Sign in
Sign in
Recover your password.
A password will be e-mailed to you.
ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା…
ନବରଙ୍ଗପୁର : ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା ପାଇଁ ସହର ରେ ଶୋଭାଯାତ୍ରା ଚକ୍ଷୁ ଦାନର ମହତ୍ତ୍ୱ ଏବଂ ଗ୍ଲୁକୋମା ର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ହସ୍ପିଟାଲ, ନବରଙ୍ଗପୁର ପକ୍ଷରୁ ଆଜି ଏକ!-->…
ମହିଳା ମାନଙ୍କୁ କନ୍ଦାଉଛି ସୁଭଦ୍ରା ଯୋଜନା : ଲିଙ୍କ ଫେଲ ଯୋଗୁଁ ହତାଶ..!
ବ୍ରହ୍ମପୁର:୭-୯ ସାରା ରାଜ୍ୟରେ ଏବେ ସୁଭଦ୍ରା ମାନିଆ ଗାଁ ରୁ ସହର ସବୁଆଡେ ମାଳ ମାଳ ହୋଇ ମହିଳା ମାନେ ଧାଡିରେ ଠିଆ ହେବାର ଦେଖିବାକୁ ମିଳୁଛି। ପ୍ରଥମେ ଆଧାର ଓ ପାନ ଲିଙ୍କ ଯୋଗୁଁ ମହିଳା ମାନେ ହଟହଟା ହେଲେ। ତା ପରେ ବିଭିନ୍ନ ଜନସେବା କେନ୍ଦ୍ର ଓ ସାଇବେର କେଫ ରେ ଲିଙ୍କ ସଂଯୋଗ!-->!-->!-->…
୨ ଘରୁ କଳା କନା ବୁଲେଇଲେ ଚୋର : ପୋଲିସ ପେଟ୍ରୋଲିଙ୍ଗ ପ୍ରଭାବ ଶୂନ୍ୟ…
ଚିକିଟି / ପାତ୍ରପୁର : ଫାଣ୍ଡି ଅଧିକାରୀଙ୍କ ଜଇନ କରିବା ସପ୍ତାହ ନ ପୁରୁଣୁ ଖାରିଆଗୁଡା ଫାଣ୍ଡି ଇଲାକାରେ ଆରମ୍ଭ ହୋଇଗଲା ଚୋରୀ। ପୋଲିସ କୁ ଖୋଲା ଖୋଲି ଚାଲେଞ୍ଜ ଦେଇଛନ୍ତି ଚୋର। ଜରଡା ଥାନା ଖାରିଆ ଗୁଡ଼ା ଫାଣ୍ଡି ଅନ୍ତର୍ଗତ ହୁକୁମା ଗ୍ରାମରେ ଗତକାଲି ରାତିରେ ୨ ଟି ଘରୁ ଲୁଟ୍ ହୋଇଛି।!-->…
ସୀମାନ୍ତରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ
ମାଲକାନଗିରି, ୬।୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ପୋଲିସର ନିକଟରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡରେ ମାଓ ବିଲୋପ ନିମନ୍ତେ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା ସହ ସରକାରଙ୍କ ଆତ୍ମସମର୍ପଣ ନୀତି ଦ୍ୱାରା!-->…
ଓଡିଶା ଆଦିବାସୀ ବିକାଶ ସଂସ୍ଥାଦକ୍ଷତା ଦ୍ୱାରା “ପ୍ରୟାସ” ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଓଡିଶା ଆଦିବାସୀ ବିକାଶ ସଂସ୍ଥା (OTDS) ଦ୍ୱାରା "ପ୍ରୟାସ" ଦକ୍ଷତା ବିକାଶ ତାଲିମ ୩ଦିନିଆ କାର୍ଯ୍ୟକ୍ରମରେ ବହୁଳ ଭାବେ ଆଦିବାସୀ ଯୁବକ ଯୁବତୀଙ୍କ ଅନ୍ତର୍ଭୁକ୍ତି ପାଇଁ କ୍ଷେତ୍ର ସ୍ତରୀୟ!-->…
ହିଞ୍ଜିଳିରେ ବିଜେପି ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନ -୨୦୨୪ ଅନୁଷ୍ଠିତ
ହିଞ୍ଜିଳିକାଟୁ ୬/୯ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ଅତିଥି ଭବନରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି, ଭରତୀୟ ଜନତା ପାର୍ଟି ବିଜୟ କୁମାର!-->…
ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ରକେଟ୍ ମାଡ଼: ଜଣେ ମୃତ, ୫ ଆହତ
ଇମ୍ଫାଲ: ଗତ ଦେଢ ବର୍ଷ ଧରି ମଣିପୁରରେ ହିଂସା ଜାରି ରହିଛି। କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ଇତି ମଧ୍ୟରେ ବିଷ୍ଣୁପୁରର ମୋଇରଙ୍ଗ ଅଞ୍ଚଳରେ ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ!-->…
କନ୍ଧମାଳ ଜିଲ୍ଳାପାଳଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା
ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲପାଳଙ୍କ ସୁଭଦ୍ରା ଯୋଜନା ସମ୍ପକିର୍ତ ବାର୍ତ୍ତା ସମଗ୍ର କନ୍ଧମାଳ ବାସୀଙ୍କୁ ଭିଡିଓ ମାଧ୍ୟମ ରେ ଜଣାଇଛନ୍ତି l ଏଥିରେ ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ଯେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ପାଇଁ ରାଜ୍ୟ ସରକାରଙ୍କ!-->…
ଜାତୀୟ ସେବାଯୋଜନା ସ୍ବତନ୍ତ୍ର ଶିବିର ଉଦଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଧନେଶ୍ବର ଖୁଣ୍ଟିଅ!, ଏ ବି ଓ ରାଇକିଆ ଏବଂ ମୁଖ୍ୟ ବକ୍ତା!-->…
ଲାଲବାଗ ରାଜାଙ୍କୁ ୧୬ କୋଟି ଟଙ୍କାର ସୁନା ମୁକୁଟ ଦାନ କଲା ରିଲାଏନ୍ସ ଫାଉଣ୍ଡେସନ
ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀରେ ଗଜାନନଙ୍କୁ ସ୍ୱାଗତ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇର ପ୍ରସିଦ୍ଧ 'ଲାଲବାଗ ରାଜା'ଙ୍କ ପ୍ରତିମୂର୍ତ୍ତିରୁ ଏହି ପରଦା ହଟାଇ ଦିଆଯାଇଛି। ଏଥର ବାପ୍ପା ମାରୁନ ରଙ୍ଗର ପାଟବସ୍ତ୍ର ପିନ୍ଧିଥିବାବେଳେ ଏକ ସୁନା ମୁକୁଟ ପିନ୍ଧିଥିବା ଦେଖିବାକୁ!-->…