Sign in
Sign in
Recover your password.
A password will be e-mailed to you.
ରାଜ୍ୟର ରହିଛି ମଦ ଉପରେ ଆଇନ ପ୍ରଣୟନ ଅଧିକାର, ୩୪ ବର୍ଷର ପୁରୁଣା ରାୟ ଖାରଜ କଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ଇଣ୍ଡଷ୍ଟ୍ରିୟାଲ୍ ଆଲକହଲକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ମଦ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି ଓ ଏହାକୁ ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି କହି ସୁପ୍ରିମକୋର୍ଟ ୩୪ ବର୍ଷର ପୁରୁଣା ରାୟକୁ ଖାରଜ କରିଛନ୍ତି। ସିନ୍ଥେଟିକ୍ସ ଓ କେମିକାଲ୍ସ!-->…
ବାତ୍ୟା ପାଇଁ ବିଜେପି ପକ୍ଷରୁ ହେଲପ ଲାଇନ ଜାରି
ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ବିଜେପିଙ୍କ ପକ୍ଷରୁ ଏକ ହେଲପ ଲାଇନ ଜାରି କରାଯାଇଛି। ଏହି ହେଲପ ଲାଇନ ନମ୍ବରଟି ହେଲା ୦୬୭୪-୨୩୯୩୯୮୪ । ବାତ୍ୟା ସରିବା ପରେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଏହାର ଆବଶ୍ୟକ ଥିବ ଏହି ଏହି ନମ୍ବର କାମ କରିବ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି!-->…
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହେଲା ୧୪୪ ଧାରା
ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରକୋପ ଜଗତସିଂହପୁର ଜିଲ୍ଲାରେ ଅନୁଭୂତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପ ଠାରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ ଏହି!-->…
ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍କୁ ମିଳିଲା ଜାମିନ
ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ୨୦୦୧ ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟାକାଣ୍ଡ ମାମଲାରେ ମିଳିଲା ଜାମିନ। ବମ୍ବେ ହାଇକୋର୍ଟ ତାକୁ ଜମାନି ପ୍ରଦାନ କରିଛନ୍ତି। ଏକ ଲକ୍ଷ ଟଙ୍କା ମୁଚଳିକାରେ ତାକୁ ଏହି ଜାମିନ ପ୍ରଦାନ କରାଯାଇଛି।
ହୋଟେଲ ବ୍ୟବାସୟୀ ଜୟା!-->!-->!-->…
ଛତ୍ରବଜାରରେ କଳାବଜାରୀକୁ ନେଇ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍
କଟକ : ବାତ୍ୟା ପାଇଁ ଦରଦାମ ଉପରମୁହାଁ । ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । କଟକ ଛତ୍ର ବଜାରରେ ରେଡ୍ କରିଛି ଯୋଗାଣ ବିଭାଗ । ଯୋଗାଣ ବିଭାଗର ୩ଟି ଟିମ ଆଳୁ,ପିଆଜ ଦର ଯାଞ୍ଚ କରିଛି । ଯେଉଁ ବ୍ୟବସାୟୀମାନେ କଳା ବଜାରୀ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ!-->…
ବାତ୍ୟା ଯୋଗୁ OCS ପ୍ରିଲିମ ପରୀକ୍ଷା ସ୍ଥଗିତ
ଭୁବନେଶ୍ବର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖରେ ହେବାକୁ ଓଡ଼ିଶା ସିଭିଲ ସର୍ଭିସେସ (OCS) ପ୍ରିଲିମ ପରୀକ୍ଷା-୨୦୨୩କୁ ସ୍ଥଗିତ ରଖିଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍ସି। ଏନେଇ ଆଜି ନୋଟିସ ଦେଇଛି ଓପିଏସ୍ସି।
OCS ପ୍ରିଲିମ ପରୀକ୍ଷା-୨୦୨୩ର ପରବର୍ତ୍ତୀ!-->!-->!-->…
ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି, ୧୩ରେ ନିର୍ବାଚନ
ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିନିମନ୍ତେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାୟନାଡ ଲୋକସଭା ସିଟ୍ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା ।
!-->!-->!-->…
ଭିତରକନିକାରୁ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’
ଭୁବନେଶ୍ୱର: ଭିତରକନିକା ଓ ଧମରା ନିକଟରେ ଲ୍ୟାଣ୍ଡଫଲ । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ସ୍ଥଳ ଚିହ୍ନଟ ହେଲା । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ । ସ୍ଥଳ!-->…
ବାତ୍ୟା ପାଇଁ ନବୀନଙ୍କ ବାର୍ତ୍ତା, ଭୟଭୀତ ନହୋଇ ସଜାଗ ରୁହ
ଭୁବନେଶ୍ୱର: ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ଯା ‘ଦାନା’। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା।
ତେବେ ବାତ୍ଯାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ!-->!-->!-->…
ସାମ୍ଭାବ୍ୟ ବାତ୍ୟାକୁ ନେଇ ସକ୍ରିୟ କଳାବଜାରୀ : ପ୍ରଶାସନ ର ଲଗାମ ନାହିଁ..
ପନିପରିବା ଦର ବୃଦ୍ଧି, ବଜାରରୁ ଆଳୁ ଉଭାନହିଞ୍ଜିଳିକାଟୁ : ପାଣିପାଗ ବିଭାଗର ପୂର୍ବନୁମାନ ପ୍ରକାରେ ଓଡିଶାରେ ସାମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସମଗ୍ର ଓଡିଶାବାସୀ ଆତଙ୍କିତ । ସାମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ!-->…