Sign in
Sign in
Recover your password.
A password will be e-mailed to you.
ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଅଜିତ ଡୋଭାଲ୍
ପୂର୍ବ ଲଦାଖରେ ଚୀନ ପଟୁ ଭାରତ ସହ ସାମରିକ ବିବାଦ ରହିଛି। ଦୀର୍ଘ ୪ ବର୍ଷ ଧରି ଏହି ବିବାଦ ସହ ବିପଦ ମଧ୍ୟ ରହିଛି। ଏହାରି ଭିତରେ କିନ୍ତୁ ଚୀନ ଓ ଭାରତ ମଧ୍ୟରେ ବୈଠକ ହୋଇଛି।
ବୈଠକରେ ଦୁଇ ଦେଶ ମଧ୍ୟରେ କିଭଳି ପୁନଃ ସମ୍ପର୍କ ଗଢ଼ି ଉଠିବ ଏବଂ ବିବାଦ କିଭଳି ସମାଧାନ ହେବ ସେ ନେଇ ଆଲୋଚନା!-->!-->!-->…
୨୫ ଲକ୍ଷ ଟଙ୍କାର ପୁରସ୍କାର ଥିବା କୁଖ୍ୟାତ ମାଓବାଦୀ ରାମଚନ୍ଦ୍ରର ମୃତ୍ୟୁ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଆବୁଝମାଡ ଜଙ୍ଗଲରେ ଗତ ୧୨ ତାରିଖ ଦିନ ହୋଇଥିବା ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟରେ ୭ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ସମସ୍ତ ନକ୍ସଲଙ୍କର ଚିହ୍ନଟ ହୋଇଛି। ମୃତ ନକ୍ସଲ ମଧ୍ୟରୁ ୫ ଜଣ ପୁରୁଷ ଏବଂ ୨ ଜଣ ମହିଳା ନକ୍ସଲ!-->…
ଦରଦାମ ବୃଦ୍ଧି ପ୍ରସଙ୍ଗ: ରାଜରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ରାଜରାସ୍ତାରେ ଦରଦାମ ବୃଦ୍ଧିକୁ ନେଇ ଗର୍ଜିବ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ!-->…
ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ ପାପର ତାଲିକା ଦେଲେ ମୋଦି
କଂଗ୍ରେସ ଓ ଏହାର ପ୍ରଚାର ବ୍ୟବସ୍ଥା ଅନେକ ବର୍ଷ ଧରି ସମ୍ବିଧାନର ପ୍ରତିଷ୍ଠାତା ବିଆର ଆମ୍ବେଦକରଙ୍କୁ ଅପମାନିତ କରି ଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ବିଆର ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ କରିଥିବା ‘ପାପ’ର ତାଲିକା ମଧ୍ୟ ମୋଦି ଜାରି କରିଛନ୍ତି।
!-->!-->!-->…
ଚଢ଼ାଉ ପାଇଁ ଯାଇଥିବା ବେଳେ ଆଇଆଇସିଙ୍କୁ ମାଡ଼, ପୁଲିସ ଗାଡ଼ି ଭାଙ୍ଗିଲେ ବାଲି ମାଫିଆ
ଉଦଳା : ବାଲି ମାଫିଆଙ୍କ ଗୁଣ୍ଡାରାଜ । ସବୁସୀମା ପାର୍ କରିଦେଲେ । ଏ ବାଲି କାହାର ? ଏତିକି କଥାରେ ଆଇଆଇସିଙ୍କ ଉପରେ ବର୍ଷିଥିଲା ମାଡ଼ । ଖାଲି ମାଡ଼ ନୁହେଁ ଆଜ୍ଞା,ଥାନା ଗାଡ଼ି ମଧ୍ୟ ଭାଙ୍ଗିଦେଇଛନ୍ତି ମାଫିଆ । ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ । ଏଭଳି!-->…
କନ୍ଧମାଳ ସାମ୍ବାଦିକ ୟୁନିୟନର ନୂତନ କର୍ମକର୍ତ୍ତା ଚୟନ ସୁଜିତ ସଭାପତି ଅଜିତ ସମ୍ପାଦକ
ଫୁଲବାଣୀ : ବୁଧବାର ଦିନ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ଵିବାର୍ଷିକୀ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ଅଶୋକ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ପ୍ରଥମେ ବାର୍ଷିକ ଆୟ ବ୍ୟୟ ପାଠ କରାଯାଇଥିଲା lଏଥି ସହିତ!-->…
ଜାତୀୟ ପେନସନ ଦିବସ ପାଳିତ
ଫୁଲବାଣୀ : ଓଡିଶା ଅବସରପ୍ରାପ୍ତ କର୍ମଚାରୀ ମଞ୍ଚ, କନ୍ଧମାଳ, ଫୁଲବାଣୀ ଶାଖା ଆନୁକୂଲ୍ୟରେ "ଜାତୀୟ ପେନସନ ଦିବସ - ୨୦୨୪ " ସ୍ଥାନୀୟ ହୋଟେଲ ଡ୍ରିମଲାଣ୍ଡ ଠାରେ ବ୍ରଜକିଶୋର ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଅବସର କର୍ମଚାରୀ ଯୋଗଦେଇ ପେନସନର!-->…
୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର; ଆସନ୍ତା କାଲିଠୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଆସନ୍ତା କାଲିଠୁ ୨୧ ଯାଏଁ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ପରେ ଦିଲ୍ଲୀରେ ୫୫ତମ ଜିଏସଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ l
ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧!-->!-->!-->…
ଉତ୍କଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ, ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେବାକୁ ଆଲୋଚନା
ଦାରିଙ୍ଗବାଡ,୧୭/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବ୍ରାହ୍ମଣୀଗାଁ ସ୍ଥିତ ସିପିଏସଡବ୍ଲୁ ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବ୍ଲକ ସଭାପତି ତରଣୀ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ସୁରକ୍ଷା!-->…
ହ୍ୱିପ୍ ସତ୍ତ୍ୱେ ଆସିଲେନି ୨୦ରୁ ଅଧିକ ସାଂସଦ, ନୋଟିସ୍ ପଠାଇଲା ବିଜେପି
ଦେଶରେ ଏକକ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଛନ୍ତି ମୋଦି ସରକାର। ମଙ୍ଗଳବାର ଲୋକସଭାରେ 'ଓ୍ୱାନ ନେସନ୍ ଓ୍ୱାନ୍ ଇଲେକ୍ସନ୍' ବିଲ୍ ଆଗତ ହୋଇଛି। ତେବେ ଏହି ଅବସରରେ ଅଧିକାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ହ୍ୱିପ୍ ପରେ ବି ପାଖାପାଖି ୨୦ରୁ ଅଧିକ ସାଂସଦ ସଂସଦକୁ ଆସିନଥିଲେ। ଏହାକୁ!-->…