Sign in
Sign in
Recover your password.
A password will be e-mailed to you.
ରାହୁଲଙ୍କୁ ଚିଠି ଲେଖିଲେ ଆତଙ୍କୀ ୟାସିନ ମଲ୍ଲିକଙ୍କ ପତ୍ନୀ
ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ଜେଏଫଏଲଏଫ) ମୁଖ୍ୟ ତଥା ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ହୁସେନ୍ ମଲ୍ଲିକ। ଜେଲରେ ଥିବା ସ୍ୱାମୀ ୟାସିନଙ୍କ ବିଷୟରେ ସଂସଦରେ ପ୍ରସଙ୍ଗ!-->…
ମିଳିଲାନି ସୁରକ୍ଷା, କାନାଡାରେ କନସୁଲାର କ୍ୟାମ୍ପ ବନ୍ଦ କଲା ଭାରତ
ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେବରେ ଲାଗିଛି। କାନାଡାର ସୁରକ୍ଷା ଏଜେନ୍ସି ଗୁଡ଼ିକ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ମନା କରିବାରୁ କାନାଡାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି।କମିଶନ ପକ୍ଷରୁ କାନାଡାରେ!-->…
ବେଆଇନ୍ କଫ ସିରପ୍ ଜବତ, ୨ ଗିରଫ
କଟକ: କଟକରେ ମେଡିସିନ୍ ଫାର୍ମ ଉପରେ ରାତି ଅଧିଆ ଚଢ଼ାଉ । ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍ । କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି ।
ସୂଚନା ଅନୁସାରେ, ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ!-->!-->!-->…
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା : ବିଚାର ବିଭାଗୀୟ ତଦନ୍ତ ହେଉ..”ବ୍ରଜ ତ୍ରିପାଠୀ”…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ ଏକ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ କନ୍ଧମାଳର ମାଣ୍ଡିପାଙ୍ଗା ଗାଁ ରେ ଯେଉଁ ଅଭାବ ର ଅଭାବନୀୟ ଦାରିଦ୍ର!-->!-->!-->…
ସହର ସ୍ଥିତ ଗୌଶିକ ଫିଟନେସ ପାର୍କ ଜିମ ର ଦ୍ଵିତୀୟ ବାର୍ଷିକି ଉତ୍ସବ ଅନୁଷ୍ଠିତ : ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ,…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରଖ୍ୟାତ ଜିମ୍ ଗୌସିକ ଫିଟନେସ ପାର୍କର ନୂତନ ଜିମ୍ ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି!-->…
ଅବକାରୀଙ୍କ ପୃଥକ୍ ପୃଥକ୍ ଦୁଇ ଜାଗାରେ ଚଢାଉ ମହୁଲ ଓ ଦେଶୀ ମଦ ଜବତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କାରିଛପଲ ଓ ହାଟିବାରି ଥାନା ଅନ୍ତର୍ଗତ ଅଙ୍କୁରପାଲିରେ ଆଜି ବୀରମିତ୍ରପୁର ଓ କୁଆଁରମୁଣ୍ଡା ଅବକରୀଙ୍କ ମିଳିତ ଭାବେ ଚଢାଉ କରାଯାଇଛି | ଏହି ମିଳିତ ଚଢ଼ାଉରେ କାରିଛପଲ ଅଞ୍ଚଳର ବିଲରେ ଗାତ କରି ୪ଟନ ୫୦୦ କୁଇଣ୍ଟାଲ!-->…
ମାଲକାନଗିରି ମାଥିଲି ବନବିଭାଗକୁ ସଫଳତା : ବେଆଇନ ଭାବେ ନିର୍ମିତ ଗୃହ ଉପକରଣ ଜବତ
ମାଲକାନଗିରି : ଆଜି ମାଲକାନଗିରି ଖଣ୍ଡିୟ ବନାଧିକାରୀ କତାପାଲ୍ଲୀ ପ୍ରତାପଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ବନାଞ୍ଚଳ ପକ୍ଷରୁ ରେଞ୍ଜର ବାସୁଦେବ ନାୟକଙ୍କ ନେତୃତ୍ୱରେ ଏକ ଟିମ ମାଥିଲି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ବେଆଇନ ଭାବେ ନିର୍ମିତ ଗୃହ ଉପକରଣ ଓ ବିକ୍ରି ପାଇଁ ରଖାଯାଇଥିବା!-->…
ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ଵ୍ରହ୍ମପୁର ଠାରେ ମେଳା ଅନୁଷ୍ଠିତ
ଵ୍ରହ୍ମପୁର: ଆଜି ଵ୍ରହ୍ମପୁର ସ୍ଥିତ ସୁଭମ ସେଲେବ୍ରେସେନ ଠାରେ ସ୍ଥାନୀୟ ରୋଟାରୀ କ୍ଲବ ଓ ଭୁବନେଶ୍ୱର କେରିଅର ମ୍ୟାପ ସଂଘଟିତ ଭାବେ ଛାତ୍ର ଛାତ୍ରୀ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମେଳାରେ ୯,୧୦୧୧,୧୨ କକ୍ଷର ଛାତ୍ର ଛାତ୍ରୀ ଏବଂ ସ୍ନାତକ ସହିତ ସ୍ନାତକୋତ୍ତର!-->…
ମା’ ମହୁରୀକାଳୁଆଙ୍କୁ ଆରାଧନା : ଯାତ୍ରା ସକାଶେ ଆଙ୍କୋରଡ଼ା ଉତ୍ସବମୁଖର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ମା’ ମହୁରୀ କାଳୁଆଙ୍କ ୪୧ ତମ ଯାତ୍ରା ମହୋତ୍ସବ ଅଷ୍ଟଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ବୁଧବାର ଠାରୁ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିବସ ବୁଧବାର ମା’ଙ୍କୁ ମହୁରୀକାଳୁଆ ପୀଠରୁ ସ୍ବାଗତ ସମ୍ବର୍ଦ୍ଧନା!-->…