Sign in
Sign in
Recover your password.
A password will be e-mailed to you.
ଅନ୍ତଃବସ୍ତ୍ର ଭିତରେ ୧.୭ କେଜି ସୁନା ସ୍ମଗଲିଂ ବେଳେ ଧରା ପଡ଼ିଲେ ଏୟାର ଇଣ୍ଡିଆ କ୍ରୁ
ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରୁ ସୁନା ଚୋରା ଚାଲାଣ କରୁଥିବା ବେଳେ ଚେନ୍ନାଇ ଏୟାରପୋର୍ଟରେ ଧରା ପଡ଼ିଛନ୍ତି। ଏୟାର ଇଣ୍ଡିଆର ସଦସ୍ୟ ଜଣଙ୍କ ଜଣେ ଯାତ୍ରୀଙ୍କୁ ୨୪ କ୍ୟାରେଟର ୧.୭ କେଜି ସୁନା ସ୍ମଗଲିଂ କରିବାରେ ସହାୟତା କରୁଥିଲେ।
ରବିବାର ଦିନ କ୍ୟାବିନ କ୍ରୁ ଓ ଯାତ୍ରୀ ଜଣଙ୍କ!-->!-->!-->…
ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟଣା: ରିପୋର୍ଟରୁ ସ୍ପଷ୍ଟ- ଜୀବନ ହାରିଥିଲେ ବୃଦ୍ଧ
ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବରରେ ଆଜି ସକାଳୁ ଜଣେ ବୃଦ୍ଧ ରୋଗୀ ଦିଲୀପ ସାହୁଙ୍କ ମୃତ୍ୟୁ ନେଇ କାରଣ ଜଣାପଡ଼ିଛି। ଏମ୍ସ ଭୁବନେଶ୍ବର କର୍ତ୍ତୃପକ୍ଷ କହିଛନ୍ତି ଯେ, ଦିଲୀପ ସାହୁ ଅର୍ଥୋପେଡିକ୍ ୱାର୍ଡରେ ଜୀବନ ହାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ!-->…
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର
ନବରଙ୍ଗପୁର: ଗିରଫ ହେଲେ ସେକ୍ସନ ଅଫିସର। ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବିଇଓଙ୍କ ଅଫିସର ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ନଗଦ ୧୦ ହଜାର ଟଙ୍କା ଜବତ!-->…
ପାଲେଷ୍ଟାଇନ ପରେ ବାଂଲାଦେଶ ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା
ଦିନକ ତଳେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିବାରୁ ବିଜେପି ଏହାକୁ କଡ଼ା ସମାଲୋଚନା କରିଥିଲା। ଏବେ ଏହି ବିବାଦକୁ ଖାତିର ନ କରି ଆଜି ସେ ଆଉ ଏକ ନୂଆ ବ୍ୟାଗ ଧରି ସଂସଦରେ ପହଞ୍ଚିଛନ୍ତି।
ଏହି ବ୍ୟାଗରେ ବାଂଲାଦେଶରେ!-->!-->!-->…
ବର୍ତ୍ତି ପାରିବେନି ଆପାର୍ଟମେଂଟ୍ ଲୁଟେରା; ଛଦ୍ମବେଶରେ ଅଛି ଅପରେସନ ‘ଅଦୃଶ୍ୟ‘
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟରୁ ଚୋରି, ଡକାୟତି, ରାହାଜାନୀ ଆଦି ଅପରାଧିକ ଘଟଣା ବୃଦ୍ଧି ପାଇଥିବା ବେଳେ ଅପରାଧ ସଂପର୍କିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କାବୁ କରିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଛି। ଭୁବନେଶ୍ବର ଡିସିପି ପିନାକ!-->…
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଓଡ଼ିଶା ପୋଲିସର କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି । ଏନେଇ ଆଜି ବୟସସୀମା କୋହଳ ପାଇଁ ଦାୟର ଏକାଧିକ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ!-->…
ମସ୍କୋରେ ହେଲା ଭୟଙ୍କର ବିସ୍ଫୋରଣ, ଟଳି ପଡ଼ିଲେ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଲାଗିଛି ଶକ୍ତ ଝଟକା। ରାଜଧାନୀ ମସ୍କୋରେ ଆଜି ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଦେଶର ପରମାଣୁ, ଜୈବିକ ଓ ରସାୟନିକ ସୁରକ୍ଷା ବଳ ପ୍ରମୁଖ ଜେନେରାଲ ଇଗୋର କିରିଲଭଙ୍କ ମୃତ୍ୟୁ ହୋଇଛି। କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀ ବି!-->…
ସାଇବର ସଚେତନତାମୂଳକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସମ୍ପ୍ରତି ସାଇବର ଅପରାଧ ଚିନ୍ତାଜନକ ପାଲଟିଥିବା ବେଳେ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କ ଦ୍ବାରା ରଚିତ ସଚେତନତା ପୁସ୍ତକ ‘ସାଇବର ଅପରାଧ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ପୁସ୍ତକକୁ ଗତ ୧୧ ତାରିଖରେ!-->…
ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର: ତିନି ଦିନିଆ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହି ଗସ୍ତ ମଧ୍ୟରେ ସେ କୋରାପୁଟର ଜିଲ୍ଲା ମହୋତ୍ସବ “ପରବ” ରେ ଯୋଗ!-->…
ଲୋକସଭାରେ ଆଗତ ପରେ ଜେପିସିକୁ ଗଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍
ନୂଆଦିଲ୍ଲୀ: ଲୋକସଭାରେ 'ଏକ ଦେଶ ଏକ ନିର୍ବାଚନ' ବିଲ୍ ଆଗତ ହେବା ପାଇଁ ଭୋଟିଂ ହୋଇଛି। ବିଲ୍ ଆଗତ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧରେ ୧୯୮ ଭୋଟ୍ ପଡିଛି। ଏହା ପରେ ଏହି ବିଲ୍କୁ ଉଭୟ ଗୃହର ମିଳିତ କମିଟି(ଜେପିସି) ନିକଟକୁ ପଠାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ!-->!-->!-->…