Sign in
Sign in
Recover your password.
A password will be e-mailed to you.
ପାକଶାଳା ବଗିଚା ପ୍ରଶିକ୍ଷଣ ଶିବିର
ସୁନ୍ଦରଗଡ : ଆଜିର ସମାଜରେ ନିଜ ବାଡ଼ି ବଗିଚାରେ ପନିପରିବା ନିଜେ ଲଗାଇ ତାର ଯତ୍ନ ନେଇ ତାକୁ ପାକଶାଳା ପର୍ଯ୍ୟନ୍ତ ଆଣି ନିଜ ଖାଦ୍ୟଥାଳିରେ ଆଣିବା ଏକ ଦୁରୁହ ବ୍ୟାପାର ହୋଇ ଗଲାଣି। ଆଗରୁ ନିଜ ବାଡ଼ି ବଗିଚାରେ ପନିପରିବା ଉତ୍ପାଦନ ପାଇଁ ଲୋକେ ଗର୍ବ ଅନୁଭବ କରୁଥିଲେ। ନିଜ ପରିବାରର!-->…
ଭାରତୀୟ ନ୍ୟାୟସଂହିତା ଧାରାରେ ଗ୍ରାମୀଣ ପ୍ରଥମ ଶ୍ରେଣୀ ନ୍ୟାୟାଳୟର ପ୍ରଥମ ଦଣ୍ଡାଦେଶ
ଉମରକୋଟ/ରାଇଘର : ନକଲି ନକ୍ସଲ ସାଜି ଲୋକଙ୍କ ପାଖରୁ ଟଙ୍କା ଆଦାୟ ଘଟଣାରେ ଦୁଇ ଲୁଟେରାଙ୍କ ବିଗତ କାଲି ଜେ,ଏମ,ଏଫ,ସି କୋର୍ଟ ରାଇଘର ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଯୁକ୍ତ ପ୍ରତ୍ୟୁଷ କୁମାର ଚାନ୍ଦ ଦୁଇ ଜଣଙ୍କ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ପାଞ୍ଚ ହଜାର(!-->…
ଗଞ୍ଜାମରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୫୧୫ଟି ମାମଲାର ହେଲା ସମାଧାନ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ ପରିସରରେ ବ୍ରହ୍ମପୁର ଏବଂ ଜିଲ୍ଲାର ସମସ୍ତ କୋର୍ଟର ୨୦୨୪ ମସିହାର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୨୫୧୫ଟି ମାମଲର ଆଶୁ ସମାଧାନ ହୋଇ ମୋଟ ୮୩୫୧୨୮୭୫ ଟଙ୍କା ଲୋକଙ୍କୁ ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି।!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ବିଜୁ ପଟ୍ଟନାୟକ ଅଡିଟୋରୀୟମ ହଲ ଠାରେ ମହା ସମାରୋହରେ ପାକିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବ ରେ!-->…
କଟକରେ ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର
କଟକ ମଧୁପାଟଣା ଛକ ନିକଟରେ ‘ମୋ ବସ’ ଜଳିଗଲା। ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ମଧୁପାଟଣା ଛକ ନିକଟରେ ‘ମୋ ବସ’ଟି ଜଳିଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଖବର ପାଇ ତତ୍କାଳ ଘଟଣାସ୍ଥଳରେ!-->!-->!-->…
ଜିଲ୍ଲାର ଅଭିନବ ପ୍ରୟାସ : ନିରୀକ୍ଷଣ ହେଉଛି ଗଞ୍ଜାମ ଜିଲ୍ଲା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଭିତିକ ଏକ କ୍ରାନ୍ତିକାରୀ…
ବ୍ରହ୍ମପୁର : ଆର୍ଥିକ ବର୍ଷ ୨୦୨୨-୨୩ ସେପ୍ଟେମ୍ବର ମାସ ରେ ଗଂଜାମ ଜିଲ୍ଲା ପ୍ରଶାସନ ର ଏକ ଅଭିନବୀକରଣ ପ୍ରାୟସ ହେଉଛି ଏହି ନିରୀକ୍ଷଣ କାର୍ଯ୍ୟକ୍ରମ । ଏହା ଏକ ଆଭିମୁଖ୍ୟ ପଦକ୍ଷେପ ଯାହାର କେବଳ ଗୋଟିଏ ଲକ୍ଷ ହେଉଛି ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟବସ୍ଥାର ସୁଦୃଢ଼ୀକରଣ ଯାହାକି ଜଣେ ମାଆକୁ!-->…
ସମ୍ବିଧାନ ନିର୍ମାଣରେ ମହିଳା ଶକ୍ତିର ବଡ଼ ଅବଦାନ ରହିଛି – ମୋଦୀ
ଲୋକସଭାରେ ଆଜି ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦର ନିମ୍ନ ସଦନରେ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୧୩ ତାରିଖରେ ଏହା ଉପରେ ଦୁଇ ଦିନିଆ ବିତର୍କ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ!-->…
କେଳୁଆପଲ୍ଲୀ ପଞ୍ଚାୟତକୁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର
ବ୍ରହ୍ମପୁର : କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବିତରଣ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲୀ ପଞ୍ଚାୟତ ପୁରସ୍କୃତ ହୋଇଛି । ସର୍ବଭାରତୀୟସ୍ତରୀୟ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ!-->…
ପୋଲାଭରମ୍ ପ୍ରକଳ୍ପ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ
ଭୁବନେଶ୍ବର: ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର କିଛି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ବିଶାଳ ଆନ୍ଦୋଳନ ପାଇଁ ସଜବାଜ!-->…
ସମ୍ବିଧାନର କେଉଁଠାରେ ଲେଖାନାହିଁ ମନମାନି ହେଉ, ଜାତି ଆଉ ଧର୍ମକୁ ନେଇ ଦେଶରେ ପାତରଅନ୍ତର ଚାଲିଛି: ରାହୁଲ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସଂସଦରେ ବିଜେପିକୁ ଟାର୍ଗେଟ କରି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୁରୁ!-->…