Sign in
Sign in
Recover your password.
A password will be e-mailed to you.
ଓଏଲଏମ କ୍ୟାଡର ମାନଙ୍କ ସାତ ମାସର ବକେୟା ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ…
ଫୁଲବାଣୀ : ଓଡିଶା ଜୀବିକା ମିଶନ ୨୦୧୪ ମସିହା ଠାରୁ ଆରମ୍ଭ ହୋଇ ସିଆରପି,ଏମବିକେ,ବ୍ୟାଙ୍କ ମିତ୍ର,ପ୍ରାଣୀମିତ୍ର, କୃଷିମିତ୍ର , ଉଦ୍ୟୋଗ ମିତ୍ର ଭଳି କ୍ୟାଡରଙ୍କ ଦ୍ୱାରା କାର୍ଯ୍ୟ ହୋଇଆସୁଛି। କିନ୍ତୁ ଗତ ଏପ୍ରିଲ ମାସ ଠାରୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇନାହିଁ।ପ୍ରତ୍ୟହ!-->!-->!-->…
ପାଣିରେ ବୁଡ଼ି ଦୁଇ ନାବାଳକ ଶିଶୁଙ୍କ ମୃତ୍ୟୁ…
ବୀରମିତ୍ରପୁର :ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ସଲଙ୍ଗାବାହାଲ ପଞ୍ଚାୟତ ଅନ୍ତର୍ଗତ ଭୂୟାଁ ବସ୍ତୀ ଅଞ୍ଚଳର ଯ୍ୟୋନେକ ବ୍ୟକ୍ତିଙ୍କ ଦୁଇ ନାବାଳକ ଶିଶୁ ଘର ପଛପଟ ବିଲ ମଧ୍ୟରେ ଥିବା ଏକ ଗାଡ଼ିଆ ପାଣିରେ ବୁଡି ମୃତ୍ୟୁ ଘଟିଥିବା ବେଳେ ଏହା ଜାଣିବା ପରେ ଭୂୟାଁ ବସ୍ତୀ ଅଞ୍ଚଳରେ ଏକ!-->…
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସମୀକ୍ଷା ବୈଠକ…
ଆରଏମସି, ବଣାଇଁ ଓ ପାନପୋଷ ଉପଖଣ୍ଡର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ର କଲେ ସମୀକ୍ଷାସୁନ୍ଦରଗଡ/ରାଉରକେଲା::କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଆରଏମସି ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ!-->…
ଚିତ୍ରକୋଣ୍ଡା : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍,ଗୋଟିଏ ପରିବାରର ଜଣେ ମୃତ ଓ ତିନି ଗୁରୁତର
ଚିତ୍ରକୋଣ୍ଡା : ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ ରାଜୁଲକୋଣ୍ଡା ଗ୍ରାମ ନିକଟରେ। ଚିତ୍ରକୋଣ୍ଡା ବ୍ଲକ ସୀମାନ୍ତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଗୁଡେମ ମଣ୍ଡଳ ଅନ୍ତର୍ଗତ ମୁରଳାଗେଡା ଗ୍ରାମର ପ୍ରକାଶ ଖିଲ ନିଜ ପରିବାରର ଦୁଇ ଝିଅ ଓ ଦୁଇ ପୁଅଙ୍କୁ!-->…
ଅକ୍ଟୋବର ୨୩ରୁ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ୩ଦିନ ବନ୍ଦ ରହିବ ପାଠପଢ଼ା
ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ରାଜ୍ୟ ସରକାର ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ୧୪ଟି ଜିଲ୍ଲାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ୩ ଦିନ ଛୁଟି ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୩ରୁ ୨୫!-->…
ବାତ୍ୟା ‘ଦାନା’ ନେଇ ଏସ୍ପିଙ୍କ ସହ କଥା ହେଲେ ଡିଜିପି
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଓ ପୁନଃରୁଦ୍ଧାର ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ ବାତ୍ୟା ଆଶ୍ରୟ ସ୍ଥଳରେ ପୁଲିସ ଫୋର୍ସ ମୁତୟନ, ସମୁଦ୍ର କୂଳ ଅଞ୍ଚଳରେ ମେରାଇନ ପୁଲିସ୍ ପକ୍ଷରୁ!-->…
ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି ସହିତ ପାଇ!-->…
ବାତ୍ୟା ’ଦାନା’ରେ ବୁଲା ଗାଈଗୋରୁ ଓ ପଶୁଙ୍କ ସୁରକ୍ଷା ପାଇଁ ଜିଲାପାଳଙ୍କ ଗୁରୁତ୍ୱ
ଭୁବନେଶ୍ୱର: ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ଏବଂ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ମତେ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲା ସମେତ ଓଡ଼ିଶା ଉପକୂଳର ବିଭିନ୍ନ ଜିଲାରେ ଗଭୀର ପ୍ରଭାବ!-->…
ବିବାଦ ପରେ ଓଏସଏସଏସସିରେ ନିଯୁକ୍ତି : ଲଳିତ ଦାସ ଅଧ୍ୟକ୍ଷ, ଉଦ୍ଧବ ଓ ସରୋଜ ସଦସ୍ୟ
ଭୁବନେଶ୍ବର : ବିଭିନ୍ନ ପଦବୀ ପାଇଁ ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦରେ ଥିବା ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ(ଓଏସଏସଏସସି)ରେ ଆଜି ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ଓଏସଏସଏସସି ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଓଡ଼ିଆ ଆଇପିଏସ୍ ଲଳିତ ଦାସଙ୍କୁ!-->…
‘ଦାନା’ ପାଇଁ ନଗର ଉନ୍ନୟନ ବିଭାଗର ଏସଓପି: ୧୧ ବରିଷ୍ଠ ଅଫିସରଙ୍କୁ ୩୦ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ବର : ଭୟଙ୍କର ରୂପଧାରଣ କରି ସ୍ଥଳଭାଗ ଆଡ଼େ ମୁହାଁଇଥିବା ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ନିଜର ବିଭାଗୀୟ ୧୧ଜଣ ବରିଷ୍ଠ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେବା ସହ ସବୁ ମହାନଗର ନିଗମ ଓ ପୌରାଂଚଳ ନିମନ୍ତେ!-->…