ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ‘ଫେଙ୍ଗଲ’, ୩ ମୃତ

ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଙ୍ଗଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଲ୍ୟାଣ୍ଡିଂ ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିଥିଲା। ଫଳରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ବ୍ୟାପକ…

ଡାକ୍ତରଖାନାରୁ ଶିଶୁ ପୁତ୍ର ଗାଏବ ଘଟଣା, ମିଛରେ କାନ୍ଦୁଥିଲେ ମହିଳା

ନୟାଗଡ : ଜଣେ ମହିଳାଙ୍କର ପ୍ରସବ ହେବାର କିଛି ସମୟର ଘଟଣା । ମେଡିକାଲରେ ଭୋ ଭୋ ହୋଇ କାନ୍ଦୁଥାଏ ମା’ ଜଣକ । କହୁଥାଆନ୍ତି ମୋ ପୁଅକୁ କିଏ ଚୋରି କରି ନେଇଯାଇଛି । ମୋ ପୁଅକୁ ମୋତେ ଆଣି ଦିଅ । ଆଉ ମୋବାଇଲରେ ଉଠାଇଥିବା ଜନ୍ମକଲା ଶିଶୁପୁତ୍ରର ଫଟୋଟିକୁ ଦେଖାଉଥାଆନ୍ତି। ଏହି ଘଟଣାକୁ…

ଆଦିବାସୀ ମହାବିଦ୍ୟାଳୟରେ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ଼ସ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ରେଡ୍ ରିବନ କ୍ଲବ୍ ଜିଲ୍ଲା ସଂଯୋଜକ ତଥା ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଉପଖଣ୍ଡ…

ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା : କଟକ ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ଟାଙ୍ଗିଆ ବାହାରିଲା

କନ୍ଧମାଳ : କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଅଞ୍ଚଳର ବିବେକ କହଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବା ବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର…

କନ୍ଧମାଳ ଜିଲ୍ଲା ସଦର ମହକୁମାରେ ବିଶ୍ୱ ଏଡ଼ସ ଦିବସ ପାଳିତ

ଫୁଲବାଣୀ : ଡିସେମ୍ବର ଏକ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଫୁଲବାଣୀ ଠାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ, ପତାକା ଦେଖାଇ ସତେତନତା ଶୋଭାଯାତ୍ରା ତଥା…

ସରକାରୀ ବାସଭବନରେ କୃଷି ଡେମୋନଷ୍ଟ୍ରେଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଡେମୋଷ୍ଟେସନ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ବିଜୟ କୁମାର ନାୟକ ସନ୍ଧ୍ୟାରେ ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ଆତ୍ମହତ୍ୟା କଲେ କାରଣ…

ମିଡିଆକିଆରେ ବିଶ୍ୱ ଏଡ଼ସ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ର ନୂଆସାହି ପ୍ରାଥମିକ ବିଦ୍ୟାଳୟ ତରଫରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ଛାତ୍ର ଛାତ୍ରୀ ମାନେ…

ସୀମା ସୁରକ୍ଷା ବାହିନୀର ୬୦ତମ ବୃଦ୍ଧି ଦିବସ ପାଳନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି l ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନର କମାଣ୍ଡାଣ୍ଟ ମାନସ ରଞ୍ଜନ…

ସୀମାନ୍ତ ତେଲେଙ୍ଗାନା ଅଞ୍ଚଳରେ ବଡ ଧରଣର ମାଓ ବିରୋଧୀ ଅଭିଯାନରେ ୭ମାଓବାଦୀ ନିହତ

ମାଲକାନଗିରି : ସୀମାନ୍ତ ତେଲେଙ୍ଗାନା ଅଞ୍ଚଳରେ ଆଜି ସକାଳ ତେଲେଙ୍ଗାନା ରାଜ୍ୟ ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ମୁକାବିଲା ହୋଇଥିଲା। ଗ୍ରେହାଉଣ୍ଡ ଫୋର୍ସ ଜବାନ ମାନେ ମାଓ ବିରୋଧୀ ଅପରେସନ କରିଥିଲେ । ଏହି ଏନକାଉଣ୍ଟରରେ ୭ଜଣ ନକ୍ସଲ ନିହତ ହୋଇଥିବା ବେଳେ…

ପରମ୍ପରା ନାମରେ ନୃଶଂସତା, ଯାତ୍ରା ମଞ୍ଚରେ ଅଭିନୟ କରି ଜିଅନ୍ତା ଘୁଷୁରୀ ଖାଇ ରାକ୍ଷସ ପାଲଟିଲେ !

ହିଞ୍ଜିଳିକାଟୁ ୧/୧୨ : କଳାକାର ନିଜର ପ୍ରତିଭାର ପ୍ରଦର୍ଶନ କରି ନିରିହ ପ୍ରାଣର ବଳିପକାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର କାଞ୍ଜିଅଅଁଳା ଯାତ୍ରାରେ ତଳ ସାହିରେ ଲାଗିଥିବା ଚିକିଲି ରାମାୟଣ ନାଟକରେ ସର୍ବ ସମ୍ମୁଖରେ…