ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର BBMCH ପରିଷଦରୁ ଉଦ୍ଧାର ହୋଇଛି ଯୁବକଙ୍କ ଝୁଲନ୍ତା ମୃତଦେହ। ହାତରେ ସାଲାଇନ୍ ଲାଗିଥିବାରୁ ରୋଗୀ ହୋଇଥିବା ସନ୍ଦେହ କରାଯାଉଛି।ଯୁବକଙ୍କ ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ ।…

ସଶକ୍ତ ହେବେ ବନ କର୍ମଚାରୀ; ସାବାଡ ହେବେ ଶିକାରୀ: ମନ୍ତ୍ରୀ

ଭୁବନେଶ୍ୱର: ଶିମିଳିପାଳ ଏବଂ ରାଉରକେଲା ପରେ ଏବେ ଡେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ । ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲଗାଯିବ ସ୍ପାଏ କ୍ୟାମେରା । ଫଳରେ ଅଭ୍ୟାରଣ୍ୟ ଗୁଡିକରେ ଅବାଧ ଶିକାର ଉପରେ ଲାଗିବ ରୋକ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…

ଆଇଏଏସ୍‌ ସଞ୍ଜୀବ ହଂସଙ୍କ ଅଡ଼ୁଆ ବଢ଼ିଲା, ୨୩ କୋଟିର ସମ୍ପତ୍ତି ଜବତ

ବିହାରର ଦୁର୍ନୀତିଗ୍ରସ୍ତ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ହଂସଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଞ୍ଜୀବ ହଂସ ଏବେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଇଡି ତାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି। ଇଡି ପକ୍ଷରୁ ୩ଟି ସ୍ଥାନରେ ଥିବା ତାଙ୍କ ଜାଗା ଓ କୋଠା ଜବତ ହୋଇଥିବା ବେଳେ ଏହାର…

ଆଗାମୀ ୫ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା, ୨୨ ରୁ ପୁଣି କମିବ ରାତି ତାପମାତ୍ରା

ଭୁବନେଶ୍ୱର : ଆଗାମୀ ୫ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ୧୯ରୁ ୨୧ ତାରିଖ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୁର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ପବନରେ ପରିବର୍ତ୍ତନ ହେଉଥିବାରୁ ରାଜ୍ୟରେ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ଦେହାନ୍ତ ଘଟିଛି । …

ଏଣିକି ରୁଷ ଯିବାକୁ ଲାଗିବନି ଭିସା ! ଭାରତୀୟଙ୍କୁ ମିଳିପାରେ ଭିସା-ଫ୍ରି ଟ୍ରାଭେଲ୍ ସୁଯୋଗ

ଏଣିକି ରୁଷ ଯିବାକୁ ଲାଗିବନି ଭିସା । ଖୁବଶୀଘ୍ର ବିନା ଭିସାରେ ଯାଇ ହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ଭିସା-ଫ୍ରି ଟ୍ରାଭେଲ୍ ବା ବିନା ଭିସାରେ ଯାତ୍ରା ସୁବିଧା ମିଳିପାରେ। ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା…

ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ , ୨ ଦିନ ହେଲା ଥିଲେ ନିଖୋଜ

କଟକ : ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ । କଟକ ଯୋବ୍ରା ଆନିକଟ ସ୍ଥିତ ୯୪ ନମ୍ବର ଗେଟ୍ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ । ତାଙ୍କ ବୟସ ୭୮ ବର୍ଷ । ସେ ଜଣେ ଅବସରପ୍ରାପ୍ତ ପ୍ରଫେସର । ବୈଷ୍ଣବ ନିଖୋଜ ଥିବା ନେଇ ଗତ ୧୫…

ହସ୍ପିଟାଲ ପରିସରରୁ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ଵର: ରାଜଧାନୀରେ ଚାଞ୍ଚଲ୍ୟ l ହସ୍ପିଟାଲ ପରିସରରେ ଆତ୍ମହତ୍ୟା କଲେ ରୋଗୀ l ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଘଟିଛି ଏହି ଘଟଣା l ଆତ୍ମହତ୍ୟା କରିଥିବା ମୃତକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଅଟଳପୁର ଗାଁରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଦିଲ୍ଲୀପ ସାହୁ l ତେବେ କେଉଁ କାରଣରୁ…

ବାର୍ଷିକ କ୍ରୀଡା ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ଥାନା ରାଏବଗା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ବାର୍ଷିକ କ୍ରୀଡ଼ା ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସୁଲୋଚନା ବେହରାଙ୍କ…

ଆପାର ପଞ୍ଜିକରଣ ପାଇଁ ଆଧାର ଲିଙ୍କ ଅଡ଼ୁଆ : ଅସୁବିଧା ରେ ଛାତ୍ରଛାତ୍ରୀ…

ନୟାଗଡ଼: ନୂତନ ଶିକ୍ଷାନୀତି ୨୦୨୦ ଏବଂ ଗୋଟିଏ ଦେଶ ଗୋଟିଏ ଷ୍ଟୁଡେଣ୍ଟ୍ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଛାତ୍ରଛାତ୍ରୀ ମାନଙ୍କର ସମସ୍ତ ତଥ୍ୟ ଗୋଟିଏ ନମ୍ବର ମାଧ୍ୟମରେ ପଞ୍ଜିକରଣ ପାଇଁ ଆପାର କାର୍ଯକ୍ରମ ଆରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଙ୍ଗନୱାଡ଼ି…