ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଦ୍ବିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ…

ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲା ଭେଜି ଗ୍ରାମ ନିକଟରେ ହୋଇଥିବା ଏନକାଉଣ୍ଟର ବିରୋଧ କରି ମାଓବାଦୀଙ୍କ ବନ୍ଦ…

ମାଲକାନଗିରି : ମାଲକାନଗିରି ସୀମାନ୍ତ କୋଣ୍ଟା ଠାରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ କୁ ନେଇ ମାଓବାଦୀ ସଂଗଠନ ତରଫରୁ ବନ୍ଦ ଡାକରା ଦିଆଯାଇଛି l ଆସନ୍ତା ୨୯ ତାରିଖରେ ବନ୍ଦ ପାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି l ଗତ ୨୨ନଭେମ୍ବରରେ ଛତିଶଗଡର ସୁକମା…

ଚିତ୍ରକୋଣ୍ଡା : ଶ୍ରୀ ଆୟପ୍ପା ସ୍ୱାମୀ ଙ୍କ ପଡ଼ି ପୂଜା ମହୋତ୍ସବ…

ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ପାଳିତ ହୋଇ ଯାଇଛି ଶ୍ରୀ ଆୟପ୍ପା ସ୍ୱାମୀ ଙ୍କ ପଡ଼ି ପୂଜା ମହୋତ୍ସବ । ଆୟପ୍ପା ସ୍ୱାମୀଙ୍କ ମାଳା ଧାରୀ ଶ୍ରଦ୍ଧାଳୁ ଙ୍କ ସମେତ ଚିତ୍ରକୋଣ୍ଡା ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏହି ପୂଜାର ଆନନ୍ଦ ନେଇଥିଲେ । ପଡ଼ୋଶୀ…

ନାବାଳିକାଙ୍କୁ ଅପହରଣ ଓ ଦୁର୍ଷ୍କମ ଘଟଣା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜୈବିକା ନାବାଳିକାଙ୍କୁ ଅପହରଣ କରି ନେବା ଓ ବିବାହର ପ୍ରଲୋଭନ ଦେଖାଇ ବଳପୂର୍ବକ ଦୁର୍ଷ୍କମ କରିବା ଅଭି ଯୋଗରେ ହିଞ୍ଜିଳି ପୁଲିସ ଅପହରଣକାରୀଙ୍କୁ ସାଢେ ୪ ମାସ ପରେ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମର…

ଆମର ବରିଷ୍ଠ ଆମ ସ୍ବାଭିମାନ କାର୍ଯ୍ୟକ୍ରମ

ଫୁଲବାଣୀ : ଫୁଲବାଣୀର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ମୁସ୍କାନ ୯୦.୪ ଏଫ ଏମ ପକ୍ଷରୁ ଆମର ବରିଷ୍ଠ ଆମ ସ୍ବାଭିମାନ ନାମକ ଏକ ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପ୍ରାୟୋଜିତ ଓ କମ୍ୟୁନିଟି ରେଡ଼ିଓ ଏସୋସିଏସନ ଦ୍ବାରା ଅଟଳ ଭାୟା…

ମାଓଉପଦ୍ରୁତ ସାଲିମି ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାପାଳ ଜନ ଶୁଣାଣି କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟରେ ସୀମିତନ କରି ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ପାଇଁ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ମାଥିଲି ବ୍ଲକ ସାଲିମି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଛି।ଆଜିର…

ରାୟଗଡ଼ା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସେବା ସପ୍ତାହ ପାଳନ

ରାୟଗଡ଼ା : ରାୟଗଡା ନଗର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ସେବା ସପ୍ତାହ ର ଶୁଭାରମ୍ଭ ହେଇଯାଇଛି। ସୂଚନା ଅନୁସାରେ ଏହି ସେବା ସପ୍ତାହ ୭ ଦିନ ଧରି ରାୟଗଡ଼ା ନଗର ରେ ଚାଲୁ ରହିବ। ସେବା ହିଁ ପରମ ଧର୍ମ ବାର୍ତ୍ତା ନେଇ ସମାଜ ରେ ପ୍ରତ୍ୟକ ବ୍ୟକ୍ତି ଙ୍କ ମନରେ ସେବା ଭାବନା ଜାତ…

ବାଲି ବୋଝେଇ ହାଇଓ୍ବା ଧକ୍କାରେ ୨ ଛାତ୍ରୀ ଆହତ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ବାଲି ବୋଝେଇ ହାଇଓ୍ବା () ଧକ୍କାରେ ୨ ଛାତ୍ରୀ ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ଲିଜା ପ୍ରଧାନ (୧୪) ଓ ହିଞ୍ଜିଳି ମଠପଦର ସାହିର ମୋହିନୀ ସାହୁ(୧୭)…

ରାମଚଣ୍ଡୀ ପୀଠରେ ସମ୍ବର୍ଦ୍ଧିତ ହେଲେ ସୁନାମଧନ୍ୟ ଓଡିଆ ଚଳଚିତ୍ର ନୃତ୍ୟଗୁରୁ ଅମିତ କୁମାର ନାୟକ

ଛତ୍ରପୁର : ଓଡ଼ିଆ ସିନେମା ଜଗତରେ ଚହଳ ପକାଇଥିବା କର୍ମ ଫିଲ୍ମର ଚିରିଂ ଚିରିଂ ଗୀତ ତଥା ମାଲ୍ୟଗିରିର ଧୁଳିଆ ଜନ୍ଦା ଗୀତର ପ୍ରଚ୍ଛଦପଟର ସୁନାମଧନ୍ୟ ନୃତ୍ୟ ଗୁରୁ ଏବଂ ନିର୍ଦ୍ଧେଶକ ଅମିତ କୁମାର ନାୟକ ଆଜି ମାଁ ରାମଚଣ୍ଡୀଙ୍କ ପୀଠକୁ ଆସି ଦର୍ଶନ କରିବା ସହ ମନ୍ଦିର ବିଷୟରେ ମନ୍ଦିର ପୂଜା…