Sign in
Sign in
Recover your password.
A password will be e-mailed to you.
ଗୋପାଳପୁର ବନ୍ଦର ନିକଟରେ ଲଙ୍ଗର ପକାଇଥିବା ଆଇଏନଏସ କୁଠାରକୁ ବୁଲି ଦେଖିଲେ ୟୁରୋ ସ୍କୁଲର ବିଦ୍ୟାର୍ଥୀ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌ ସେନାର ଯୁଦ୍ଧ ଜାହାଜ "କୁଠାର" ରବିବାର ଠାରୁ ଲଙ୍ଗର ପକାଇଛି । ଏହି ଜାହାଜ କୁ ଦେଖିବାକୁ ନିମନ୍ତେ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୪.୩୦ ମିନଟ ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀ!-->…
ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ
ଛତ୍ରପୁର : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମର ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟ୍ରି ସାଗରିକା ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ!-->…
ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସୋମବାର ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାକ୍ତର ସର୍ବନା ବିବେକ ଏମ,!-->…
ବେଆଇନ କୋଠା ନିର୍ମାଣକୁ ବିରୋଧ କରି ସ୍ମାରକପତ୍ର…
ବ୍ରହ୍ମପୁର : .ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଅଞ୍ଚଳରେ ସରକାରୀ ଜମିରେ ବେଆଇନ ହୋଠା ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଞ୍ଚଳବାସୀ ଦେଲେ ସ୍ମାରକପତ୍ର। ୱାର୍ଡ ନମ୍ବର ୧୦ ଅନ୍ତର୍ଗତ ଯେ, ନୀଳକଣ୍ଠ ନଗରରେ ଥିବା ଜଳସେଚନ ବିଭାଗର ସରକାରୀ!-->…
ବୀରମିତ୍ରପୁର ପୌରପାଳିକା କାର୍ଯ୍ୟାଳୟରୁ ଲକ୍ଷାଧିକ ମୂଲ୍ୟର ଲୁହାଛଡ ଚୋରି
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ପୌରପାଳିକା କାର୍ଯ୍ୟାଳୟରେ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଗତ ଦୁଇ ଦିନ ତଳେ ଚୋରା ମାନଙ୍କର ଗୋଟିଏ ଗେଙ୍ଗ ରାତ୍ରରେ ଲୁହା କଟର ମେସିନ ବେଵହାର କରି ଲକ୍ଷାଧିକ ମୂଲ୍ୟର ଲୁହା ଖମ୍ବକୁ କାଟି ଚୋରି କରି ନେଇ ଥିଲେ |!-->…
୭୬ ତମ ଏନ୍ସିସି ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ୭୬ ତମ ଏନ୍ସିସି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁବାଷ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଏଥି ସହିତ ଏନସିସି ଦିବସର ଉଦ୍ଦେଶ୍ୟ ଆଭିମୁଖ୍ୟ ସହ!-->…
ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନେଇ ନାଗରିକ କମିଟିର ବୈଠକ
ଫୁଲବାଣୀ :ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ନୂଆ ଡିପିଆର ପ୍ରସ୍ତୁତ କରିବାକୁ ରେଳମନ୍ତ୍ରଣାଳୟ ପରାମର୍ଶ ଦେବା ସତ୍ତ୍ବେ ଓଡିଶା ସରକାରଙ୍କ ଓରିଡିଲ ସଂସ୍ଥା ଏ ପର୍ଯ୍ୟନ୍ତ ପୂନଃ ଡିପିଆର ପ୍ରସ୍ତୁତ ନ କରିବା ଦୁଃର୍ଭଗ୍ୟଜନକ।ପ୍ରତି ଜିଲ୍ଲା ସଦର ମହକୁମାକୁ ରେଳପଥ!-->…
ଶାଳାପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, କନ୍ଧମାଳର ଆଭାସୀ ମାସିକ ସାହିତ୍ୟ ଆସର
ଫୁଲବାଣୀ : ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ଆଭାସୀ ସାହିତ୍ୟ ଭାଗ ୧୫ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ଭାଗ -୧୫ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପବିତ୍ର ମୋହନ ଦାଶ ଇଂରାଜୀ!-->…
ଜଙ୍ଗଲୀ କୁଟ୍ରାର ଚିକିତ୍ସାଧିନ ଅବସ୍ଥାରେ ମୃତ : ବୁଲାକୁକୁରଙ୍କ ଦାଉରୁ ରକ୍ଷା ପାଇ ଫୁଲବାଣୀ ସହରରେ ପ୍ରବେଶ
ଫୁଲବାଣୀ : ଆଜି ଏକ ଜଙ୍ଗଲୀ କୁଟ୍ରା, ବୁଲା କୁକୁରଙ୍କ ଆକ୍ରମଣରୁ ବଞ୍ଚିବାକୁ ଯାଇ ଫୁଲବାଣୀ ସହର ଭିତରେ କୋର୍ଟ ଛକକୁ ଦୌଡ଼ି ଆସିଥିଲା। ରାସ୍ତା ପାର ହେବା ସମୟରେ ଏକ କାର ଦ୍ୱାରା ଦୁର୍ଘଟଣାର ସମ୍ମୁଖୀନ ହୋଇ ରକ୍ତାକ୍ତ ହୋଇ ଯାଇଥିଲା। ନିକଟରେ ଉପସ୍ଥିତ ଥିବା ରୁନା ଭଞ୍ଜ, ବିଷ୍ଣୁ ଡାକୁଆ ଓ!-->…
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବୃହତ୍ ବିଜୟ: ୨୯୫ ରନ୍ରେ ବିଜୟୀ ଟିମ୍ ଇଣ୍ଡିଆ
ପର୍ଥ: ପର୍ଥ ଟେଷ୍ଟରେ ବିଜୟୀ ହୋଇଛି ଭାରତ। ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ବର୍ଡର ଗାଭାସ୍କର ଟ୍ରଫିରେ ୧-୦ରେ ଭାରତ ଆଗୁଆ ରହିଛି।
ଭାରତ-ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ବାଜିମାତ୍!-->!-->!-->…