Sign in
Sign in
Recover your password.
A password will be e-mailed to you.
ବେଆଇନ ଭାବେ ବାଣ ଗଛିତ ଏବଂ ବିକ୍ରୟ ବିରୁଦ୍ଧରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ
ବ୍ରହ୍ମପୁର : ବହୁ ଜନବହୁଳ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ କରିବା ଏବଂ ବିନା ଅନୁମତିରେ ବିକ୍ରୟ କରିବା ଅଭିଯୋଗରେ ଆଜି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଡାଉ କରାଯାଇଥିଲା । ଏଭଳି ବେଆଇନ ଭାବେ ବାଣ ଗଛିତ ରଖିବା ଦ୍ୱାରା ଅଗ୍ନି ଦୁର୍ଘଟଣା ଏବଂ ବିସ୍ଫୋରଣର ବିପଦ ରହିଥିବା!-->!-->!-->…
ସ୍ୱାଭିମାନ ଅଂଚଳରୁ ବିଏସଏଫ ଯବାନ ଦ୍ୱାରା ମାଓ ଡମ୍ପ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଘନବେଢାଏବଂ ଗୋରାସେତୁ 177ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ପରିମାଣର ମାଓ ଡମ୍ପ ଉଦ୍ଧାର l ମିଳିଥିବା ସୂଚନା ଅନୁଯାଇ ଘନବେଢାଏବଂ ଗୋରାସେତୁ ବିଏସଏଫ କ୍ୟାମ୍ପ ଯବାନକୁ ଅଣ୍ଡ୍ରାପାଲି ପଂଚାୟତ ଅନ୍ତର୍ଗତ!-->…
ସାମ୍ୱାଦିକଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ
ମାଲକାନଗିରି : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କ ନିମନ୍ତେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଉଛି । ଚଳିତ ବର୍ଷ ମଧ୍ଯ ବିଭାଗ ପକ୍ଷରୁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ସ୍ଵୀକୃତି!-->…
ରାଜ୍ୟ ମହିଳା କମିଶନ ଭଙ୍ଗ କଲେ ସରକାର
ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଭଙ୍ଗ କରିଛନ୍ତି ମୋହନ ମାଝୀ ସରକାର । ବୁଧବାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ସଦସ୍ୟାମାନଙ୍କୁ ମଧ୍ୟ ପଦରୁ ହଟାଇ ଦିଆଯାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ମହିଳା କମିଶନ ଅଧ୍ୟକ୍ଷା ପଦରେ ମିନତି!-->…
ପିକେଙ୍କ ସତର୍କ ପଦକ୍ଷେପ: ଉପ-ନିର୍ବାଚନରେ ଦୁଇ ପ୍ରାର୍ଥୀ ବଦଳାଇଲେ
ପାଟନା: ବିହାରର ନିର୍ବାଚନୀ ରାଜନୀତିରେ ପ୍ରଶାନ୍ତ କିଶୋର(ପିକେ)ଙ୍କ ଦଳ ଜନ ସୁରାଜ ଉପ-ନିର୍ବାଚନ ପାଇଁ ଚାରିଜଣ ପ୍ରାର୍ଥୀଙ୍କୁ ବଦଳାଇଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ପିକେ ସତର୍କ ହୋଇ ପଦକ୍ଷେପ ଗ୍ରହଣ କରୁଛନ୍ତି। ପିକେ ଗୟାର ବେଲାଗଞ୍ଜ ଆସନରେ ବାରମ୍ବାର ପ୍ରାର୍ଥୀ!-->…
ଗାଧୋଇବା ବେଳେ ବୁଡ଼ିଗଲେ ମାଆ, ପୁଅ ଓ ଝିଅ
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ । ପୋଖରୀରେ ବୁଡ଼ି ଗୋଟିଏ ପରିବାରର ମା, ପୁଅ ଓ ଝିଅ ତିନିଜଣଙ୍କ ଜୀବନ ଯାଇଛି । ଆଜି ସକାଳ ୧୧ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ତିନି ମୃତକ ହେଲେ!-->…
ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଘୋଷଣା କଲା ୩୮ ଜଣ ପ୍ରାର୍ଥୀଙ୍କ ନାମ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଅଜିତ ପାୱାରଙ୍କ ଏନସିପି ୩୮ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏନସିପିର ପ୍ରାର୍ଥୀ ତାଲିକାରେ ୟେବଲାରୁ ଛଗନ ଭୁଜବଲ ଏବଂ କାଗଲରୁ ହାସନ ମୁଶ୍ରିଫଙ୍କୁ ଟିକେଟ ଦିଆଯାଇଛି। ଏଥିସହିତ ଅଜିତ ପାୱାର ନିଜେ ତାଙ୍କ ପାରମ୍ପାରିକ ଆସନ!-->…
ବାତ୍ୟା ‘ଦାନା’ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡା: ବାତ୍ୟା ‘ଦାନା’ ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ଅଧିକାରୀମାନେ ୩ ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି।
ଅଧିକାରୀଙ୍କ!-->!-->!-->…
ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି
ପରିବର୍ତ୍ତନ ହେଲା ପାଗ । ଆରମ୍ଭ ହୋଇଗଲାଣି ବର୍ଷା ପବନ । କାଲିଠୁ ବଢ଼ିବ। ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି ହୋଇଛି । ଗୋପାଳପୁର ବନ୍ଦରକୁ ୮ ନଂ ବିପଦସଙ୍କେତ ଜାରି ହୋଇଛି ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ!-->!-->!-->…
ବାତ୍ୟା ‘ଦାନା’ : ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ୍ ପାର୍କ
ଭୁବନେଶ୍ଵର : ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ। ଏହି!-->…