ଅନେକ ଚୋରି ଘଟଣାରେ ଜଡ଼ିତ ଥିବା ଗ୍ୟାଙ୍ଗକୁ କାବୁ କଲା ପୋଲିସ ନାବଳକ ସହ ପାଞ୍ଚ ଗିରଫ

ଚିକିଟୀ : ବ୍ରହ୍ମପୁର ପୋଲିସ ଜ଼ିଲ୍ଲା ର କେ ନୂଆଗାଁ ଥାନା ଓ ଜରଡ଼ା ଥାନା ରେ ଦୀର୍ଘ ଦିନ ହେଲା ଚୋରି ଅନବରତ ଚାଲି ଆସୁଥିବା ବେଳେ ଗତ ଶନିବାରରେ ଜରଡ଼ା ପୋଲିସ ଓ ନୂଆଗାଁ ଥାନା ପୋଲିସ ମିଳିତ ଭାବରେ ଏକ ଚୋରି ଗ୍ୟାଙ୍ଗ କୁ କାବୁ କରିପାରିଛି l ଏହି ଗ୍ୟାଙ୍ଗ ର କିଛି ସଦସ୍ୟକୁ ଜରଡ଼ା…

ସିପକଟାକରୋ ସର୍ବ ଭାରତୀୟ କ୍ରୀଡା ସଂଘ ର ସହ ସମ୍ପାଦକ ହେଲେ ପୃଥିବରାଜ ସାହୁ…..!

ଭୁବନେଶ୍ୱର : ଓଡିଶା ପାଇଁ ଗୌରବ ଆଣିଛନ୍ତି ପୃଥିବରାଜ ସାହୁ । କ୍ରୀଡା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରି ସିପକଟାକରୋ ସର୍ବ ଭାରତୀୟ କ୍ରୀଡା ସଂଘ ର ସହ ସମ୍ପାଦକ ଭାବେ ପୃଥିବୀରାଜ ସାହୁ ଚୟନ ହେବାପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ର ସୁଅ ଛୁଟିଛି। ସେ କ୍ରୀଡା କ୍ଷେତ୍ର…

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ସଂକଳ୍ପ ନିଆଯାଇଛି। ପାୱାର-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ କରି ଶକ୍ତି ସମ୍ପର୍କକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ…

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଜୟପୁର ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ବର: ବିଜେଡି ଛାଡ଼ି ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ୧୪ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ…

ଜାନୁଆରୀରେ ବିଜେଡିର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି । ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେଡି…

ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଷଷ୍ଠ ପାଳିରେ ଆଜି ଅନେକ ଅଭିଯୋଗର ଶୁଣାଣି କରିଥିଲେ ମୁଖ୍ୟମନ୍ତ୍ରୀ। ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ…

ପ୍ରଦୂଷଣ ପୂରା ଭାରତର ସମସ୍ୟା: ପ୍ରଦୂଷିତ ସହରଗୁଡ଼ିକର ତାଲିକା ମାଗିଲେ ସୁପ୍ରିମକୋର୍ଟ

ପ୍ରଦୂଷଣ ପୂରା ଭାରତର ସମସ୍ୟା ବୋଲି ମତ ରଖି ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ଅଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ କରିବାକୁ କହିଛନ୍ତି। ଏହାଦ୍ୱାରା ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା…

ପାଦୁକ ବଣ୍ଟନକୁ କେନ୍ଦ୍ର କରି ଶ୍ରୀମନ୍ଦିର ଭିତରେ ମାଡପିଟ୍, ବୟସ୍କ ସେବକ ଆହତ

ପୁରୀ : ଶ୍ରୀମନ୍ଦିର ଭିତରେ ପାଟିତୁଣ୍ଡ ଆଉ ମାଡପିଟ୍ ହୋଇଛି । ସେବକ ସେବକ ମଧ୍ୟରେ ମାଡପିଟ୍ ହେବା ଯୋଗୁ ଶ୍ରିମଜନେ ଆହତ ହୋଇଛନ୍ତି । ମାଡପିଟ୍ କରିଛନ୍ତି ଉଭୟ ମୁଖପଖାଳ ସେବକ । ଶ୍ରୀମନ୍ଦିର ଭିତରେ ମାଡପିଟ୍ ପରେ ସିଂହଦ୍ଵାର ଥାନାରେ ମଧ୍ୟ ପୁଣି ମାଡପିଟ୍ ହୋଇଛନ୍ତି ।   ବେହରଣ ଦ୍ବାର…

ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ପାଲେଷ୍ଟାଇନ ଲେଖାଥିବା ଗୋଟିଏ ବ୍ୟାଗ ଧରି ସଂସଦରେ ପହଞ୍ଚିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ବ୍ୟାଗରେ ପାଲେଷ୍ଟାଇନର ଚିହ୍ନ ରହିବା ସହ ତରଭୁଜର ଚିତ୍ର ରହିଛି। ତରଭୁଜକୁ ସବୁବେଳେ ପାଲେଷ୍ଟାଇନ ସହ ସହାନୁଭୂତି ପାଇଁ ବ୍ୟବହାର କରାଯାଏ। …

ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ । ମିଶନ ଶକ୍ତି କର୍ମୀଙ୍କ ପରେ ଅଙ୍ଗନବାଡି କର୍ମୀଙ୍କ ଗର୍ଜନ । ସରକାରୀ କର୍ମଚାରୀ ମାନ୍ୟତା ସହ ବିଭିନ୍ନ ଦାବି ନେଇ ୫୦ହଜାରରୁ ଅଧିକ କର୍ମୀ ଓ ସହାୟିକା ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବହିଷ୍କାର ହୋଇଥିବା…