୍କୁ ଗୁରୁଗ୍ରାମରୁ ଓ ମା' ଏବଂ ଭାଇକୁ!-->!-->!-->…
ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ସ୍ୱାମୀକୁ ରାଜ୍ୟ ବାହାରୁ ଗିରଫ କଲା କମିଶନରେଟ୍ ପୋଲିସ
କଟକ : କଟକ କାଠଯୋଡ଼ି ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୃତ ମହିଳାଙ୍କ ସ୍ୱାମୀକୁ ରାଜ୍ୟ ବାହାରୁ ଗିରଫ କଲା କମିଶନରେଟ୍ ପୋଲିସ । ମୃତ ମହିଳାଙ୍କ ଘର କେନ୍ଦ୍ରାପଡ଼ାରେ ବୋଲି ସୂଚନା ମିଳିଛି । ସାଇବର ଥାନାର ବୈଷୟିକ!-->…
ଜାନୁଆରୀ ୧୪ ରୁ ୨୨ ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା । ଆସନ୍ତା ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ତେବେ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ପ୍ରଥମ ମାସରେ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା!-->…