Sign in
Sign in
Recover your password.
A password will be e-mailed to you.
ବାଲି ମାଫିଆ ମାନଙ୍କ ମୁଖ୍ୟମନ୍ତ୍ରୀ- ଖଣିମନ୍ତ୍ରୀ- ରାଜସ୍ୱ ମନ୍ତ୍ରୀ ଙ୍କୁ ଖୋଲା ଚ୍ୟାଲେଞ୍ଜ : ନଦୀ ହିଡ଼ କାଟି ବାଲି…
ଜିଲ୍ଲା ପ୍ରଶାସନ କୋମା ରେ.. ମୁଣ୍ଡ ଗଡିବାକୁ ଅପେକ୍ଷା..!
ସରକାରଙ୍କ ଠିକାଦାର କୁ ଛାଟ ଏକ ଧୂଆଁ ବାଣ…
*ସଳଙ୍ଗାବାହାଲ ଠାରୁ ବିହାର ବୋଡ଼ର ରାସ୍ତା କଚ୍ଛପ ଗତିରେ...
ପ୍ରଶାସନ ଓ ଠିକାଦାର ମଧ୍ୟରେ ଚୋରାପୀରତି...!!
*ସମୟ ସୀମା ଭିତରେ କାର୍ଯ୍ୟ ସାରିବା କୁ ନେଇ ପ୍ରଶ୍ନ ବାଚୀ..
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ରାଏଵଗା ଥାନା ଅଧିନସ୍ଥ!-->!-->!-->!-->!-->!-->!-->!-->!-->…
ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି
ଚିକିଟି: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ହିସାବରେ ମା ବଳକୁମାରୀ ଗଣ୍ୟ l ଉକ୍ତ ପୀଠରେ ଥିବା ମହାକାଳୀ ଓ ଗଣେଶଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରୀ ୨୩ ରୁ ଆରମ୍ଭ ହୋଇ ୩୦ ରେ ସମାପନ ହେବ l ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ବିଶ୍ଵଶାନ୍ତି ମହା!-->!-->!-->…
ସୁନ୍ଦରଗଡ ନାଟ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ ପ୍ରଦୀପ ଭୋଳଙ୍କ ପୁଣ୍ୟତିଥି ଦିବସ ପାଳିତ
ସୁନ୍ଦରଗଡ : ସୁନ୍ଦରଗଡର କଳା, ସଂସ୍କୃତି ଓ ନାଟକ ଦିଗନ୍ତର କିମ୍ବଦନ୍ତୀ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ପୁଣ୍ୟତିଥି ଆଜି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ଭୋଳଙ୍କ ପାଇଁ ସୁନ୍ଦରଗଡ କଳା, ସଂସ୍କୃତି ଓ ନାଟକ ଦିଗରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି!-->…
ଆସନ୍ତା ଫେବୃଆରୀ ୧୧ରୁ ମାଲକାନଗିରିରେ ଆରମ୍ଭ ହେବ ବଡଯାତ୍ରା
ମାଲକାନଗିରି, ୧୮।୧୨ ମାଲକାନଗିରି ଜିଲ୍ଲା ବଡ ପର୍ବ ତଥା ବଡ ଯାତ୍ରା ଆସନ୍ତା ବର୍ଷ ଫେବ୍ରୁଆରି ୧୧ ତାରିଖରୁ ଆରମ୍ଭ ହେବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏବାଦରେ ଏକ ବୈଠକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଏହି ବଡ ଯାତ୍ରା ପ୍ରତି ଦୁଇ!-->…
୧୫ ତମ ଭରତ ମୁନି ସମ୍ମାନରେ ସମ୍ମାନିତ ହେଲେ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ କୃଷ୍ଣମୂର୍ତ୍ତି
ଭୁବନେଶ୍ୱର:- ଓଡ଼ିଶା ର ବହୁ ପୂରାତନ ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ଅବସ୍ଥିତ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତୌର୍ୟତ୍ରିକମ ତରଫ ରୁ ୧୫ ତମ ଭରତ ମୁନି ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି!-->…
ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ଥାନା ରାଏବଗା ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲଚନା ବେହେରାଙ୍କ ତତ୍ୱାବଧାନରେ!-->…
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ୍ ଉଚ୍ଚତାରେ ଉଡିଲା ଜାତୀୟ ପତାକା
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାର ଖମ୍ବ ଉପରେ ୨୫ ଫୁଟ୍ ଲମ୍ବ ଓ ୨୪ ଫୁଟ୍ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ!-->…
ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍ ବୋଟ୍
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡ଼ ଅଘଟଣ ଘଟିଛି। ସମୁଦ୍ରର ଗଭୀର ଜଳ ରାଶିରେ ଗୋଟିଏ ଯାତ୍ରୀବାହୀ ଡଙ୍ଗାକୁ ଭୟଙ୍କର ଢଙ୍ଗରେ ପିଟିଛି ସ୍ପିଡ ବୋଟ। ସ୍ପିଡରେ ବୋଡରେ ୪ ଜଣ ବୁଲୁ ଥିବା ବେଳେ ହଠାତ୍ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ଏହା ଧକ୍କା ଦେଇଛି। ଫଳରେ ସ୍ପିଡ ବୋଟ ସହ!-->…
ଇମ୍ଫା-ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି ମଧ୍ଯରେ ବୁଝାମଣା
ଭୁବନେଶ୍ଵର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଏହାର ସ୍ମେଲଟର ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସଡବ୍ଲୁ ଏନର୍ଜି ସହ ଏକ ଯୌଥ ଉଦ୍ୟୋଗ ଘୋଷଣା କରିଛି। ଇମ୍ଫା ପକ୍ଷରୁ ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି ୱାନ୍ ଲିମିଟେଡ୍ ଓ ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି!-->…