ମଣିପୁରରେ ପୁଣି ହିଂସା, ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ପୁଣି ହିଂସା। ଉଗ୍ରବାଦୀମାନେ ପୁଣି ଏଠାରେ ଘଟାଇଛନ୍ତି ବର୍ବର କାଣ୍ଡ। କାମରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମଣିପୁରର କାକଚିଙ୍ଗ ଜିଲ୍ଲାରେ ଏହି ଘଟଣା ଘଟିଛି। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଉଭୟ ପ୍ରବାସୀ…

କରୋନାରେ ପ୍ରାଣ ହରାଇଥିବା କନେଷ୍ଟବଳଙ୍କ ପତ୍ନୀଙ୍କୁ ୬ମାସ ଭିତରେ ଦିଅ ଅନୁକମ୍ପାମୂଳକ ରାଶି: ହାଇକୋର୍ଟ

କଟକ : କରୋନାରେ ପ୍ରାଣ ହରାଇଥିବା ପୋଲିସ କନେଷ୍ଟବଳଙ୍କ ପତ୍ନୀଙ୍କୁ ୫୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିର୍ଦ୍ଦେଶ । ୬ମାସ ଭିତରେ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ସ୍ବତନ୍ତ୍ର ପେନସନ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟ…

ଶୀତରେ ଥରିବ ଓଡିଶା, ଖସିବ ପାରଦ: ୧୭ରେ ପୁଣି ବର୍ଷା

ଭୁବନେଶ୍ବର: ଖସିବ ପାରଦ । ବଢିବ ଶୀତ । ଏଥିପାଇଁ ରାଜ୍ୟରେ ୪୮ ଘଣ୍ଟା ପାଇଁ ଶୀତର ଲହରି ଜାରି ରହିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରୁ ଉପକୂଳ ଯାଏଁ ସବୁଠି ଶୀତର ପ୍ରକୋପ ଜାରି ରହିବ । ଏଥିସହିତ ଆଜି ପାଇଁ ଝାରସୁଗୁଡା ଓ…

ଇଭିଏମକୁ ଦୋଷ ଦେବା ଛାଡ଼: କଂଗ୍ରେସକୁ କହିଲେ ଓମାର

ଶ୍ରୀନଗ: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ରବିବାର କଂଗ୍ରେସ ଦଳକୁ ଏକ ବଡ଼ ପରାମର୍ଶ ଦେଇଛନ୍ତି। ଅବଦୁଲ୍ଲା କଂଗ୍ରେସ ଦଳକୁ ଇଭିଏମ ବିଷୟରେ ବାରମ୍ବାର ଅଭିଯୋଗ କରିବା ବନ୍ଦ କରିବାକୁ ଏବଂ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଅନୁଷ୍ଠିତ…

ଚନ୍ଦ୍ରଭାଗା ଉପକୂଳରେ ଘଡ଼ିଆଳ କୁମ୍ଭୀର, ଧରିବା ପାଇଁ ସ୍ବତନ୍ତ୍ର ଟିମ୍

ଗୋପ : କୁମ୍ଭୀର ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ।  କୋଣାର୍କ – ଚନ୍ଦ୍ରଭାଗା ସମୁଦ୍ର ଉପକୂଳରେ ଘଡ଼ିଆଳ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି ।  କୁମ୍ଭୀର ଧରିବା ପାଇଁ ପୁରୀ ଜିଲ୍ଲା ବନବିଭାଗ ଅଧିକାରୀ ସମେତ ବନକର୍ମଚାରୀ ଓ ନନ୍ଦନକାନନରୁ ସ୍ୱତନ୍ତ୍ର ୯ ଜଣିଆ ଉଦ୍ଧାରକାରି ଦଳ ସମୁଦ୍ର…

ଭୁଶୁଡିଲା ଯାତ୍ରା ଗେଟ୍: ୩୦ରୁ ଅଧିକ ଆହତ

ସାଲେପୁର: ଯାତ୍ରା ଆରମ୍ଭରୁ ଘଟିଲା ବଡ ଅଘଟଣ । ଯାତ୍ରା ପାର୍ଟି ସମ୍ମୁଖରେ ଭୁଶୁଡ଼ିଲା ଲୁହାର ଏଣ୍ଟ୍ରି ଗେଟ୍ । ଲୁହାର ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ରୁ ଊର୍ଦ୍ଧ୍ବ ଦର୍ଶକ ଆହତ । ଦର୍ଶକମାନେ ଟିକେଟ କାଟି ପ୍ରବେଶ କରୁଥିବା ବେଳେ ବଡ ଅଘଟଣ ଘଟିଥିବା ବେଳେ ଆହତଙ୍କ ମଧ୍ୟରୁ ୬ ଗୁରୁତର କଟକ ବଡ଼…

ବାଲିଗୁଡା : ଚୁଆଁରୁ ମହିଳାଙ୍କ ଶବ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟପଡ଼ି ଗ୍ରାମର ଏକ ଚୁଆଁରୁ ମହିଳାଙ୍କ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତକ ମହିଳା ଜଣକ ଶାନ୍ତିଲତା ମଲ୍ଲିକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜକୁ ତିନିଦିନ ହେବ ବାପ ଘରକୁ ଯିବା ପାଇଁ ବାହାରିଥିଲେ ଶାନ୍ତିଲତା ।…

ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ଓଡ଼ିଶାର, ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳ…

ରାଇଘର (୧୫/୧୨/୨୦୨୪) ନବରଙ୍ଗପୁର ଜିଲ୍ଲା ପୋଲିସ୍ ପ୍ରଶାସନକୁ ମିଳିଛି ବଡ଼ ସଫଳତା, ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଅବକାରୀ ବିଭାଗର ଏକ ମିଳିତ ଟିମ୍ ଅଚାନକ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଚଢ଼ାଉ କରି ବିଭିନ୍ନ ସ୍ଥାନରେ ପରିବା ଚାଷ କରିଥିବା ସହ ତାହା ଭିତରେ ଲଗାଇଥିବା…

ସଡକ ଦୁର୍ଘଟଣା ରେ ବାଇକ ଚାଳକ ଗୁରୁତର…

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପ୍ରତାପପୁରା ପଞ୍ଚାୟତ ଆନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମୁଖରେ ଯାଇଥିବା P W D ରାସ୍ତା ଉପରେ ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ | ସୂଚନା ଅନୁଯାଇ ରାସ୍ତା ଉପରେ ଛିଡା ହୋଇଥିବା ଗୋଟିଏ ଟ୍ରାକ୍ଟର କୁ…

ଘରୋଇ ଯାତ୍ରୀବାହୀ ବସ ସହ ପିକଅପର ମୁହାଁମୁହିଁ ଧକ୍କା : ୨୦ ଆହତ :୩ ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବରପଦା ଶଙ୍ଖିକଟା ଶାଳ ବଣ ବୁଲାଣି ନିକଟରେ ଘରୋଇ ଯାତ୍ରୀବାହୀ ବସ୍‌ ସହିତ ଏକ ପିକଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଅଛନ୍ତି। ଗୁରୁତର ହୋଇଥିବା ୩ ଜଣ…