Sign in
Sign in
Recover your password.
A password will be e-mailed to you.
ଡିସେମ୍ବର ୪ରେ ସମୁଦ୍ର ସ୍ନାନ ଉପରେ କଟକଣା, ତୀକ୍ଷ୍ନ ନଜର ରଖିବ ପୋଲିସ
ପୁରୀ ୩୦/୧୧: ଡିସେମ୍ବର ୪ରେ ନୌସେନା ଦିବସ । ଉତ୍ସବ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ଶ୍ରୀକ୍ଷେତ୍ର । ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ୪ ତାରିଖ ଦିନ ସମୁଦ୍ର ସ୍ନାନ!-->…
ମିଛଟାରେ କାନ୍ଦୁଥିଲେ ମହିଳା, ମେଡିକାଲ୍ରୁ ଚୋରି ହୋଇନି ପିଲା!
ନୟାଗଡ : ନବଜାତର ଶିଶୁ ପୁତ୍ରଙ୍କ ଫଟୋ ଦେଖାଉଛନ୍ତି। ଆଉ ବୁକୁ ଫଟାଇ କାନ୍ଦୁଛନ୍ତି। କହୁଛନ୍ତି, ମୋ’ ପୁଅ ଚୋରି ହୋଇଯାଇଛି। ମୋ ପୁଅକୁ ମୋତେ ଦିଅ ବୋଲି କହି କାନ୍ଦୁଛନ୍ତି। ହେଲେ ତଦନ୍ତ ପରେ ଜଣାପଡ଼ିଛି, ମହିଳାଙ୍କ କାନ୍ଦ ମିଛ ଓ ତାଙ୍କ ଅଭିଯୋଗରେ ସତ୍ୟତା ନାହିଁ। ଆଜି ଦିନ ତମାମ ନୟାଗଡ଼ରେ!-->…
ଦନ୍ତା ହାତୀ ଗୋଡ଼ାଇ ଗୋଡ଼ାଇ ଭୁଷି ମାରିଦେଲା
କେନ୍ଦୁଝର : ଦନ୍ତା ହାତୀ ଗୋଡ଼ାଇ ଗୋଡ଼ାଇ ଭୁଷି ମାରିଦେଲା। ଏପରି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଘଟିଛି। ଦନ୍ତା ହାତୀ ଆକ୍ରମଣରେ ଗୋଟିଏ ମାଖନା ହାତୀର ପ୍ରାଣ ଯାଇଛି।ଗତ କିଛି ଦିନ ହେଲା ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ଓ ଆଖପାଖ ଅଞ୍ଚଳରେ ଦୁଇଟି ହାତୀ ପଲ ଉତ୍ପାତ!-->…
କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କଲେ ଆଇନ ମନ୍ତ୍ରୀ, କହିଲେ- କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ…
ଭୁବନେଶ୍ବର ୩୦।୧୧: କଂଗ୍ରେସକୁ କଡା ଭାଷାରେ ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେ କହିଛନ୍ତି, କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ । ଧ୍ବଂସ ଆଡକୁ ଯାଉଛି କଂଗ୍ରେସ । ମାଇକ୍ରୋସ୍କୋପ ଲଗାଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି ।!-->…
ଓଡ଼ିଶାର ୭ ଜିଲ୍ଲାରେ ଏବେ ବି ସକ୍ରିୟ ଅଛନ୍ତି ମାଓବାଦୀ : ବିଏସଏଫ ଆଇଜି
ଭୁବନେଶ୍ଵର: ଭାରତରେ ମୋଟ୍ ୩୮ ଜିଲ୍ଲାରେ ମାଓବାଦୀ ସକ୍ରିୟ ରହିଛନ୍ତି। ଏଥିରୁ ଓଡ଼ିଶାରେ ୭ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଜାରି ରହିଛି। ରାଜ୍ୟରେ ୬୦ରୁ ୭୦ ମାଓବାଦୀ ସକ୍ରିୟ ଅଛନ୍ତି। ଏଥିରୁ ୭ କ୍ୟାଡର ହେଉଛନ୍ତି ଓଡ଼ିଆ। ଓଡ଼ିଶାରେ ମାଓ ଦମନରେ ବିଏସଏଫ ଉଲ୍ଲେଖନୀୟ ଭୂମିକା ଗ୍ରହନ!-->…
ଆମେରିକାରେ ଭାରତୀୟଙ୍କୁ ଝଟକା, ଜାନୁୟାରୀ ୨୦ ପୂର୍ବରୁ ବିଦେଶୀ ଛାତ୍ରଙ୍କୁ ଫେରିଯିବାକୁ ନିର୍ଦ୍ଦେଶ, ଟ୍ରମ୍ପଙ୍କ ଶପଥ…
ୱାସିଂଟନ ୩୦।୧୧: ଆମେରିକାର ଉଚ୍ଚ ଶିକ୍ଷାନୁଷ୍ଠାନମାନେ ବିଦେଶୀ ଛାତ୍ର ଓ କର୍ମଚାରୀଙ୍କୁ ଜାନୁୟାରୀ ୨୦ ପୂର୍ବରୁ ଶୀତ ଅବକାଶରୁ ଫେରିବାକୁ ପରାମର୍ଶ ଦିଆଯାଇଛି। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ମାସାଚ୍ୟୁସେଟସ୍ ଇନଷ୍ଟିଚ୍ୟୁଟ ଅଫ!-->…
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ନୂଆଦିଲ୍ଲୀ : ଅର୍ଥନୀତି କ୍ଷେତ୍ରରେ ଭାରତକୁ ଏକ ବଡ଼ ଝଟକା ଲାଗିଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସ (ଜୁଲାଇ-ସେପ୍ଟେମ୍ବର)ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇଛି। ଯାହାକି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ!-->…
ସିରିଆ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଆଲେପ୍ପୋ ସହର
ନୂଆଦିଲ୍ଲୀ : ସିରିଆର ବିରୋଧୀ ସେନା ଦେଶର ଦ୍ୱିତୀୟ ବୃହତ୍ତମ ସହର ଆଲେପ୍ପୋର ଅଧିକାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି।୨୦୧୬ରେ ଗୃହଯୁଦ୍ଧ ସମୟରେ ସରକାରୀ ବାହିନୀ ନିୟନ୍ତ୍ରଣକୁ ଫେରିବା ପରେ ପ୍ରଥମ ଥର ପାଇଁ ସିରିଆ ବିଦ୍ରୋହୀମାନେ ଆଲେପ୍ପୋର ଅନେକ ସହରକୁ ନିୟନ୍ତ୍ରଣକୁ ନେଇଥିବା!-->…
ରେଲଓ୍ୱେ ଷ୍ଟେସନରେ ଲାଗିଲା ନିଆଁ, ଜଳିଗଲା ୨୦୦ ବାଇକ୍
ନୂଆଦିଲ୍ଲୀ : ରେଲଓ୍ୱେ ଷ୍ଟେସନରେ ଲାଗିଲା ଭୟଙ୍କର ନିଆଁ। ହୁ ହୁ ହୋଇ ଜଳିଗଳା ୨୦୦ରୁ ଅଧିକ ବାଇକ୍। ବାରଣାସୀର ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ। ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ବାରଣାସୀର କେଣ୍ଟ!-->…
ମହିଳା ଓ ପୁରୁଷ କ୍ରିକେଟ ଦଳ ପାଇଁ ନୂଆ ଜର୍ସି, ତିରଙ୍ଗାକୁ ସ୍ଵତନ୍ତ୍ର ସ୍ଥାନ
ନୂଆଦିଲ୍ଲୀ : ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଟିମ ଇଣ୍ଡିଆର ଖେଳାଳିଙ୍କ ଲାଗି ନୂଆ ଜର୍ସି ତିଆରି ହୋଇଛି। ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପାଇଁ ଏହି ଜର୍ସି ପ୍ରସ୍ତୁତ ହୋଇଛି। ଶୁକ୍ରବାର ବିସିସିଆଇ ପକ୍ଷରୁ ଏହାକୁ ଉନ୍ମୋଚନ!-->…