ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ : ମୁଖ୍ୟମନ୍ତ୍ରୀ

ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ । ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି ଉପରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ନୀତି ନିବାରଣ ସପ୍ତାହର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୪…

ପଶ୍ଚିମବଙ୍ଗରେ କ୍ଷମତା ପାଇଁ ବିଜେପି କିଛି ବି କରିବ: ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପାଇଁ ବିଜେପି କିଛି ବି କରିବ। ରବିବାର ଦିନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଏକ ଜନସଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି । ତାଙ୍କ କହିବା ମୁତାବକ, ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ…

ମଠ ମନ୍ଦିର ପାଇଁ  ‘ଦେବାଳୟ ଯୋଜନା’ ଖୁବଶୀଘ୍ର : ଆଇନ ମନ୍ତ୍ରୀ

ଭୁବନେଶ୍ୱର: ପୁଣି ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛି ବିଜେପି ସରକାର । ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି । ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର ସୁରକ୍ଷା ପାଇଁ ରହିବ । ଏହାର ନାମ ରହିଛି ‘ଦେବାଳୟ ଯୋଜନା’। ଯୋଜନା ସମ୍ପର୍କରେ…

ପାକିସ୍ତାନ ସୀମା ସୁରକ୍ଷା ବାହିନୀ ଚେକପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ

ପେଶାୱର: ପାକିସ୍ତାନରେ ଆତଙ୍କବାଦୀ ଘଟଣା ଥମିବାର ନାଁ ନେଉନାହିଁ। ପୁଣି ଥରେ ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖୈବର ପଖ୍ତୁନଖୱା ପ୍ରଦେଶରେ ଫ୍ରଣ୍ଟିୟର କୋର ( ପାକିସ୍ତାନୀ ସୀମା ସୁରକ୍ଷା ବାହିନୀ)ର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ ହୋଇଛି। ଫ୍ରଣ୍ଟିୟର କୋରର ଚେକ୍ ପୋଷ୍ଟଉପରେ ହୋଇଥିବା…

ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ

କଟକ : ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ । ଭବାନୀ ଶଙ୍କର ମହାନ୍ତିକୁ ଗିରଫ କଲା ଦରଘା ବଜାର ଥାନା ପୋଲିସ । ଗତ ୧୭ ତାରିଖ ଦିନ ବାରପଥର ଅଞ୍ଚଲରେ ଘଟିଥିଲା ଘଟଣା। ଗାଡି ପାର୍କିଂ କୁ ବାରଣ କରିଥିଲେ କାର୍ଯ୍ୟରତ ଟ୍ରାଫିକ କର୍ମଚାରି। ଏହାକୁ ନେଇ…

୨ ଲକ୍ଷ ଟଙ୍କାର ଦାମୀ ବ୍ୟାଗ ଧରି ଟ୍ରୋଲ ହେଲେ ପ୍ରବଚିକା ଜୟା କିଶୋରୀ

ଆଧ୍ୟାତ୍ମିକ ପ୍ରବଚିକା ତଥା ଗାୟିକା ଜୟା କିଶୋରୀ ଏବେ ପୁଣିଥରେ ହେଉଛନ୍ତି ଟ୍ରୋଲ୍। ନିଜ ଅନୁଗାମୀମାନଙ୍କୁ ଧନସଂପତ୍ତି ଆହରଣର ମୋହରୁ ଦୂରରେ ରହି ଏକ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଉଥିବା ପ୍ରବଚିକାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଦାବି…

ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର। ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ବେଆଇନ ପାର୍କିଂ ଯୋଗୁଁ ୭୫୯ ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ…

ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ବର: ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ କିସ୍ତି ଖୁବ୍ ଶୀଘ୍ର ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା । ତେବେ କ’ଣ ଆପଣ ଆବେଦନ କରିଥିଲେ ବି…

BMWରେ ଆସି ଫୁଲ କୁଣ୍ଡ ଚୋରି କଲେ ମହିଳା

ଚକଚକ ଗାଡ଼ି। ଟିପଟପ ପୋଷାକ। ତଥାପି କରୁଛନ୍ତି ଚୋରି। ରାତି ଅଧରେ ଜଣେ ମହିଳା କେମିତି ଫୁଲ କୁଣ୍ଡ ଚୋରି କରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମହିଳା ଜଣଙ୍କ ଗୋଟିଏ BMWରେ ଆସି ଦୋକାନ ବାହାରେ ଥିବା ଫୁଲ କୁଣ୍ଡ ଚୋରି କରିଛନ୍ତି। ଉତ୍ତର ପ୍ରଦେଶର ନୋଏଡାରେ ଘଟିଥିବା ଏହି…

ସମ୍ବଲପୁରରେ ବନ୍ଦ ରହିଛି ମୋ ବସ ସେବା, ବିଭିନ୍ନ ଦାବି ନେଇ ଆନ୍ଦୋଳନ କର୍ମଚାରୀ

ସମ୍ବଲପୁର : ସମ୍ବଲପୁର ସହରରେ ଆଜି ମୋ ବସ୍ ବନ୍ଦ କରାଯାଇଛି। ମୋ ବସ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ ବସ । ପ୍ରବଳ ଭିଡ଼ ହେଉଥିବାରୁ ଟିକଟେ କାଟିବାକୁ ଅସୁବିଧା ସହ ଅନେକ ସମସ୍ୟାର ସମାଧାନ ପାଇଁ ବନ୍ଦ ରହିଛି ଆଜି ମୋ ବସ । ମୋ ବସରେ କାର୍ଯ୍ୟ କରୁଥିବା…