ସ୍ଵଂୟ ଶାସିତ ମହାବିଦ୍ୟାଳୟଠାରେ ଛାତ୍ର ବିଜେଡ଼ି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ

ଫୁଲବାଣୀ : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏବଂ ରାଜ୍ୟ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଆହ୍ବାନ କ୍ରମେ କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ଆଜି ଜିଲ୍ଲା ଛାତ୍ର ସଭାପତି ସୁନିଲ ସେଠୀଙ୍କ ନେତୃତ୍ଵରେ ସରକାରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ସଭ୍ୟ ସଂଗ୍ରହ ଅଭିଯାନ…

କୃଷି ବିଜ୍ଞାନ କେନ୍ଦ୍ରର ଉପଦେଷ୍ଟା ମଣ୍ଡଳୀ ବୈଠକ

ବ୍ରହ୍ମୁପର : କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୨ ର ଚତୁର୍ଦ୍ଦଶ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସଂପ୍ରସାରଣ ନିର୍ଦେଶାଳୟ(ଓୟୁଏଟି) ର ସଂପ୍ରସାରଣ ଡିନ୍ ପ୍ରାଧ୍ୟାପକ ପ୍ରସନ୍ନଜିତ ମିଶ୍ର ଙ୍କ…

ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତକୁ ୧୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାଶ , ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ପିଡିତା ସାକ୍ଷୀଙ୍କ ବୟାନ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ରାକେଶ କୁମାର ମହାନନ୍ଦ ଦୋଷୀ ସାବ୍ୟସ୍ତ କରି…

ରାସ୍ତା କାମରେ ଶ୍ରମିକ ମାନଙ୍କ ବକେୟା ଅର୍ଥ ମିଳିନି : ପ୍ରଶାସନ ନୀରବ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ରାଏବାଗା ଥାନା ଅଧିନସ୍ଥ ସଳଙ୍ଗାବାହାଲ ଠାରୁ ବିହାର ବଡର ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା ରେ କାଯ୍ୟକରୁଥିବା ଶ୍ରମିକ ମାନଙ୍କୁ ୫ ମାସ ହେଲାଣି ଆଜି ପଯ୍ୟନ୍ତ ବକେୟା ଅର୍ଥ ପ୍ରଦାନ କରାଯାଇ ନାହିଁ ! ଏହାକୁ ନେଇ…

ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ପୋଲିସ : କଣ୍ଟେନର ସହିତ ୨୬୦ କିଲୋ ଗଞ୍ଜେଇ…

ବ୍ରହ୍ମପୁର : - କଣ୍ଟେନର ରେ ସିକ୍ରେଟ ଚାମ୍ବର ମଧ୍ୟରେ ରଖା ଯାଇଥିଲା ପୁଳା, ପୁଳା ଗଞ୍ଜେଇ। ମହାରାଷ୍ଟ୍ର କୁ ହେଉଥିଲା ଚୋରା ଚାଲାଣ।ବିଶେଷ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଅଞ୍ଚଳର ଡାଳ ଖାଇ ମନ୍ଦିର ନିକଟରେ ଅଶୋକା ଲିୟେଲାଣ୍ଡ କଣ୍ଟେନର କୁ ଜବତ କରି ଯାଞ୍ଚ କରିବା ବେଳେ ସେଥିରୁ ପାଖାପାଖି…

କନ୍ଧମାଳ : ବଡ଼ଦିନ ସକାଶେ ଜିଲ୍ଲାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଶାନ୍ତି ଓ ସଦ୍‌ଭାବନାର ସହିତ ଡିସେମ୍ବର ୨୫ ବଡ଼ଦିନ ଓ ୨୦୨୫ ନବବର୍ଷକୁ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବଡ଼ ଦିନ ଓ ନବ…

ଆଜିଠୁ ରତ୍ନଭଣ୍ଡାର ମରାମତି, ଭିତର ରତ୍ନଭଣ୍ଡାରରେ ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ : ASI ଅଧିକ୍ଷକ

ପୁରୀ : ଭିତର ରତ୍ନଭଣ୍ଡାରରେ ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ ହୋଇଛି । ଏ ନେଇ ଏଏସ୍‌ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକ ସୂଚନା ପ୍ରଦାନ କରିଛନ୍ତି । ୨୦ ଜଣ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ବୁଧବାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ । ଗୁରୁବାର ଠାରୁ ରତ୍ନଭଣ୍ଡାର…

ନିର୍ଦ୍ଧିଷ୍ଟ ସମୟରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ନିଆଯିବ ଆକ୍ସନ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କୌଣସି ଠିକାଦାର ସମୟ ସୀମା ଭିତରେ କାମ ନ ସାରିଲେ ସେମାନଙ୍କ ବିରୋଧରେ…

ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ

ପୁରୀ / ନୟାଗଡ :ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ। ଆସନ୍ତା ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ ଆଣିବାକୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ। ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି। …

କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ୩ ଗିରଫ, ୧୮୦ ଲିଟର ମଦ ଜବତ

ମୟୂରଭଞ୍ଜ : ନୂଆା ଢଙ୍ଗରେ କରୁଥିଲେ ଦେଶୀ ମଦ ଚୋରା ଚାଲାଣ। ସୂଚନା ପାଇ କାବୁ କରିଛି ପୋଲିସ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ, ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୩…