ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ଜାତୀୟ ସ୍ତରରେ କୃତିତ୍ୱ

ବ୍ରହ୍ମପୁର : ସିବିଏସ୍ଇ ଦିଲ୍ଲୀ ତରଫରୁ ଅନୁଷ୍ଠିତ ଜାତୀୟସ୍ତରୀୟ ବିଜ୍ଞାନ ଚାଲେଞ୍ଜ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶାସନ ଆମ୍ବଗାଁ ଅଷ୍ଟମ ଶ୍ରେଣୀ ଛାତ୍ର ବିଶ୍ୱଜିତ୍ ମିଶ୍ର କୃତିତ୍ୱ ଅର୍ଜନ କରିଛନ୍ତି। ସମଗ୍ର ୩୧୪ ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ସେ ଓଡ଼ିଶାରେ ଜଣେ ମାତ୍ର ଏହି…

ସାନଭାଇଙ୍କୁ ବ୍ଳେଡରେ ଆକ୍ରମଣ, ବଡଭାଇ ଗିରଫ

ହିଞ୍ଜିଳିକାଟୁ : ଜନ୍ମକଲା ମା'ଙ୍କୁ ନିଜ ହେପାଜତରେ ରଖିବାକୁ କେନ୍ଦ୍ର କରି ୨ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ୟକ୍ତ ହୋଇ ବଡଭାଇ ଏକ ସିଜେରିଆନ୍ ବ୍ଳେଡରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଜଣଙ୍କ ହେଲେ…

ପାଣିରେ ବୁଡ଼ି ବୃଦ୍ଧା ମୃତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ବଘିୟାଖାନ୍ଦି ଗ୍ରାମର ଯ୍ୟାନେକ ବୃଦ୍ଧ ଗୋସେଇ ବାରଲା ୬୨ ବର୍ଷଙ୍କ ପାଣିରେ ବୁଡ଼ି ମୃତ ହତିଥିବା ଜଣାପଡ଼ିଛି | ଆଜି ଗୋସେଇ ବାରଲା ନିଜ ଘର ବଘିୟାଖାନ୍ଦିରୁ ରାଏବଗା ବେଙ୍କ କିଛି କାମରେ ଆସୁଥିଲେ…

ଜୁଆଆଡ୍ଡା ଉପରେ ଚଢ଼ଉ, ୬ ଜଣ କୋର୍ଟ ଚାଲାଣ, ୧୨ ହଜାର ୫ ଶହ ଟଙ୍କା ଜବତ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କୁଆଁରମୁଣ୍ଡାର ପ୍ରଫୁଲ୍ଲ ଟେଣ୍ଡ ହାଉସଙ୍କ ଘରରେ ଜୁଆ ଖେଳ ହେଉଥିଲା ! କୌଣସି ସୂତ୍ରରୁ ଖବର ପାଇ ବୀରମିତ୍ରପୁର ପୋଲିସ ଥାନା ଅଧିକାରୀ ଆଇ ଆଇ ସି ବନ୍ଧାନା ପାତ୍ର ଗୋଟିଏ ଟିମ ଗଠନ କରି…

ଭୋଟର ସଚେତନତା ପାଇଁ ହେଲା ପଥ ଉତ୍ସବ ଓ ୱାକାଥନ

ମାଲକାନଗିରି : ଗଣତନ୍ତ୍ର ପ୍ରକ୍ରିୟାରେ ନୂତନ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ବିଭାଗ ଦ୍ଵାରା ସ୍ବତନ୍ତ୍ର ସଂକ୍ଷିପ୍ତ ଅଭିଯାନ କାର୍ଯ୍ୟକ୍ରମ ଅଧିନରେ ଆୟୋଜନ ହେଲା ପଥ ଉତ୍ସବ ଓ ୱାକାଥନ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଡିଏନକେ ଛକ…

ଶେରଗଡ ବିଜେଡିର ପଦଯାତ୍ରା

ହିଞ୍ଜିଳିକାଟୁ ୨୯/୧୦ : ଶେରଗଡ ବ୍ଲକ ୫୬ ନଁ ଜିଲ୍ଲା ପରିଷଦ ଜୋନର ସମସ୍ତ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶେରଗଡ଼ ବ୍ଲକ ବିଜେଡି ସଭାପତି ଶରତ ପାତ୍ର ପାତ୍ର ଙ୍କ ନେତୃତ୍ୱରେ ଚାଲିଥିବା ପଦ ଯାତ୍ରାରେ ହିଞ୍ଜିଳି ବିଧାୟକ ଜିଲ୍ଲା…

ବିଭିନ୍ନ ରାଜନୈତିକ ଦଳଙ୍କୁ ପ୍ରଦାନ କରାଗଲା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ-୨୦୨୫

ମାଲକାନଗିରି : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏଫଏଲସି ହୋଲରେ ଡ୍ରାଫ୍ଟ ଇଲେକ୍ଟରାଲ ରୋଲକୁ ପ୍ରକାଶ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତଥା ୧୪୭ ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ…

ଅପମିଶ୍ରଣ ଓ ନିମ୍ନମାନ ଖାଦ୍ୟର ଗନ୍ତାଘର ବ୍ରହ୍ମପୁର ସହର : ମାଲ ନେଇ ଚୁପ ବସିଛି ମହାନଗର ନିଗମ..!!

ପ୍ରଶାସନ ର ଆଶୀର୍ବାଦ ରେ ବିନା ପଞ୍ଜିକରଣ ରେ ମାଳ ମାଳ ହୋଟେଲ…ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ହୋଟେଲ ରେ ଅଖାଦ୍ୟ ଦେଇ ଚଢ଼ା ଦରରେ ଖାଦ୍ୟ ପରସା ଯାଉଛି । ନା ଅଛି କ୍ଵାଲିଟି ନା ଅଛି କ୍ୱାଣ୍ଟିଟିର ସାର୍ଟିଫିକେଟ ବିନା ଜି.ଏସ.ଟି ରେ ପଞ୍ଜିକରଣ ନକରି ଗ୍ରାହକଙ୍କୁ ଲୁଟ କରାଯାଉଛି…

ଆୟୁଷ୍ମାନ ଭାରତ ଯୋଜନା: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ

ଭୁବନେଶ୍ବର : ମଙ୍ଗଳବାରଠୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦ ପ୍ଲସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବେ । ଯୋଜନା ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ…

ପୂର୍ବ ଲଦାଖରୁ ଫେରିଲେ ୮୦-୯୦%  ଭାରତ ଓ ଚୀନ ସୈନ୍ୟ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ପରେ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଡେପସାଙ୍ଗ ଓ ଡେମଚୋକରୁ ୮୦ରୁ ୯୦ ପ୍ରତିଶତ ଭାରତ-ଚୀନ୍ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ମଙ୍ଗଳବାର ସୁଦ୍ଧା ପୂରା ପ୍ରକ୍ରିୟା ଶେଷ…