ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀର ୨୫ଟି ସ୍ଥାନରେ ବାଣ ବିକ୍ରୟ ପାଇଁ ଅସ୍ଥାୟୀ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ…

ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ମୁକାବିଲା ନେଇ ପ୍ରଥମ ଟାସ୍କ ଫୋର୍ସ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ମୁକାବିଲା ନେଇ ବୈଠକ । ଦାଦନ ସମସ୍ୟା ରୋକିବାକୁ ଟାସ୍କ ଫୋର୍ସର ପ୍ରଥମ ବୈଠକ । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଏଥିରେ ଦାଦନ ଶ୍ରମିକ ସମସ୍ୟା ରୋକିବାକୁ ରଣନୀତି ପ୍ରସ୍ତୁତ…

ଆମକୁ ଏନଏଚଏମରେ ଆଡ୍ କରାଯାଉ

ଭୁବନେଶ୍ବର: ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ଦାବି ନେଇ ଆଜି ଲୋୟର ପିଏମଜିରେ ଧାରଣା ମଧ୍ୟ ଦେଉଛନ୍ତି। ମହାମାରୀ କୋଭିଡ ଭଳି ସଂକଟାପନ୍ନ ପରିସ୍ଥିତିରେ ସ୍ଵସ୍ତ୍ୟ ବିଭାଗର …

ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, ତା ୨୮.୧୦.୨୦୨୪ ରିଖ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଉପ-ଜିଲ୍ଲାପାଳ ବ୍ରହ୍ମପୁର ଦୀନା ଦସ୍ତଗୀର , ଅତିରିକ୍ତ…

ଅବସରର କିଛି ଦିନ ପୂର୍ବରୁ ‘ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜା’ ବିବାଦକୁ ନେଇ ମୁହଁ ଖୋଲିଲେ ସିଜେଆଇ

ଗଣେଶ ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରକୁ ଯିବା ଘଟଣା ବେଶ ବିବାଦ ସୃଷ୍ଟି କରିଥିଲା। ଏହି ବିବାଦ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ସିଜେଆଇ ଚନ୍ଦ୍ରଚୂଡ଼। ଆଉ କିଛି ଦିନ ପରେ ସିଜେଆଇ ଜଷ୍ଟିସ…

ଡବଲ ଇଞ୍ଜିନ ଡବଲ ଧମାକା ଖାଉଟି ବେହାଲ !

ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଆସିବା ପରେ ଲୋକେ ଭାବି ଥିଲେ ଆଛେଦିନ ଆୟେଙ୍ଗେ ବୋଲି। ବିଜେପି ସିଂହାସନ ସମ୍ଭାଳୁ ସମ୍ଭାଳୁ ପ୍ରଥମେ ଆଳୁ ର ପାଳି ପଡ଼ିଲା ଦର ସିଧା କିଲୋ ୪୦ ରୁ ୫୦ ଲମ୍ପ ମାରିଲା। ତା ପରେ ପିଆଜ ୬୦, ପରିବା ଦର ହାଫ ସେଞ୍ଚୁରୀ ରୁ ଅଧିକ। ଏବେ ତେଲ ଦର ପାମ୍ମେଲ ତେଲ…

ଲୋୟର ପିଏମଜିରେ ଆଶାୟୀ ହିନ୍ଦୀ ସଂସ୍କୃତ ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବହେଳିତ କରାଯାଉଛି। ବହୁତ କଷ୍ଟରେ ଏଣ୍ଟ୍ରାନ୍ସ ପାସ କରି ସଂସ୍କୃତ ପଢି ମଧ୍ୟ ସେମାନଙ୍କୁ ମିଳୁନି ସେମାନଙ୍କ ଅଧିକାର। ସେମାନେ ସଂସ୍କୃତ ହିନ୍ଦୀ ପଢିବା ସହ ବିଏଡ ମଧ୍ୟ କରିଛନ୍ତି। ହେଲେ ସରକାରଙ୍କ ଦ୍ବାରା…

ଅଗ୍ନିଶମ ସେବା କେନ୍ଦ୍ର ପରିଦର୍ଶନ କରି ବିଭାଗ ବିଷୟରେ ଜ୍ଞାନ ଆହରଣ କଲେ ୟୁରୋ ସ୍କୁଲର ଛାତ୍ରଛାତ୍ରୀ

ଛତ୍ରପୁର : ପିଲାଙ୍କ ପାଠପଢ଼ା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ବିଷୟରେ ଜ୍ଞାନ ଆହୋରଣ ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ମାର୍କା ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ର ଙ୍କ ନିର୍ଦେଶ କ୍ରମେ ପ୍ରିନସିପାଲ…

୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ଛତ୍ରପୁର : ବିନା କାରଣ ରେ ଓଡିଶା ର ୩୫୦ଜଣ ଆମ୍ବୁଲାନ୍ସ କର୍ମଚାରୀ ସଂଘ ର ଲିଡର ମାନଂକୁ ଛଟେଇ କରାଯାଇଛି , ଯାହାଫଳ ରେ ଅଲ ଓଡିଶା ୧୦୮ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଏହାର ପ୍ରତିବାଦ କରି ଆନ୍ଦୋଳନ ନିମନ୍ତେ ଡାକରା ଦେଇଛି, ଏହାସହିତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ବିଭିନ୍ନ ଦାବି…

ଆସିକାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି

ବାବୁ ଓ ନେତାମାନଙ୍କ ଦ୍ୱାରା ଚାନ୍ଦା ଦେବାକୁ ଫୋନରେ ଅଫିସର ଏବଂ ମାଫିଆ ମାନଙ୍କୁ ନିର୍ଦ୍ଦେଶ !! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ରେ ମହିଳାଦଳ ଓ ପୁରୁଷ ଦଳ ଭାଗ ନେବେ ଆସିକା ହରିହର ହାଇସ୍କୁଲ…