ନାଟମଞ୍ଚରେ ଜୀଅନ୍ତା ଘୁଷୁରି ଝୁଣି ଖାଇବା ପଡିଲା ମହଙ୍ଗା

ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବିମ୍ବାଧରଙ୍କୁ ଗିରଫ କଲା ପୁଲିସ ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ଚାଲିଥିବା ରାମାୟଣ ନାଟକରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ନାଟ ମଞ୍ଚରେ ଏକ ଜୀଅନ୍ତା ଘୁଷୁରିକୁ ଝୁଣି ଖାଇବା…

ଫୁଲବାଣୀକୁ ରେଳପଥ ସଂଯୋଗ ଦାବିରେ ଦାବୀପତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲାକୁ ଦେଶ ସ୍ୱାଧିନର ୭୭ବର୍ଷ ପରେ ରେଳପଥ ସଂଯୋଗ ହୋଇନଥିବାରୁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୀବସୀୟ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଗମନାଗମନର ସୁବିଧା ଓ ମାଲ ପରିବହନ ପାଇଁ ରେଳପଥ ଏକ ସୁଲଭ…

ଆଳୁ ଦର ଶୁଣି ଗ୍ରାହକ ଛାନିଆ : ମନ୍ତ୍ରୀଙ୍କୁ ବାଧୁନି ଆଳୁଦର ବୃଦ୍ଧି

ବ୍ରହ୍ମପୁର: ଗତ ଛମାସ ହେଲା ଯୋଗାଣ ମନ୍ତ୍ରୀ ଆଳୁ ଦରକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ରୁ ଆଳୁ ଆସିବା ବନ୍ଦ ନେଇ ଖବର ପ୍ରଚାର ହେବା ପରେ ଆଳୁ ଦର ଏବେ ୪୦ ଟଙ୍କାରୁ ଉର୍ଦ୍ଧ ରେ ବିକ୍ରି ହେଲାଣି ବଜାର ରେ। ନୂତନ ସରକାର ଆସିବା ପର ଠାରୁ ଆଳୁ ଦର ଶୁଣି…

ନାମ ପରିବର୍ତ୍ତନ ଓ ରଙ୍ଗ ବଦଳେଇବା ରେ ସୀମିତ ଡ଼ବଲ ଇଞ୍ଜିନ ସରକାର : ଓଡ଼ିଆ ଅସ୍ମିତା ନାଁଅରେ ଆଦାନୀ କୁ ହମ ଦର୍ଦ୍ !

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଆସିବାର ଛମାସ ବିତିଲାଣି । ରାଜ୍ୟ ବଜେଟ ଓ ଶୀତକାଳୀନ ଅଧିବେଶନ ବସି ଅତିରିକ୍ତ ବଜେଟଆସିଲାଣି। ଦୁଃଖ ଓ ପରିତାପର ବିଷୟ ରାଜ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ଏକ ଟଙ୍କାର ହୋଇନ ଥିବା କଥା ବିରୋଧି କହୁଛନ୍ତି।ନୂତନ ସରକାର ଆସିବା ପରେ କିଛି ମହିଳା…

ବିଦ୍ୟୁତ୍ ସଂସ୍ପର୍ଶରେ ଯୁବକ ଆହତ, ଟାୟାର ଜାଳି ରାସ୍ତା ରୋକ

ପାତ୍ରପୁର : ପାତ୍ରପୁର ବ୍ଲକର ପଦାଦିଗି ପଂଚାୟତ କେଲୁଆ ନାରାୟଣପୁର ଛକ ଠାରେ ବିଦ୍ୟୁତ୍ ତାର ସଂ୍ପର୍ଶରେ ଆସି ଜଣେ ଯୁବକ ଆହତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି l ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି l ଆହତ ଯୁବକ ଜଣକ ହେଉଛନ୍ତି ପ୍ରିତମ୍ ଚକ୍ରବର୍ତ୍ତୀ (୨୨) l ସେ…

ନୌସେନା ଦିବସ ଦେଖିବାକୁ ବସରେ ପୁରୀ ଯିବେ ବିଧାୟକ, ଗୃହରେ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର :  ବସରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବେ ବିଧାୟକ  | ସମସ୍ତ ବିଧାୟକ ଆସନ୍ତା ବୁଧବାର ଡ଼ିସେମ୍ବର 4 ତାରିଖରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବା ପାଇଁ ଗୃହରେ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ |  ମଧ୍ୟାହ୍ନ 12:30 ରେ ବିଧାନସଭା ପରିସରରେ ଲଞ୍ଚ କରି ବସରେ ଯିବେ…

ବାତ୍ୟା ପରେ ବନ୍ୟା ସ୍ଥିତି, ରାସ୍ତାରେ ଭାସୁଛି ବସ୍

ବାତ୍ୟା 'ଫେଙ୍ଗଲ୍' ଶନିବାର ରାତିରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିସାରିଛି। ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଯାହା ଭୟଙ୍କର ବନ୍ୟାର ରୂପ ନେଲାଣି। ତେବେ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲା ଗତ ଦୁଇଦିନରେ ସବୁଠାରୁ ବେଶୀ…

ଖୋଲିଲା ପୁଟସିଲ ଇକୋ ରିଟ୍ରଟ୍

ଜୟପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳୀ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ୟଟନସ୍ଥଳୀର…

ଦେହ ଅସୁସ୍ଥ ଥିବା ଦର୍ଶାଇ ମହାୟୁତି ବୈଠକକୁ ଆସିଲେନି ସିନ୍ଦେ

ମହାରାଷ୍ଟ୍ରରେ ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟରେ ସରକାର ଗଠନ ପାଇଁ ଏପର୍ଯ୍ୟନ୍ତ ଅଙ୍କ ଛିଡ଼ୁନି। ଯଦିଓ ବିଜେପି ମେଣ୍ଟରେ ଥିବା ଏନସିପି ମୁଖିଆ ଅଜିତ ପାୱାର ବିଜେପିକୁ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରିଛନ୍ତି, ହେଲେ ବିଜେପିର ମୁଣ୍ଡ ବିନ୍ଧାର କାରଣ…

ଘୁଷୁରିକୁ ଜିଅନ୍ତା ଖାଇବା ଘଟଣା: ଜଣେ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ର ରାଳବ ଗାଁରେ ନାଟକ ମଞ୍ଚ ଉପରେ ଘୁଷୁରିକୁ ଜିଅନ୍ତା ଖାଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଖଲ୍ଲିକୋଟ ଅଞ୍ଚଳ ବିମ୍ବାଧର ଗୌଡ଼କୁ ଗିରଫ କରାଯାଇଛି। ନାଟକ ପାଇଁ ବିମ୍ବାଧର ଘୁଷୁରି ଯୋଗାଇଥିବା ଅଭିଯୋଗ ହୋଇଥିଲା। ବନବିଭାଗ…