Sign in
Sign in
Recover your password.
A password will be e-mailed to you.
ଭୋକ ବିକଳରେ ତାଟିଆ କାମୁଳିଲାଭକି ନୀତି କରୁଛି ଟାଉନ ଥାନା ପୋଲିସ
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସର ବିଭିନ୍ନ ଥାନାକୁ ନୂଆ କରି ବଦଳି ହୋଇ ଆସିଥିବା କିଛି ପୋଲିସ ଅଫିସର ନିଜର ପତିଆରା ଜାହିର କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ଥିବା ନଜିର ରହିଛି | ୟା ଭିତରେ ନିରୀହ ଲୋକମାନେ ପୋଲିସ ଆକ୍ରୋଶର ଶିକାର ହେଉଛନ୍ତି ଏଭଳି ଏକ ଘଟଣା ଘଟିଛି ଲୋଚାପଡା!-->…
ଓଡ଼ିଶା ସାମ୍ବାଦିକ ସଂଘର ନିର୍ବାଚନ : ସଭାପତି ରାଧାମୋହନ ସଂପାଦକ ପ୍ରିୟବ୍ରତ
ଫୁଲବାଣୀ : ଓଡ଼ିଶା ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଆଜି ଜି ଉଦୟଗିରି ଡାକ ବଙ୍ଗଳା ଠାରେ ନୂତନ କର୍ମକର୍ତ୍ତା ଚୟନ ସହ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିଥି ଭାବେ ରାଜ୍ୟ କୋଷଧକ୍ଷ ଅରୁଣ କୁମାର ଷଢ଼ଙ୍ଗି ଯୋଗ ଦେଇଥିଲେ। ଓଡ଼ିଶା ସାମ୍ବାଦିକ!-->…
ଜୟନାରାୟଣଙ୍କ ବିସ୍ଫୋରକ ବୟାନ, କହିଲେ- ଦଳର ମୁଁ ଜଣେ ତଡ଼ାଖିଆ ନେତା
କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶର ୨୪ ଘଣ୍ଟା ପୂର୍ବରୁ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ବୟାନ। ସମୀର ଦେଙ୍କ ଶୋକ ସଭାରେ ବିଷ ଉଗାରିଲେ ଜୟନାରାୟଣ। କହିଲେ ବିଜେପିରୁ ସାଇଡ୍ ଲାଇନ୍ ହୋଇ ରହିଛି। ଆଉ ଏହା ଉପରେ!-->…
ବଢ଼ିଲା ଆଳୁ ସଙ୍କଟ, ବଜାରରେ ୫୦ ଛୁଇଁଲାଣି ଦର
ଭୁବନେଶ୍ଵର: ବଢ଼ିଲା ଆଳୁ ସଙ୍କଟ, ବଢ଼ିଲା ଆଳୁ ଦର। ଖାଉଟି ଅସନ୍ତୋଷ। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଓଡ଼ିଶାରେ ଗୋଦାମରେ ଆଉ ନାହିଁ ଷ୍ଟକ୍। ଯେତିକି ଆଳୁ ବଢ଼ିଛି ତିନି ଦିନ ଯିବ। ଏପଟେ ଏକ ନମ୍ବର ହାଟକୁ ଛାଡ଼ିଲେ ଲୋକାଲ ମାର୍କେଟରେ ଆଳୁ କିଲୋ ୫୦ ଛୁଇଁଲାଣି। ତେବେ ସରକାର ଏବେ!-->…
ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର
ଭୁବନେଶ୍ବର : ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସରକାର ଖର୍ଚ୍ଚ ବୃଦ୍ଧି କରିଛନ୍ତି। ମଧ୍ୟାହ୍ନଭୋଜନ ବାବଦରେ ପୂର୍ବରୁ ପିଲା ପିଛା ଯେତିକି ଟଙ୍କା ଖର୍ଚ୍ଚ ହେଉଥିଲା ଏବେ ସେଥିରେ ବୃଦ୍ଧି ଘଟିଛି। ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ!-->…
ମିଶନ-୩୬, ଆଉ ଭିଜନ-୩୬ ପାଇଁ ବାଟ ବତାଇଲେ ମୋଦି
ଭୁବନେଶ୍ବର : ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠଶାଳା। ହସି ହସି କହିଲେ ମଞ୍ଜ କଥା। ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା। ରାଜନୈତିକ ଜୀବନୀର କାହାଣୀ କହି ଦେଲେ ଗୁରୁମନ୍ତ୍ର। ମିଶନ-୩୬, ଆଉ ଭିଜନ-୩୬ ପାଇଁ ବାଟ ବତାଇଲେ ମୋଦି। ଝିଅ-ବୋହୂ!-->…
ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
( ପ୍ରଥମଥର ପାଇଁ ୫୦ ମିଟର ଲମ୍ବର ରେଡ ରିବନ ପତାକା ସହର ପ୍ରଦକ୍ଷଣ )ଫୁଲବାଣୀ : ବିଶ୍ୱ ଏଡ୍ସ ଦିବସ ଅବସରରେ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ୍ ଏବଂ ଯୁବ ରେଡ୍ କ୍ରସ ଆନୁକୁଲ୍ୟରେ ଏକ ଏଡ଼ସ /ଏଚଆଇଭି ସଚେତନତା କାର୍ଯ୍ୟକ୍ରମ ସହିତ ଏଡ଼ସ ରାଲି ଆୟୋଜନ!-->…
କନ୍ଧମାଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସୁଧାରିବାକୁ ସିଡିଏମଓଙ୍କୁ ମିଳିତ ନାଗରିକର ଦାବୀପତ୍ର
ଫୁଲବାଣୀ : ଓଡ଼ିଶାର ସମସ୍ତ ଡାକ୍ତରଖାନା ଦୁଇ ବେଳା ଖୋଲୁଥିବା ବେଳେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଦୁଇବେଳା ଖୋଲିବା ପରିବର୍ତ୍ତେ କେବଳ ସକାଳ ୮ଟାରୁ ୧୨ଟା ଖୋଲୁଥିବାରୁ ନୂତନ ସିଡିଏମଙ୍କୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି।ଉପରବେଳା କୌଣସି ଆଉଟଡୋର!-->…
ବିଶ୍ୱ ଏଡସ୍ ଦିବସ ୨୦୨୪ ଅବ୍ୟବ୍ୟହିତ ପୂର୍ବରୁ ସଚେତନତା ସଭା ଓ କ୍ୟାଣ୍ଡେଲ୍ ରାଲି
ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ, ଭୂବନେଶ୍ୱରଙ୍କ ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ-୨୦୨୪ ଅବସରେ ଫୁଲବାଣି ସ୍ଥିତ ଚନ୍ଦନ ନଗର ଠାରେ ଏ ବର୍ଷ ର ବିଷୟ “ଅଧିକାର ର ସଠିକ ମାର୍ଗ ଅନୁସରଣ କରିବା” କୁ!-->…
ସ୍କାଉଟ୍ ଗାଇଡ୍ ପ୍ରଶିକ୍ଷଣ ଶିବିର ଉଦଯାପିତ…
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଗାଇଡ୍ ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ଗଣେଷ ବିଦ୍ୟାପିଠ ପରିସରରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରୀଦିବସୀୟ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପେଟନ ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ!-->…