Sign in
Sign in
Recover your password.
A password will be e-mailed to you.
“ଅଧିକାର” ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଲୋକଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍
-- ଜନସାଧାରଣ ଏବଂ ସରକାରୀ ଯୋଜନା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଛି "ଅଧିକାର" ଯୋଜନା-- ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ସହ ଆବେଦନ ପ୍ରକ୍ରିୟାରେ ସହାୟତା
ବ୍ରହ୍ମପୁର, ଡିସେମ୍ବର: ସମାବେଶୀ ବିକାଶ ଓ ଗୋଷ୍ଠୀ ସଶକ୍ତୀକରଣ ଦିଗରେ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରି!-->!-->!-->…
ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି
ବ୍ରହ୍ମପୁର : ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି । ଗଞ୍ଜାମ ଜିଲ୍ଲା କୋଦଳା ମୁଖ୍ୟ ରାସ୍ତାରେ ଥିବା ଏକ ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ନିଆଁ ଲାଗି ମେସିନ, କଞ୍ଚାମାଲ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧ କୋଟିରୁ!-->…
ଇଡି ଜାଲରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ
ଭୁବନେଶ୍ୱର: ଇଡି ଜାଲରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ। କ୍ଷୀରୋଦଙ୍କ ଘରେ ଆଜି ଇଡି ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ୍ ହୋଇଥିବା ସୂଚନା ମିଳିଛି।
ତେବେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ବିଶ୍ବ ଏନ୍ଜିଓର!-->!-->!-->…
କଥା ଦେଇ କଥା ରଖିଲା କୋ- ଓପରଟିଭ ସୋସାଇଟି….
ପାତ୍ରପୁର: ପାତ୍ରପୁର ବ୍ଲକ୍ ର ଖରଣିପଡ଼ା ପଂଚାୟତ ର ଖରଣି ପଡ଼ା ଗ୍ରାମର ଉଦୟ ପ୍ରଧାନ (୫୬) ଦୀର୍ଘ ଦିନ ହେଲା ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି l ଉଦୟ ଙ୍କ ପରିବାର କହିଲେ ସେ ଆଉ ତାଙ୍କ ସ୍ତ୍ରୀ l ଯକ୍ଷ୍ମା ରୋଗ ଉଦୟଙ୍କୁ ପଙ୍ଗୁ କରିଦେଇଛି l ଠିକ୍ ଏହି ସମୟରେ କୋ - ଓପରଟିଭ ସୋସାଇଟି!-->…
ଜାଡ ପାଲଟିଛି ସମଗ୍ର ଗଞ୍ଜାମ ଜିଲ୍ଲା : ନିଆଁ ହିଁ ଶୀତର ସାହାରା…
ପାତ୍ରପୁର : ଗତ କିଛି ଦିନ ହେବ ହାଡ଼ ଶୀତର ପ୍ରଭାବ ପାହାଡିଆ ଅଞ୍ଚଳରେ ଥିବା ଅଂଚଳ ବାସୀଙ୍କ ଉପରେ ରାଜ୍ କରିବାରେ ଲାଗିଛି l ଆଦିବାସୀ ମାନେ ପାହାଡ଼ ଉପରେ ଓ ପାହାଡ଼ ପାଖାପାଖି ସ୍ଥାନରେ ବାସ କରୁଛନ୍ତି l ଯେଉଁଠି ବିଶାଳ ବଣ ଏବଂ ପାହାଡ଼ରେ ଥିବା ପଥର ରହିଥିବା ଯୋଗୁଁ ଶୀତର ପ୍ରକୋପ ଦୁଇ!-->…
ଫେରାର ଯୁବତୀଙ୍କୁ ସମ୍ବଲପୁର ଓ ନାବାଳିକାଙ୍କୁ ବାଙ୍ଗାଲୋରରୁ ଉଦ୍ଧାର କରିଛି ହିଞ୍ଜିଳି ପୁଲିସ…
ହିଞ୍ଜିଳିକାଟୁ,: ହିଞ୍ଜିଳି ଥାନା ରାଳବ ଗ୍ରାମର ଜଣେ ଯୁବତୀ ଓ ହିଞ୍ଜିଳି ଥାନା ଅଞ୍ଚଳରୁ ଜଣେ ନାବାଳିକା ଗତ ନଭେମ୍ବରରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଉଭୟଙ୍କ ପରିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ୨ଟି ପୃଥକ ମାମଲା ରୁଜୁ କରି!-->…
ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ…
ସୁନ୍ଦରଗଡ଼,: ସ୍ଥାନୀୟ ମାଦ୍ରୀ କାଲୋ ଭବନ ପଡ଼ିଆ ଠାରେ ଆଜି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ତନୟା ମିଶ୍ର , ଜିଲ୍ଲାପାଳ ମନୋଜ ମହାଜନ,!-->…
ଆସିକା ରାଜସ୍ୱ ବିଭାଗ ର ଅଜବ ନୀତି : ଚୋରା ବାଲି ଘାଟରେ ନାଲିଫିତା ପୋତା ଧର୍ମକୁ ଆଖି ଠାର…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭଷୁଡ଼ି ପଡିଥିବା ଆଲୋଚନା ହେଉଛି। ବାଲି ମାଫିଆ ମାନଙ୍କ ସହ ଘନିଷ୍ଠ ସମ୍ପର୍କ କୁ ବଜାୟ ରଖି ବାବୁ ଓ ମେଡ଼ମ ଠାରୁ ନେତା ମାନେ ଆଶୀର୍ବାଦ ଢାଳିବା ଯୋଗୁଁ ଆଜି ଆସିକା ଅଞ୍ଚଳ ରୁ ଲଘୁ ଖଣିଜ ଦ୍ରବ୍ୟ ଦିନ ଦିପହରେ!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ଵାରା ନେଡିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଚେତନତା ଶିବିର
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନେଡିପଦର, ଫିରିଙ୍ଗିଆ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା “ଅନିୟନ୍ତ୍ରିତ ଏସିଡ୍!-->…
ବଡଦିନ ପାଇଁ କନ୍ଧମାଳରେ ବ୍ୟାପକ ପ୍ରସ୍ତୁତି : ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ପ୍ରଶାସନକୁ ଅନୁରୋଧ
ବାଲିଗୁଡା : ଆଉ କେଇଟା ଦିନ ପରେ ବଡଦିନ ଆସୁଛି । ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସମଗ୍ର କନ୍ଧମାଳ ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ ପାଳନ ପାଇଁ ଏବେଠାରୁ ନିଜ ଘରକୁ ସଜ୍ଜିତ କରିବା ସହ ନୂଆ ପୋଷାକ କିଣିବା, ପିଠାପଣା ପାଇଁ ରାସନ ସାମଗ୍ରୀ!-->…