ଇଭିଏମ୍ ହ୍ୟାକ୍ ନେଇ ଭିଡିଓ ଭାଇରାଲ, ସାଇବର ଥାନାରେ ନିର୍ବାଚନ ଆୟୋଗଙ୍କ ଅଭିଯୋଗ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ପୁଣିଥରେ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ନିର୍ବାଚନ ଆୟୋଗ ବାରମ୍ବାର ଏଭଳି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ଏହାରି ଭିତରେ ଇଭିଏମ୍ ହ୍ୟାକ୍ କରିବା ପାଇଁ କିଛି ଲୋକ…

ଦାରିଙ୍ଗବାଡି ଇକୋରିଟ୍ରିଟ୍‌ର ଶୁଭ ଉଦଘାଟନ, ଛୁଟିଲା ପର୍ଯ୍ୟଟକଙ୍କ ସୁଅ, ପ୍ରଥମ ଦିନରୁ ହିଁ ଫୁଲ ବୁକିଂ

ଦାରିଙ୍ଗବାଡି : ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହା ଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆଜି ଚତୁର୍ଥ ଥର ପାଇଁ ଇକୋରିଟ୍ରିଟର ସୁଭାରମ୍ଭ ହୋଇଛି। ଇକୋରିଟ୍ରିଟର ଅଧ୍ୟକ୍ଷ ତଥା ବିଡିଓ ପ୍ରିତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଏହାକୁ ମାନ୍ୟବର ଘୁ. ଉଦୟଗିରି ବିଧାୟକ ପ୍ରଫୁଲ…

ଧୀମା ଅର୍ଥନୀତିକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହା ସହ ଦେଶର ଅର୍ଥନୀତି କିପରି ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଏଥିପାଇଁ ସରକାରଙ୍କୁ କ'ଣ କରିବାକୁ ପଡ଼ିବ ତାହା ମଧ୍ୟ ସେ କହିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା…

ୟୁପିରୁ ଆସୁଛି ୩୦୦ ଟ୍ରକ୍ ଆଳୁ

ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ। ଆସନ୍ତାକାଲି ସୁଦ୍ଧା ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଓଡ଼ିଶାରେ ପହଞ୍ଚିବ। ଫଳରେ ରାଜ୍ୟରେ ଆଉ ଆଳୁ ସଙ୍କଟ ରହିବନି। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହା ସହିତ ସେ ଅସାଧୁ…

ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ସଫଳତା: ଏନକାଉଣ୍ଟରରେ ଟଳିପଡିଲେ ୭ ମାଓବାଦୀ

ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଳୁଗୁ ଜିଲ୍ଲାର ଇତାରୁ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ୭ ହାର୍ଡକୋର ମାଓବାଦୀ ନିହତ । ଗ୍ରେହାଉଣ୍ଡ ଜବାନଙ୍କ ସର୍ଚ୍ଚ ଅପରେସନ…

ଦିଲ୍ଲୀରେ ମେଣ୍ଟ ହେବନି, ଏକା ଲଢିବ ଆପ୍ 

ଦିଲ୍ଲୀରେ କୌଣସି ପ୍ରକାର ମେଣ୍ଟ କରିବନି ଆମ୍ ଆଦମୀ ପାର୍ଟି (AAP)। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢିବ ବୋଲି ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଏନେଇ ଆଜି ଏକ ଘୋଷଣା କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାସନଭା ନିର୍ବାଚନରେ ଆପ୍ କୌଣସି ମିଳିତ ମଞ୍ଚ ଗଠନ…

ଆଳୁ ସଙ୍କଟ; ‘ସରକାର କରୁଛି କ’ଣ?’ : ଜୟଦେବ ଜେନା

ଭୁବନେଶ୍ବର: ପୁଣି ରାଜ୍ୟରେ ମୁଣ୍ଡ ଟେକିଛି ଆଳୁ ସଙ୍କଟ । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ଚିନ୍ତା ବଢିଛି । ପଶ୍ଚିମବଙ୍ଗ ଆଳୁ ନଦେବାରୁ ରାଜ୍ୟରେ ଆଳୁ ନିଅଁଣ୍ଟିଆ ସ୍ଥିତି ଉପୁଜିଛି । ଏହାର ଫାଇଦା ଉଠାଇ ମନ ଇଚ୍ଛା ଚଢା…

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

ରେଢ଼ାଖୋଲ: ବୟସ ଖୁବ୍ କମ୍ । ଭଲ ପାଠ ପଢୁଥିଲେ । ଏଇ ତ ଅଳ୍ପ କେଇଟା ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା । ତାପରେ କଲେଜ ଥାଇଥାନ୍ତେ । ପାଠ ପଢି ଚାକିରିଟିଏ କରି ଭବିଷ୍ୟତରେ ନିଜ ପାଦରେ ନିଜେ ଠିଆ ହୋଇଥାନ୍ତେ । ହେଲେ ମାଟ୍ରିକ୍‌ ପରୀକ୍ଷା ଦେବା ପୂର୍ବରୁ ଏଇ କଅଁଳ ବୟସରେ…

ଭାରତୀୟ ଏଜେଣ୍ଟ ଅଭିଯୋଗ, ବାଂଲାଦେଶରେ ସାମ୍ବାଦିକ ହଟହଟା

ବାଂଲାଦେଶର ଜଣେ ବିଶିଷ୍ଟ ମହିଳା ସାମ୍ବାଦିକଙ୍କୁ କିଛି ସ୍ଥାନୀୟ ଲୋକ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି। ଭାରତୀୟ ଏଜେଣ୍ଟ ଅଭିଯୋଗରେ ତାଙ୍କୁ ରାଜଧାନୀ ଢାକାରେ କିଛି ଲୋକ ଅଟକ ରଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି। ଗତକାଲି ମୁନ୍ନି ଶାହା…

ଏଡସ୍ ରୋଗୀଙ୍କୁ ନେଇ ବଢୁଛି ଚିନ୍ତା, ରାଜ୍ୟରେ ୫୦ ହଜାର ଲୋକ ଆକ୍ରାନ୍ତ

ଭୁବନେଶ୍ଵର: ଆଜି ବିଶ୍ଵ ଏଡସ୍ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’। ତେବେ ରାଜ୍ୟରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଡସକୁ ନେଇ ସାମାନ୍ୟ ଆଶ୍ଵସ୍ତ ହୋଇଥିଲେ ମଧ୍ୟ ଏଯାବତ୍ ରାଜ୍ୟରେ ୫୦ ହଜାର ଲୋକ ଏଡସ୍ ରୋଗରେ ଆକ୍ରାନ୍ତ । ଯାହାକୁ ନେଇ ଏବେ ଚିନ୍ତା ବଢିଛି ।…