Sign in
Sign in
Recover your password.
A password will be e-mailed to you.
ଚେକିଂ ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଭିତରେ ଥିଲା ୪ କୋଟିର ଡ୍ରଗ୍ସ
ଟ୍ରକ୍ରେ ଚାଲାଣ ହେଉଥିଲା ୪ କୋଟି ମୂଲ୍ୟର ଡ୍ରଗ୍ସ । ଖବର ପାଇ ପୁଲିସ୍ ଯାଞ୍ଚ କରୁଥିବା ବେଳେ ଘଟିଲା ଅଘଟଣ। ଫେରାର ହେବାକୁ ଉଦ୍ୟମ କରୁଥିବା ଡ୍ରଗ୍ସ ମାଫିଆ ଜଣେ କନଷ୍ଟେବଳଙ୍କ ଉପରେ ଟ୍ରକ୍ ଚଢ଼ାଇ ଦେଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏପରି ଏକ ଅଘଟଣ ଆସାମର ଶ୍ରୀଭୂମି!-->…
ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର
ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର । ଏବେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନାହିଁ। ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାରଙ୍କ ଶେଷ ସୁଯୋଗ । E kyc ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ!-->…
ବଢୁଛି ଶୀତ: ରେକର୍ଡ କଲା ରାଜଧାନୀ ରାତି
ଭୁବନେଶ୍ବର: ଗତକାଲି ରାଜଧାନୀ ରାତି ଥିଲା ସବୁଠୁ ଥଣ୍ଡା ରାତି । ଚଳିତ ବର୍ଷର ସବୁଠୁ ଥଣ୍ଡା ରାତି ଭାବେ ୧୦.୯ ଡିଗ୍ରୀ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ବର । ଚଳିତ ଶୀତ ଋତୁରେ ଟ୍ବିନ ସିଟିରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ରାତିରେ ଭୁବନେଶ୍ଵରରେ ତାପମାତ୍ରା ୧୦.୯!-->…
କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍, ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ୍
ରାଜସ୍ଥାନର ଜୟପୁରର ଗୋପାଳପୁରା ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ନିକଟସ୍ଥ!-->…
ଥରୁଛି ଓଡିଶା, ଦୁଇ ଦିନ ପରେ କମିବ ଶୀତ
ଭୁବନେଶ୍ବର: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଛି । ଜାଡରେ ଥରୁଛି ପୂରା ଓଡିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶିଶର ବିନ୍ଦୁ ବରଫରେ ପରିଣତ । ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ସକାଳେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି!-->…
ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ମନ୍ତ୍ରୀ ପଦ ପାଇଁ ଅଣ୍ଟା ଭିଡ଼ିଲେଣି : ଆଟେଜ ଧରୀ ଲମ୍ବା ଧାଡି..!!
ବ୍ରହ୍ମପୁର: ସାରା ରାଜ୍ୟରେ ପରିବର୍ତ୍ତନ ର ହାୱା ସହ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟି ଚାଳନା ରେ ହାରିବା ବିଧାୟକ ପ୍ରାର୍ଥୀ ବିଜେଡ଼ି ଦଳ ବିରୋଧି କାର୍ଯ୍ୟ ଯୋଗୁଁ ବିଜୟୀ ହୋଇଗଲେ। ଗଞ୍ଜାମ ଜିଲ୍ଲାର କିଛି ଭାଜପା ର ନିର୍ବାଚିତ ବିଧାୟକ ଭବିଷ୍ୟତରେ ଆଉ କେବେବି ବିଧାୟକ ହୋଇପାରିବେ ନାହିଁ!-->…
ପାତ୍ରପୁର ଅଞ୍ଚଳ ରେ ବିଦ୍ୟୁତ୍ ଯୋଗାଣ ଠପ୍…
ପାତ୍ରପୁର: ସରକାର ବିଦ୍ୟୁତ୍ ସୁଯୋଗରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ l ବିଦ୍ୟୁତ୍ ସୁଯୋଗ ରୁ ବଞ୍ଚିତ ଦୁର୍ଗମ ଗ୍ରାମ ମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି l କିନ୍ତୁ କିଛି କାରଣ ନିମନ୍ତେ ଏହି ଯୋଗାଣରେ ବ୍ୟତିକ୍ରମ ଦେଖାଦେଇଛି l ପାତ୍ରପୁର ରେ ଥିବା!-->!-->!-->…
ପାଣିରେ ବୁଡି ଚାରିବର୍ଷ ଶିଶୁ କନ୍ୟାର ଜୀବନ ଗଲା ଶୋକାକୁଳ ପରିବେଶରେ ଗ୍ରାମବାସୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଭେଞ୍ଚନପଲ୍ଲୀ ଗ୍ରାମରେ ଜଣେ ୪ ବର୍ଷର ଶିଶୁ କନ୍ୟା ପାଣିରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ଆଜି ସକାଳୁ ଏହି ଗ୍ରାମର ଜଗା ମୁଲି ଓ ତାଙ୍କ ସ୍ତ୍ରୀ ଚାରିବର୍ଷର କନ୍ୟା ସନ୍ତାନ ପୁଷ୍ପା ମୁଲିକୁ ନେଇ ଧାନ!-->!-->!-->…
ବନାନୀ କଳାସଙ୍ଗମ ପକ୍ଷରୁ ସାମାଜିକ ନାଟକ ‘ଅଭିନେତ୍ରୀ ‘ ମଞ୍ଚସ୍ଥ
ଫୁଲବାଣୀ -ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ତରଫରୁ ଏକୋଇଶି ତମ ଅବଦାନ ସ୍ୱରୂପ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କ ରଚିତ ଏକ ଭିନ୍ନ ସ୍ୱାଦର ସାମାଜିକ ନାଟକ ଅଭିନେତ୍ରୀ ଡିସେମ୍ବର ୧୪ ଶନିବାର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା lନାଟକରେ ମୁଖ୍ୟ ଭୂମିକାରେ!-->…
କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ପ୍ରକାରେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଆଜି ଫୁଲବାଣୀ ସହରର ଦେବ କଲ୍ୟାଣ ମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଓ!-->…