ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସହାୟତାରେ ସ୍ୱାବଲମ୍ବୀ ହେଲେ ଯୁବ ଉଦ୍ୟୋଗୀ

ଫୁଲବାଣୀ : ଆଦିବାସୀ ପରିବାର ମାନଙ୍କର ଉନ୍ନତି ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦେକ୍ଷପ ନିଆଯାଉଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଛି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ । କନ୍ଧମାଳ ଜିଲ୍ଲାରେ ସମନ୍ୱିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା ଫୁଲବାଣୀ ତରଫରୁ ୦୩ ଗୋଟି ବ୍ଲକର ବିଭିନ୍ନ

ଦକ୍ଷିଣ ଓଡିଶା ନାଟକରେ ଦକ୍ଷ ବିନ୍ଧାଣୀଙ୍କ ଦଖଲ

ବାଲିଗୁଡା : ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପୌରାଣିକ ନାଟକରେ ଦକ୍ଷ ବିନ୍ଧାଣୀ ଙ୍କ ଦଖଲ l ଦକ୍ଷିଣ ଓଡିଶା ର ବିଭିନ୍ନ ମଞ୍ଚରେ ଦକ୍ଷ ଙ୍କୁ ଦେଖିବାକୁ ମିଳେ l ପୌରାଣିକ ନାଟକ ରାମାୟଣ ରେ ହନୁମାନ ଭୂମିକାରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

ସବ୍ ଡିଭିଜନସ୍ତରୀୟ ଗ୍ରାମୀଣ ଡାକମେଳା ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମ ପଞ୍ଚାୟତ କାର୍ଯାଳୟ ଠାରେ ଦିଗପହଣ୍ଡି ସବ୍ ଡିଭିଜନ ସ୍ତରୀୟ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଡାକ ମଣ୍ଡଳ ର ବରିଷ୍ଠ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ପଣ୍ଡା ପୂର୍ବତନ ଡାକ

ବିସିଜି ଟିକାନେଇ ଅସୁସ୍ଥ ଘଟଣା : କ୍ଷେତ୍ର ପରିଦର୍ଶନ ଓ ସଚେତନ କଲା ଜିଲା ସ୍ୱାସ୍ଥ୍ୟ ଟିମ୍

ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବିସିଜି ଟିକା ନେଇ ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ନେଇ ୨୧ ତାରିଖରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାକୁ ଗୁରୁତ୍ବ ଦେଇ ଜିଲା ସ୍ବାସ୍ଥ୍ୟ ଟିମ କ୍ଷେତ୍ର ପରିଦର୍ଶନ କରିବା ସହ ଅସୁସ୍ଥଙ୍କୁ ଭେଟି ସଚେତନତା କରାଇଛନ୍ତି।

ବାରହା ଆକ୍ରମଣରେ ମହିଳା ମୃତ

ଛତ୍ରପୁର : ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁ ରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି l ମୃତ ମହିଳାଙ୍କ ନାମ ଶୋଭା ତରାଇ (୬୨ ବର୍ଷ), ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥଲା l ଯାହାଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି l

ବିପର୍ଯ୍ୟୟ ପରିଚଳନା ନେଇ ସମୀକ୍ଷା ବୈଠକ

ସମ୍ଭାବ୍ୟ ବାତ୍ୟା “ଦାନା” କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବଛତ୍ରପୁର : ସମ୍ଭାବ୍ୟ ବାତ୍ୟା “ଦାନା” ର ପ୍ରଭାବ ଗଞ୍ଜାମ ଜିଲ୍ଲାକୁ ରହୁଥିବା ହେତୁ ଲୋକଙ୍କ ଧନ ଜୀବନକୁ ସୁରକ୍ଷା ପ୍ରଦାନ କରି ଜିଲ୍ଲାର ଜିରୋ କାଜୁଆଲିଟି ରହିବ ସେଥି ସକାଶେ ସମସ୍ତ

ମାଡ଼ ଖାଇଲେ ଧରାକୋଟ ତହସିଲ ର ଛୋଟ ବାବୁ…

ସରକାରୀ କର୍ମଚାରୀ ମାଡ଼ଖାଇ ଚୁପ..! ଲାଞ୍ଚ ମାଗିବା କାରଣ ନୁହଁତ ? ……!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିନା ହାତ ଗୁଞ୍ଜା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ଫାଇଲ ଗୁଞ୍ଚୁ ନାହିଁ। ବୋଲି ନିସର୍ତ୍ତ ରେ ଆମେ ରୀତିମତ ଖବର ପ୍ରକାଶ କରି ଆସୁଛୁ। କିନ୍ତୁ ଏଥି ପ୍ରତି ବାବୁ ମାନଙ୍କ ଖାତିର

ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଟାଇମ୍ସ ବିଜିନେସ ଆୱାର୍ଡ଼ ୨୦୨୪ରେ ଟିପିଏସ୍ଓଡିଏଲ୍ ପୁରସ୍କୃତ

ବ୍ରହ୍ମପୁର, ଅକ୍ଟୋବର: ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜିନେସ୍ ଆୱାର୍ଡ ଓଡ଼ିଶା-୨୦୨୪ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)  ପୁରସ୍କୃତ ହୋଇଛି। ବିଦ୍ୟୁତ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀକୁ ଏହି

କନ୍ଧମାଳ ଜିଲ୍ଲାର ଅପପୁଷ୍ଟିର ମୁକାବିଲା : ଗଣମାଧ୍ୟମର କାର୍ଯ୍ୟକାରିତା ପାଇଁ ଆହ୍ବାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅପପୁଷ୍ଟିର ମୁକାବିଲା କରିବା ପାଇଁ ଏବଂ ପୂର୍ଣ୍ଣ ଆହାର ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର କନ୍ଧମାଳ ଡିଏସଡବ୍ଲ୍ୟୁ ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l କନ୍ଧମାଳ

ରାୟଗଡ଼ା ସହରର ସଟର ଭାଙ୍ଗି ଚୋରି ଘଟଣାର ପର୍ଦ୍ଧାଫାଶ ସହ ୨ ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ…

ରାୟଗଡା : ରାୟଗଡା ସହର ଅଶୋକ ଟକିସ୍ କମ୍ପ୍ଲେକ୍ସ ସିରିଡ଼ି ସାଇ ହାର୍ଡୱେର ଦୋକାନରେ ଚଳିତ ମାସ ଗତ ୧୬ ତାରିଖ ରେ ସଟର ଭାଙ୍ଗି ଚୋରି ଘଟଣାର ପର୍ଦ୍ଧାଫାଶ କରିଛି ରାୟଗଡ ପୋଲିସ। ଅଭିଯୋଗ ପାଇଲା ପରେ ରାୟଗଡ଼ା ଥାନା ଅଧିକାରୀ ଶ୍ରୀ କମଳାକାନ୍ତ ବିମଳ କୁମାର କଅଁର ଏକ ଟିମ ମାଧ୍ୟମରେ