Sign in
Sign in
Recover your password.
A password will be e-mailed to you.
ଚୈତମନ ଗଣ୍ଡଙ୍କ ମୃତ୍ୟୁର କାରଣ ସନ୍ଦେହ ଘେରରେ…
ଉମରକୋଟ ( ୧୭/୧୨/୨୦୨୪)କଥାରେ ଅଛି 'ଚରଣରେ ଅଛି ମରଣର ଖବର ' ଯାହାର ଯୋଉଁଠି ମୃତ୍ୟୁ ହେବ ଏହି ଚରଣ ସେଠି ଚାଲି ଚାଲି ଯିବ। ମୃତ୍ୟୁ କେତେବେଳେ କାହାର କୋଉଁଠି ହେବ କେହି କହି ପାରନ୍ତି ନାହିଁ।ସୂଚନା ପ୍ରକାରେ ୧୬/୧୨/୨୦୨୪ ରିଖ ଏହି ପରି ଏକ ଘଟଣା ଘଟିଯାଇଛି ଯାହାକି ପାଣିରେ ବୁଡ଼ି!-->…
ଡଃ. ବିଜୟ ଚନ୍ଦ୍ର ମହାରଣା ପାଇଲେ ନିର୍ଝରିଣୀ ଶିଶୁ ସାହିତ୍ୟ ସମ୍ମାନ…
ବ୍ରହ୍ମପୁର, ତା.୧୭/୧୨ :ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ବରିଷ୍ଠ ଶିକ୍ଷବିତ୍ ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞଝି ସ୍ଥିତ "ନିର୍ଝରିଣୀ ସାହିତ୍ୟ କଳା ପରିଷଦ"ର ତ୍ରୟୋଦଶ ବାର୍ଷିକୋତ୍ସବ ପାଳନ ଅବସରରେ ସମ୍ମାନାସ୍ପଦ ଲକ୍ଷ୍ମୀ ପ୍ରସାଦ ଗଡ଼ତ୍ୟା ସ୍ମୃତି ଶିଶୁ!-->…
ସ୍ମୃତି ସାଉଁଟିଲେ ୧୯୯୧ ମାଟ୍ରିକ ବ୍ୟାଚର ବିଦ୍ୟାର୍ଥୀ…
ଫୁଲବାଣୀ:ଫୁଲବାଣୀ ସହରର ସର୍ବପୁରାତନ ବିଦ୍ୟାଳୟ ସରକାରୀ ଏଜେଓ ଉଚ୍ଚ ବିଦ୍ୟାଳୟର ୧୯୯୧ ମାଟ୍ରିକ୍ ବ୍ୟାଚର ବିଦ୍ୟାର୍ଥୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଫୁଲବାଣୀ ବ୍ଳକ ଅନ୍ତର୍ଗତ ନୁଆରିପଦର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାର ଏବଂ ରାଜ୍ୟ ବାହରର ବହୁ!-->…
ଗାଁ ବାସୀ ବାଲି ମାଫିଆ ମୁହାଁ ମୁହିଁ ପରିସ୍ଥିତି : ଜିଲ୍ଲାପାଳ ଙ୍କୁ କରିଥିବା ଗୁହାରୀ କିଛି ଫରକ ପଡ଼ିଲା…
ମୁଣ୍ଡ ଗଡ଼ିଲେ ପ୍ରଶାସନ ଦାୟୀ ରହିବତ...??!!
ପଡିଆବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ ପରେସମୀକ୍ଷା ବୈଠକ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ରେ ଗତ ୧୧ ତାରିଖ ଦିନ ନୂତନ ବିଡିଓ ଭାବେ ଅଶ୍ବିନୀ କୁମାର ମହାପାତ୍ର ଯୋଗଦାନ କରିବା ପରେ ଆଜି ବ୍ଲକର୍ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ!-->…
ନିଖିଳ ଉତ୍କଳ ଖଡୁରା ସାମାଜ ପକ୍ଷରୁ ପ୍ରସ୍ତୁତି ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ଆସନ୍ତା ୨୧ ଓ ୨୨ ତାରିଖରେ ବ୍ରହ୍ମପୁର ଠାରେ ହେବାକୁ ଥିବା ମହାସଭା ନିମନ୍ତେ ଜିଲ୍ଲା ସାମାଜ ସଭାପତି ଙ୍କ ସଭାପତିତ୍ବରେ ସ୍ଥାନୀୟ ଡ୍ରିମଲାଣ୍ଡ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁରରେ ହେବାକୁ!-->…
ବିବାଦ ଘେରରେ ଏମଭି୧୧ ଧାନମଣ୍ଡି ପରିଚାଳନା ଦାୟିତ୍ୱ
ବିବାଦ ପରେ ଥାନାରେ ମାମଲା । ମଣ୍ଡିକୁ ଧାନ ବିକ୍ରି କରିବାକୁ ନେବାପାଇଁ ଦ୍ଵନ୍ଦରେ ଧାନ ଚାଷୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୧୧ ସ୍ଥିତ ଧାନମଣ୍ଡିର ପରିଚାଳନାକୁ ନେଇ ଦୀର୍ଘ ଦିନ ଧରି ଦୁଇ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ମଧ୍ୟରେ ବାଦ ବିବାଦ ଲାଗି ରହିଛି । ଯାହାକୁ ନେଇ!-->!-->!-->…
ରାଇକିଆ ଶ୍ରୀଅନ୍ନ ଅଭିଯାନ ପ୍ରକଳ୍ପର ପରିଭ୍ରମଣ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲିଥିବା ଶ୍ରୀ ଅନ୍ନ ଅଭିଜାନ କାର୍ଯ୍ୟକ୍ରମ କୁ ଅଧିକ ସୁଫଳ କରିବା ନିମନ୍ତେ ପରିଭ୍ରମଣର ସୁଯୋଗ ଦିଆଯାଇଥିବା ବେଳେ ରାଇକିଆ ପ୍ରକଲ୍ପ ତରଫରୁ କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ସ୍ୱାମିନାଥନ୍ ରିସର୍ଚ ଅନୁଷ୍ଠାନ (କୃଷି ଓ ବୈଷୟିକ ଗବେଶଣା!-->…
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଦ୍ଵାରା ଧାନମଣ୍ଡି ଉଦଘାଟିତ
ମାଲକାନଗିରି : ଆଜି ନିୟନ୍ତ୍ରିତ ବଜାର କମିଟି ମାର୍କେଟ ୟାର୍ଡରେ ଜିଲ୍ଲାରେ ଖରିଫ ଧାନମଣ୍ଡି ସ୍ଥାନୀୟ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଛି । ଆଜି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ!-->…
ଦିବଙ୍ଗତ କବି ବଳରାମ ପୂଜାରୀ ମାଲ୍ୟବନ୍ତ ସମ୍ମାନରେ ସମ୍ମାନୀତ
ମାଲକାନଗିରି : ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ୨୦୨୪ ପାଳନ ଅବସରରେ ଜୀବନ ବ୍ୟାପି ସାହିତ୍ୟ ଓ ସ°ସ୍କୃତିକୁ ଋଧିବନ୍ତ କରୁଥିବା ବିଶିଷ୍ଟ ଦିବଙ୍ଗତ କବି ବଳରାମ ପୂଜାରୀଙ୍କୁ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓ ମାଲ୍ୟବନ୍ତ ସମ୍ମାନରେ ଭୂଷିତ!-->…