Sign in
Sign in
Recover your password.
A password will be e-mailed to you.
ହସ୍ପିଟାଲ ପରେ ଏବେ ହୋଟେଲ୍, ବାଂଲାଦେଶୀଙ୍କ ଏଣ୍ଟ୍ରି ଉପରେ ଲାଗିଲା ବ୍ୟାନ୍
ପ୍ରଥମେ ହସ୍ପିଟାଲ ଆଉ ଏବେ ହୋଟେଲ। ବାଂଲାଦେଶୀଙ୍କୁ ପାଇଁ ଲାଗିଲା ନୋ-ଏଣ୍ଟ୍ରି ବୋର୍ଡ। ବାଂଲାଦେଶ ନାଗରିକଙ୍କ ଉପରେ ବ୍ୟାନ୍ ଲଗାଇଲେ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ। ଏଣିକି ଆଉ ବାଂଲାଦେଶୀଙ୍କୁ ହୋଟେଲ୍ରେ ମିଳିବନି ରୁମ୍। ରେଷ୍ଟୁରାଣ୍ଟରେ ସେମାନଙ୍କୁ ଆଉ ପରସା!-->…
ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ରଥଯାତ୍ରା କରିବ ଇସ୍କନ
ପୁରୀ: ଅଦିନିଆ ନୁହେଁ ଗୋଟିଏ ତିଥିରେ ରଥଯାତ୍ରା ପାଇଁ ଉଦ୍ୟମ ଜାରି ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀନଅରରେ ବସିଥିଲା ବୈଠକ । ବୈଠକରେ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ଓ ଇସ୍କନ କର୍ତ୍ତୃପକ୍ଷ ।
ତେବେ!-->!-->!-->…
ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର
ଟାଙ୍ଗୀ: ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର କର୍ମଚାରୀ ହେଲେ ମନୋଜ ହରିଚନ୍ଦନ । ଚିଲିକା ତହସିଲ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ!-->…
କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ସପ୍ତମ ଅଭିଯୁକ୍ତ ଗିରଫ
କଟକ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା । ବିଶାଖାପାଟଣାର ଏକ ଚା ଦୋକାନରୁ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ନୟାଗଡ଼ର ହୋଇଥିବା ବେଳେ ଘଟଣା ପରେ ଫେରାର ଥିଲେ । ଶେଷରେ ଯୁବକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ ।
ସୂଚନାଯୋଗ୍ୟ, ଗତ!-->!-->!-->…
ମହଙ୍ଗା ହେବ କୋଲ୍ଡ ଡ୍ରିଂକ୍ସ, ସିଗାରେଟ ଓ ତମାଖୁ; ୩୫% ଲାଗିବ GST
କେଲ୍ଡ ଡ୍ରିଂକ୍ସ ବା ମୃଦୁ ପାନୀୟ, ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ଉପରେ ବୃଦ୍ଧି ପାଇବ GST। ଏସବୁ ସାମଗ୍ରୀ ଉପରେ GST ୩୫%କୁ ବୃଦ୍ଧି କରିବାକୁ GST ହାର ନିର୍ଦ୍ଧାରଣ କମିଟି ଆଲୋଚନା କରିଛି। ବର୍ତ୍ତମାନ ୨୮% GST ଆଦାୟ କରାଯାଉ ଥିବାବେଳେ ରାଜସ୍ୱ ଆଦାୟ ବଢାଇବା ପାଇଁ!-->…
ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି । ଏଏସଆଇକୁ ଚିଠି ଲେଖି ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ । ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ମିଳିବା ପରେ ଚିଠି ଲେଖିଲା ପ୍ରଶାସନ । ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ସହ ମରାମତି ବେଳେ!-->…
ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ…
ବାଲିଗୁଡା,: ମଙ୍ଗଳବାର ମଧ୍ୟାହ୍ନ ରେ ଦ୍ରୁତ ଗତିରେ ଆସି ଦୁଇ ଜଣଙ୍କୁ ଧକ୍କା ଦେବାପରେ ରାସ୍ତା କଡ଼ରେ ଥିବା ପରିବା ଦୋଦାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର୍ ନଂ.ଓଡି-୧୨-ଇ-୫୬୦୪ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ୫୯ ନଂ ଜାତୀୟ!-->!-->!-->…
ଉପ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କ ସହିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆଲୋଚନା : ଖୁବ ଶୀଘ୍ର ବିଭିନ୍ନ…
ଭୁବନେଶ୍ୱର ୩/୧୨:ଗତକାଲି ଓ ଆଜି ଦୁଇଟି ପର୍ଯ୍ୟାୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ସଚିବାଳୟ ପ୍ରକୋଷ୍ଠ ରେ ଓ ଆଜି ବିଧାନସଭା ଅଫିସ ପ୍ରକୋଷ୍ଠ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାକ୍ଷାତ ଆଲୋଚନା ହୋଇଥିଲା । ଏହି ପରିପେକ୍ଷିରେ ଉପ ମୁଖ୍ୟମନ୍ତ୍ରୀ!-->!-->!-->…
ବ୍ରହ୍ମପୁର ଏମ୍କେସିଜିରେ ପୁଣି ରାଗିଂ ଅଭିଯୋଗ, ଆଣ୍ଟି ରାଗିଂ କମିଟିର ବୈଠକରେ ରାଗିଙ୍ଗ ଘଟଣା କରାଗଲା ସମୀକ୍ଷା
ବ୍ରହ୍ମପୁର : ଏମ୍କେସିଜି ମେଡିକାଲରେ ପୁଣି ରାଗିଂ ଅଭିଯୋଗ । ଛାତ୍ରୀମାନେ ରାଗିଂର ଶିକାର ହେଉଥିବାର ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ସିନିୟର ଛାତ୍ରଛାତ୍ରୀମାନେ ସେମାନଙ୍କ ହୋମ୍ଓ୍ୱାର୍କ ଜୁନିୟରଙ୍କ ଦ୍ୱାରା କରୁଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ କଲେଜ ଓ ହସ୍ପିଟାଲ!-->…
ଅଧିବକ୍ତା ପରିଷଦ ପକ୍ଷରୁ ୭୫ ତମ ସାମ୍ବିଧାନିକ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିବକ୍ତା ପରିଷଦ କନ୍ଧମାଳ ପକ୍ଷରୁ ସ୍ଥାନୀୟ ଦେବ କଲ୍ୟାଣ ମଣ୍ଡପ ଠାରେ ୭୫ ତମ ସାମ୍ବିଧାନିକ ଦିବସ ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର!-->…