ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ରାଜ୍ୟ ବର୍ଗରେ ଓଡିଶା ପ୍ରଥମ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ପଞ୍ଚମ ଜାତୀୟ ଜଳ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ୯ଟି ବର୍ଗରେ ୩୮ ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ

ଅମ୍ବାନୀ ବିକିବେ ସରକାରଙ୍କ ଶସ୍ତା ସାମଗ୍ରୀ, କମ୍ ଦାମରେ ଲୋକେ ପାଇବେ ଅଟା-ଚାଉଳ

ନୂଆଦିଲ୍ଲୀ : ଦରବୃଦ୍ଧିକୁ କାବୁ କରିବା ପାଇଁ ସରକାର ଗତ ବର୍ଷ ଶସ୍ତା ଅଟା, ଚାଉଳ, ଡାଲି ବିକିବା ଆରମ୍ଭ କରିଦେଇଥିଲେ । ସରକାର ଭାରତ ବ୍ରାଣ୍ଡ୍ ନାଁରେ ଶସ୍ତା ଡାଲି, ଚାଉଳ, ଅଟା ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରିଟେଲ୍ ଚେନ୍ ଜରିଆରେ ଲୋକଙ୍କ ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ପାଇଁ

ସେବି ମୁଖ୍ୟ ମାଧବୀଙ୍କୁ ଆଶ୍ୱସ୍ତି, ମିଳିଲାନି ପ୍ରମାଣ

ନୂଆଦିଲ୍ଲୀ :ସେବି ଅଧ୍ୟକ୍ଷ ମାଧବୀ ବୁଚଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତାଙ୍କ ବିରୋଧରେ ମିଳିଲାନି କୌଣସି ବି ପ୍ରମାଣ। ଗତ ସଂସଦ ଅଧିବେଶନରେ ତାଙ୍କ ନାଁ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ତାଙ୍କ ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ। ସେ ନିଜ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲା

ଓ୍ୱକଫ୍ ବିଲ୍‌କୁ ନେଇ ବିଜେପି-ଟିଏମ୍‌ସି ମୁହାଁମୁହିଁ, ଭାଙ୍ଗିଲେ କାଚ ବୋତଲ

ନୂଆଦିଲ୍ଲୀ : ଓ୍ୱକଫ ବିଲ୍‌କୁ ନେଇ ଜେପିସି ବୈଠକରେ ହଙ୍ଗାମା। ମୁହାଁମୁହିଁ ହେଲେ ବିଜେପି ଓ ଟିଏମ୍‌ସି। ରାଗିଗଲେ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ। ରାଗିଯାଇ ଭାଙ୍ଗି ଦେଲେ କାଚ ବୋତଲ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି।ଆଜି ଓ୍ୱକଫ୍‌ ବିଲ୍‌କୁ ନେଇ ସଂସଦ

ନଡ଼ା ଜାଳିଲେ କୃଷକ, ନିଲମ୍ବିତ ହେଲେ ୨୪ ଅଫିସର୍‌

ଚଣ୍ତୀଗଡ : ନଡ଼ା ଜାଳିଲେ କୃଷକ। ନିଲମ୍ବିତ ହୋଇଗଲେ ଅଫିସର୍‌। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୪ ଅଧିକାରୀଙ୍କୁ କରାଗଲା ସସ୍‌ପେଣ୍ଡ। ଏଭଳି କିଛି ଆକ୍ସନ ନେଇଛନ୍ତି ହରିୟାଣା ସରକାର।ଦିନକୁ ଦିନ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ଏଥିପାଇଁ ପ୍ରତିବର୍ଷ ହରିୟାଣାକୁ ମଖ୍ୟତଃ ଦାୟୀ

ବାତିଲ ହେଲା ୧୭୮ ଟ୍ରେନ୍‌: ଦେଖନ୍ତୁ କେଉଁ ଦିନ ବାତିଲ ହେଲା କେଉଁ ଟ୍ରେନ୍‌

ନୂଆଦିଲ୍ଲୀ : ବାତ୍ୟା ‘ଦାନା’ ପାଇଁ ବାତିଲ୍‌ ହେଲା ଟ୍ରେନ୍‌। ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଛି। ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍‌ ବାତିଲ କରାଯାଇଛି। ସେଥିରେ ଅପ୍‌ ଟ୍ରେନ୍‌ ୮୫ ଥିବା ବେଳେ ଡାଉନ୍‌ ଟ୍ରେନ୍‌ ୯୩ଟି ରହିଛି। ରେଳ ବିଭାଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।୨୩

ଉଦ୍ୟାନକୃଷି ବିଭାଗ କାର୍ଯ୍ୟାଳୟରୁ ଚୋରୀ, ଜଣେ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ରାଳବ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଘଟିଥିଲା। ଲୁଟେରା ଜଣଙ୍କ କାର୍ଯ୍ୟାଳୟ କବାଟ ତାଲା ଭାଙ୍ଗି କାର୍ଯ୍ୟାଳୟ ପରିସରରୁ ପାଣିପମ୍ପ ମୋଟର, ଲୁହା କଟର ସମେତ କିଛି ସାମଗ୍ରୀ ଲୁଟ୍ କରି ଫେରାର ହୋଇଯାଇଥିଲେ।‌

ଜିଲ୍ଲାସ୍ତରୀୟ ଆର୍ତ୍ତଜାତୀୟ ଶିଶୁ କନ୍ୟା ଦିବସ – ୨୦୨୪ ପାଳିତ

ମାଲକାନଗିରି : ମାଲକାନଗିରି ସମଗ୍ର ଶିକ୍ଷା ଆନୁକୂଲ୍ୟରେ, ସ୍ଥାନୀୟ ଚାଲାଣଗୁଡ଼ାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ, ଆଜି ଜିଲ୍ଲାସ୍ତରୀୟ ଆର୍ତ୍ତଜାତୀୟ ଶିଶୁ କନ୍ୟା ଦିବସ-୨୦୨୪ ଓ ଜିଲ୍ଲାସ୍ତରୀୟ କଳା ଉତ୍ସବ ପାଇଁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍‌ ଘାଟନୀ

ବାଲିଗୁଡାରେ ସାଂସଦଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ନମ୍ବର ୱାର୍ଡ ର ସଭାଗୃହ ରେ ଅନୁଷ୍ଠିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ନଗର ପ୍ରତିନିଧି

ଇସ୍ତଫା ଦେଲେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀକହଁର ଗତ ୨୦୨୪ ମାର୍ଚ୍ଚ ରୁ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ । ତେବେ ବୟସ ଦୃଷ୍ଟିରୁ ସ୍ବାସ୍ଥ୍ୟ ଗତ ସମସ୍ୟା ଦର୍ଶାଇ ସେ ଇସ୍ତଫା ଦେଇଥ‌ିବା