Sign in
Sign in
Recover your password.
A password will be e-mailed to you.
ଫୁଟବଲ ମ୍ୟାଚକୁ ନେଇ ସଂଘର୍ଷ, ୫୬ ମୃତ
ନୂଆଦିଲ୍ଲୀ: ଫୁଟବଲ୍ ପଡ଼ିଆରୁ ଏକ ଭୟଙ୍କର ଖବର ଆସୁଛି। ଆଫ୍ରିକାର ଦେଶ ଗିନିରେ ଏକ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ସଂଘର୍ଷ ଓ ଦଳାଚକଟା ରେ ୫୬ ଜଣ ଲୋକ ପ୍ରାଣ ହରାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଗିନିର ଦ୍ୱିତୀୟ ବୃହତ୍ତମ ସହର ନଜେରାକୋରେରେ ଖେଳାଯାଉଥିବା ଫୁଟବଲ!-->!-->!-->…
୨୦୨୫ ମାର୍ଚ୍ଚ ସୁଦ୍ଧା ଅପହଞ୍ଚ ଗାଁକୁ ଇଣ୍ଟରନେଟ୍ ସେବା
ଭୁବନେଶ୍ବର: ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାକୁ ନେଇ ଉତ୍ତର ରଖି ଏହା କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ବର୍ତ୍ତମାନ ରାଜ୍ୟରେ!-->!-->!-->…
ପୁଅ ହଣ୍ଟରକୁ ଦୋଷମୁକ୍ତ କଲେ ବାଇଡେନ୍
ୟୁ-ଟର୍ଣ୍ଣ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକା ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳ ଶେଷ ହେବାର ଠିକ୍ ପୂର୍ବରୁ ସେ ନେଇଛନ୍ତି ବଡ଼ ନିଷ୍ପତ୍ତି। ନିଜ ପୁଅ ହଣ୍ଟରକୁ କରିଛନ୍ତି ଦୋଷମୁକ୍ତ। ବିନା ସର୍ତ୍ତରେ ପୁଅର ସବୁ ଅପରାଧକୁ ସେ କ୍ଷମା କରିଦେଇଛନ୍ତି। ଏନେଇ!-->…
ଚଢ଼ାଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ, ଟ୍ୱିନ୍ ସିଟିରେ ଯୋଗାଣ ବିଭାଗର ଚଢ଼ାଉ
ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଚଢ଼ାଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।
କଟକ ଛତ୍ରବଜାରର ବିଭିନ୍ନ ଦୋକାନ ଓ ଗୋଦାମରେ ଚଢ଼ଉ!-->!-->!-->…
ଗୃହରେ ଆଳୁ ଝଡ, ଘେରିଲା ବିଜେଡି
ଭୁବନେଶ୍ବର: ରାଜ୍ୟରେ ଏବେ ପୁଣି ଆଳୁ ଚିନ୍ତା ବଢାଇଥିବା ବେଳେ ଆଜି ସକାଳୁ ସକାଳୁ ଉତ୍ତରପ୍ରଦେଶ ୩୦୦ ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି । ଏହା ପରେ ଆଳୁ ଦରରେ ଟିକିଏ ଆଶ୍ବସ୍ତି ମିଳିବା ନେଇ ଆଶା କରାଯାଇଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ବିଧାନସଭା ଗୃହ । ବିଧାନସଭା ପ୍ରଶ୍ନ କାଳରେ!-->…
ନିର୍ମଳା ସୀତାରମଣ, ବିଜୟ ରୂପାନୀ ମହାରାଷ୍ଟ୍ର ପାଇଁ ବିଜେପିର ପର୍ଯ୍ୟବେକ୍ଷକ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ମହାରାଷ୍ଟ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ରରେ ଦଳର ବିଧାୟକ ଦଳ ନେତା ଚୟନ ପାଇଁ ଏହି ଦୁଇ ନେତାଙ୍କୁ ନିଯୁକ୍ତ କରାଯାଇଛି। ଡିସେମ୍ବର ୪ତାରିଖରେ!-->…
ବାପାର ଅମାନୁଷିକ କାଣ୍ଡ ପରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ, ଏପଟେ ସରିଲା ବୋହୂର ସତ୍କାର
ବାଙ୍କୀ/କଟକ: ଘରଦ୍ୱାର ସବୁ ଜଳି ପୋଡି ଛାରଖାର୍ । କେଉଁଠି ଦରପୋଡା ପୋଷାକ ପଡିଛି ତ କେଉଁଠି ଆସବାବ ପତ୍ର ଜଳି ଯାଇଛି । କେଉଁଠି ତାଟିଆରେ ଛିଡା ରୁଟିକୁ କ୍ଷୀର ଥୁଆ ହୋଇଛି କେଉଁଠି ପାଣି ବୋତଲ ତରଳି ଯାଇଛି । ଯେମିତି ସର୍ବଗିଳା ନିଆଁ ଆଁରେ ସବୁ କିଛି ଅଙ୍ଗାର ହୋଇଯାଇଛି । ଏପଟେ!-->…
ଝିଟିପିଟି ପଡ଼ିଥିବା ବିଷାକ୍ତ ପାଣି ପିଇ : ୪ଜଣ ବିଦ୍ୟାର୍ଥୀ ଅସୁସ୍ଥ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ କରଡେଗା ପଞ୍ଚାୟତ ଅନ୍ତର୍ଗତ ମୋହନ ମୁରଲୀ ହାଇସ ସ୍କୁଲ୍ ର ଚାରି ଜଣ ବିଦ୍ୟାର୍ଥୀ ପାଣି ପିଇ ଅସୁସ୍ଥ ହୋଇଥିଲେ ! ଦୂର ଦୁରନ୍ତରୁ ପାଠ ପଢିବା ପାଇଁ ସାଇକେଲ ମାଧ୍ୟମରେ ସ୍କୁଲକୁ ଆସୁଥିବା ପିଲାଙ୍କୁ ଶୋଷ ହେଇଥିବାରୁ ସ୍କୁଲରେ!-->!-->!-->…
ଅମ୍ବଲିକଲ ହାରନିଆ ଅସ୍ତ୍ରପ୍ରଚାର ପାଇଁ ଵ୍ରହ୍ମପୁର ଏମ.କେ.ସି.ଜି ଡାକ୍ତର ଖାନାରେ ଭର୍ତ୍ତି ହୋଇ ହଟହଟା….!
ଡାକ୍ତର ନଆସିବାରୁ ଅସ୍ତ୍ରପ୍ରଚାର କକ୍ଷରେ ଦେଢ଼ ଘଣ୍ଟା ଅପେକ୍ଷା କରି ଫେରିଲେ ରୋଗୀ…..
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ମୁଖ୍ୟ ଚିକିତ୍ସାଳୟ ହେଉଛି, ଵ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକଲ କଲେଜ।ସବୁ ବର୍ଗର ଲୋକେ ଏହି ଡାକ୍ତର ଖାନା ଉପରେ ନିର୍ଭର କରନ୍ତି। ଏଠାରେ ସବୁ ସୁବିଧା!-->!-->!-->!-->!-->…
ଉଦଘାଟିତ ହେଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ
କୋଣାର୍କ: ଉଦଘାଟିତ ହୋଇଛି ୩୫ ତମ କୋଣାର୍କ ଉତ୍ସବ । ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଆଉ ଉଦଘାଟନ ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଗୀତର ଆସର । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ!-->…