ସଂକୀର୍ତ୍ତନ କଳାକାରମାନେ ସମାଜର ମୋକ୍ଷକାମୀ : ମହାସଚିବ

ବ୍ରହ୍ମପୁର : ସଂକୀର୍ତ୍ତନ କଳାକାରମାନେ ନାମ ସଂକୀର୍ତ୍ତନ ମାଧ୍ୟମରେ ସମାଜର ମୋକ୍ଷ ମୋକ୍ଷ ମାର୍ଗ ପ୍ରଦର୍ଶକ ଭାବେ କାମ କରୁଥିବା ହେତୁ ସେମାନେ ସାଧୁବାଦାର୍ହ ବୋଲି ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅଷ୍ଟ ପ୍ରହାର ନାମ ସଂକୀର୍ତ୍ତନ ମହୋତ୍ସବର…

ଦାରିଙ୍ଗିବାଡ଼ି ଆମ୍ବ ଟାକୁଆ ଘଟଣାରେ ଦୁଇ ଅସହାୟ ଶିଶୁଙ୍କୁ ସହଯୋଗର ହାତ ବଢ଼ାଇଲା କିସ ଫାଉଣ୍ଡେସନ

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ଗଦାପୂର ପଂଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମ ରେ ଆମ୍ବ ଟାକୁଆ ଖାଇ ଦୁଇ ମୃତ ଛଅ ଗୁରୁତର ଘଟଣାରେ ଅନୀଲ ପାଟ୍ଟମାଝିଙ୍କ ପତ୍ନୀ ରୁମିତାଙ୍କ ଅକାଳ ମୃତ୍ୟୁ ହୋଇଯାଇଛି । ଫଳରେ ତାଙ୍କର ଅଢ଼େଇ ବର୍ଷର ପୁଅ ଓ ୬ ମାସର ଝିଅ ମାତୃ ସ୍ନେହରୁ…

ଅଗ୍ନିକାଣ୍ଡରେ ୧୦ ଶିଶୁଙ୍କ ମୃତ୍ୟୁ ଘଟଣା; ଡାକ୍ତରଖାନା ବାହାରେ ଅଭିଭାବକଙ୍କ ଧାରଣା

ନିଆଁ ଲାଗି ୧୦ ନବଜାତକଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ଅସନ୍ତୋଷ। ଅଗ୍ନିକାଣ୍ଡରେ ଆହତ ହୋଇଥିବା ପିଲାମାନଙ୍କୁ ଭେଟିବାକୁ ଅନୁମତି ନ ମିଳିବାରୁ ସେମାନଙ୍କ ବାପାମାଆ ଏବଂ ପରିବାରବର୍ଗ ହସ୍ପିଟାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ…

ପ୍ରେସ ଦିବସରେ ଉଦଘାଟିତ ହେଲା ପ୍ରେସ କ୍ଲବ ଡାଇନିଂ ହଲ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବର ଡାଇନିଂ ହଲ ବରିଷ୍ଠ ସାମ୍ବାଦିକ ଡଃ ଅରୂପ କୁମାର ଜେନାଙ୍କ କର କମଳରେ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଉପ ସଭାପତି ଡଃ ସୂର୍ଯ୍ୟ ନାରାୟଣ…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ମାଲକାନଗିରି : ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି । ତେଣୁ ସାମ୍ବାଦ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପ୍ରେସ ଦିବସ ଅବସରରେ ଯୋଗ ଦେଇ ଜିଲ୍ଲାପାଳ ଆଶିଷ…

ଛାଡଖାଇରେ ସଂକ୍ରାନ୍ତି, ଖାଁ ଖାଁ ଆମିଷ ବଜାର

ଭୁବନେଶ୍ଵର: ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ଆଜି ଘରେ ଘରେ ଆମିଷ ହୋଇଥାନ୍ତା । କାହା ଘରେ ମାଛ ତ କାହା ଘରେ ମାଂସ କସା ହୋଇଥାନ୍ତା । କେଉଁ ରାତିରୁ ଦୋକାନରେ ଗ୍ରାହକଙ୍କ ଲାଇନ ଲାଗିଥାନ୍ତା । ଚଳଚଞ୍ଚଳ ହୋଇ ଉଠିଥାନ୍ତା ଆମିଷ ବଜାର । ଭଲ ଦୁଇ ପଇସା ବେପାର ମଧ୍ୟ…

ମାଲକାନଗିରି ସୀମାନ୍ତ ଛତିଶ ଗଡ଼ରେ ବଡ଼ ଧରଣ ର ମାଓ ଅଭିଯାନ ୪ନକ୍ସଲ ମୃତ…

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ଥରେ ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ଏନକାଉଣ୍ଟରରେ ଘଟି ଚାରି ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରୁ ଜବାନ ମାନେ ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ସାମଗ୍ରୀ ଉଦ୍ଧାର କରିଛନ୍ତି। ଏହି…

କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ଡିଏନକେ ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମ ଯଜ୍ଞ…

ଉମରକୋଟ ( ୧୫/୧୧/୨୦୨୪) ସନାତନ ଧର୍ମରେ କାର୍ତ୍ତିକ ପୁର୍ଣିମାର ବିଶେଷ ମହତ୍ୱ ରହିଛି। ଏହି ଶୁଭ ତିଥିରେ ଜଗତର ପାଳନ କର୍ତ୍ତା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଆରାଧନା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ କାର୍ତ୍ତିକ ପୁର୍ଣିମାର ଶୁଭ ମୁଁହତ୍ୱରେ ପୂଜାର୍ଚ୍ଛନା କଲେ ଜାତକରେ ଥିବା…

ସୁରଳ ପିତାତୋଳି ରୋଡ ରେ ଲୁଟେରାଙ୍କ ରାଜୁତି…

ଚିକିଟୀ-- ଚିକିଟି ବ୍ଲକ ଗୋଲନ୍ଥରା ଥାନା ଅଧିନସ୍ଥ ପିତାତୋଳି ରୋଡ ଜନସାଧାରଣଙ୍କ ନିମନ୍ତେ ଲୁଟେରା ଙ୍କ ଯୋଗୁଁ ଅସୁରକ୍ଷିତ ହୋଇପଡିଛି।ଏହି ରାସ୍ତାରେ ଦିନ ଦୁଇ ପହରରେ ଡକାୟତ ମାନେ କାହାର ନା କାହାର ପିଛାକରିବାକୁ ପଛାନ୍ତି ନାହିଁ Iଗତ କିଛି ଦିନ ତଳେ ବ୍ରହ୍ମପୁର ସ୍ଥିତ ଗୋଟିଏ ଔଷଧ ବିତରକ…

ନବରଙ୍ଗପୁର ଠାରେ ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜନଜାତି…

ନବରଙ୍ଗପୁର ତା. ୧୫ .୧୧ .୨୦୨୪ ରିଖ ଆଜି ପୂର୍ବାହ୍ନ ୯.୦୦ ଘଣ୍ଟା ସମୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆଠାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ…