Sign in
Sign in
Recover your password.
A password will be e-mailed to you.
୭ ଶିକ୍ଷକଙ୍କୁ “ରାଷ୍ଟ୍ର ନିର୍ମାତା” ସମ୍ମାନ ପ୍ରଦାନ
ଛତ୍ରପୁର : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସବଳ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୭ ଜଣ ଶିକ୍ଷକଙ୍କୁ ସମ୍ମାନଜନକ "ରୋଟାରୀ ରାଷ୍ଟ୍ର ନିର୍ମାତା" ସମ୍ମାନ ପ୍ରଦାନ କରାଯାଇଛି। ଛତ୍ରପୁର ପିଲିବନ୍ଧ ରୋଡ ସ୍ଥିତ କ୍ଲବର ନିଜସ୍ବ ପରିସରରେ ସଭାପତି ଡକ୍ଟର ବିମଳ ପ୍ରସାଦ ସାହୁଙ୍କ!-->…
ଚଳିତ ବର୍ଷ ଧୁମଧାମରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା
ଏଥି ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ, ଉପସ୍ଥିତ ରହିଲେ ଛତ୍ରପୁର ବିଧାୟକ
ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ମା!-->!-->!-->…
ବଟେଶ୍ୱର ସମୁଦ୍ରରେ ବୁଡ଼ି ଜଣେ କଲେଜ ଛାତ୍ରର ମୃତ୍ୟୁ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ହୁମ୍ମା ବଟେଶ୍ୱର ସମୁଦ୍ର ବେଳାଭୂମି କୁ ବୁଲିବାକୁ ଯାଇ ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଉଛି । ମୃତକ ଜଣକ ହେଲେ ଛତ୍ରପୁର ସହରାଞ୍ଚଳ!-->…
କୃଷି ବିଭାଗରେ ଖାଲି ଥିବା ପଦବୀ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମାଲକାନଗିରି ବିଧାୟକ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କୃଷି ବିଭାଗରେ ୭ଟି ବ୍ଲକରେ ଖାଲିଥିବା ୭ଟି ମଞ୍ଜୁରି ପ୍ରାପ୍ତ (AHO ) ସହକାରୀ ଉଦ୍ୟାନ କୃଷକ ଅଧିକାରୀ ପଦବୀ ରହିଥିବା ବେଳେ କାଲିମେଳା ଓ ପଡ଼ିଆ ବ୍ଲକରେ ଏହି ପଦବୀ ଖାଲି ପଡ଼ିଛି, ସେହିପରି ୭ଟି ବ୍ଲକରେ ୧୪ଟି (HEW ) ଉଦ୍ୟାନ କୃଷି ସମ୍ପ୍ରସାରଣ!-->…
ବ୍ଲକ୍ ଠାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ଚଳାଚଳ ନିଷ୍ପତ୍ତି ବିରୋଧରେ ୨୪ ଘଣ୍ଟିଆ ଚକଅଖ ବନ୍ଦ ଡାକରା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ କରାଯାଉଥିବା ପଦକ୍ଷେପ କୁ ବିରୋଧ କରି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି କନ୍ଧମାଳ ଜିଲ୍ଲା ଘରୋଇ ବସ ମାଲିକ ସଂଘ। ଆଜି ଫୁଲବାଣୀ ବସଷ୍ଟାଣ୍ଡ ରେ!-->…
କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ଦାବୀରେ ପ୍ରତିବାଦ ସଭା
ଫୁଲବାଣୀ : ଦେଶ ସ୍ୱାଧିନ ହେବାର ୭୭ ବର୍ଷ ପରେ କନ୍ଧମାଳ ବାସୀ ରେଳ ସଂଯୋଗରୁ ବଞ୍ଚିତ ହେବା ଦୁର୍ଭାଗ୍ୟର ବିଷୟ।କନ୍ଧମାଳ ଜିଲ୍ଲା ସଦର ମହକୁମାକୁ ରେଳ ସଂଯୋଗ ପାଇଁ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେବ ମଣ୍ଡପ ଏଫସିଆଇ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ୧୯୭୮ମସିହାରୁ!-->…
କଳାକାରଙ୍କ ଅସ୍ମିତା ସଚେତନ କାର୍ଯ୍ୟକ୍ରମ
ବ୍ରହ୍ମପୁର : ସ୍ଥାନୀୟ ରାଜ୍ୟସ୍ତରୀୟ କଳାକା ର ସଂଗଠନ କଳା ଓ କଳାକାର ହିତ୍ଐଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ କଳାକାରଙ୍କ ଅସ୍ମିତା ସଚେତନ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ 'ମହାର୍ହ ଆମ ଅସ୍ମିତା' କାର୍ଯ୍ୟକ୍ରମ ଭଞ୍ଜନଗର ଉପକଣ୍ଠ ସ୍ଥିତ ଜିଲୁଣ୍ଡି ଗ୍ରାମ!-->…
ମା’ ରାମଚଣ୍ଡୀ ପୀଠରେ ଖୋଲିବ ବେଦ ବିଦ୍ୟାଳୟ
ଛତ୍ରପୁର : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ପର୍ବତରେ ଅବସ୍ଥିତ ମା' ରାମଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା। ଏହି ଅବସରରେ ପ୍ରତିଦିନ ଭକ୍ତଙ୍କର ସୁଅ ଛୁଟୁଛି। ସେହିଭଳି ଭାବେ ଡ଼ି. ଆଇ.ଇ.ଟି, ଖଲିକୋଟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା ମାଁ ରାମଚଣ୍ଡୀଙ୍କ ମନ୍ଦିର କୁ!-->…
କାହା ସ୍ୱାର୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଭୂମିହୀନ ବିଧବାଙ୍କୁ ମିଳୁନି ଘର, କଷ୍ଟରେ କଟୁଛି ଜୀବନ
କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ ଗୌଡ଼ସାହିର ବିଧବା ମହିଳା ରଞ୍ଜିତା ବେହେରା ଝାଟିମାଟି ଘରେ ରହୁଥିଲେ। ବିଗତ ଦିନରେ ଲଗାଣ ବର୍ଷାରେ ଏହି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଓଡ଼ିଶାକୁ!-->…
କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ
■ଜୈବିକ ପଦ୍ଧତିରେ ହଳଦୀ ଚାଷ କରି ଲାଭବାନ୍ ହେଲେ ମହିଳା ■ କମ୍ପାନୀ ଦ୍ବାରା ଦେଶ ବିଦେଶରେ ପହଞ୍ଚିବ ହଳଦୀକନ୍ଧମାଳ : କନ୍ଧମାଳ ଜିଲାରୁ ପ୍ରଥମ ଥର ପାଇଁ ଦେଶର ଏକ ବଡ଼ ବ୍ୟବସାୟିକ ଅନୁଷ୍ଠାନ କନ୍ଧମାଳ ହଳଦୀ କୁ ଉଚ୍ଚ ଦରରେ କ୍ରୟ କରି ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି। ହଳଦୀ ଚାଷୀମାନେ!-->…