Sign in
Sign in
Recover your password.
A password will be e-mailed to you.
ସ୍ୱାତୀ ଅନୁଷ୍ଠାନ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ-୨୦୨୪ ପାଳନ ର ଶୁଭାରମ୍ଭ
ଫୁଲବାଣୀ: ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ନୀତିର ମୂଳଉତ୍ପାଟନ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ଜନସଚେତନତା ପାଇଁ ଦୁର୍ନୀତି ନିବାରଣ ସପ୍ତାହ ଦେଶବ୍ୟାପି ପାଳନ ହେଉଛି । ଏହି ପରିପ୍ରେକ୍ଷିରେ ଏ ବର୍ଷର ବିଷୟ “ଜାତିର ସମୃଧତା ପାଇଁ ଅଖଣ୍ଡତା ର ସଂସ୍କୃତି” କୁ ନେଇ କନ୍ଧମାଳ!-->…
ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ମାସର ଆରମ୍ଭ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଅକ୍ଟୋବର ୨୮ରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ମାସ ପାଳନ କରାଯାଉଛି। ଏଥିରେ କାର୍ଯ୍ୟକ୍ଷେତ୍ରରେ ସାଧୁତା, ସ୍ଵଚ୍ଛତା ଏବଂ ଦାୟିତ୍ଵନିଷ୍ଠା ବଜାୟ ରଖିବା ଉପରେ!-->…
ସରକାରୀ ବୃନ୍ଦାବନ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଵୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ପୋଷକ ଵିତରଣ ଉତ୍ସବ ପାଳିତ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,!-->…
ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାରଙ୍କ ନେତୃତ୍ୱରେ!-->…
ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ସାଧୁତାର ଶପଥ ପାଠ…
ମାଲକାନଗିରି, ୨୮/୧୦/୨୪: ପ୍ରତି ବର୍ଷ ଆମ ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଓସ୍ଵାନ୍ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ସାଧୁତାର ଶପଥ ପାଠ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନ!-->!-->!-->…
ଏବେଠୁ ବାବୁ ମାନଙ୍କ ଘରେ ଘରେ ଦୀପାବଳୀ :ପୋଲିସ ଜବତ କରୁଥିବା ବାଣ ଯାଉଛି କୁଆଡ଼େ….?
ପୋଲିସ ର ଚଢାଉ ଧର୍ମକୁ ଆଖି ଠାର...!!
ବିଜେଡି ର ପାଦକୁ ଅନୁସରଣ କରୁଛି ବିଜେପି, ବୋଲ ମାନିବା ବାବୁ ମାନଙ୍କୁ ଜିଲ୍ଲା ରେ ଥଇଥାନ …!!
ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଗଠନ ପରେ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଆସିଛି। କେତେବେଳେ ପିସି ପାଇଁ ତ କେତେବେଳେ ବଟି ମାଗିବାକୁ ନେଇ ଜିଲ୍ଲାରୁ ରାଜଧାନୀ ପର୍ଯ୍ୟନ୍ତ ଉଠୁଛି ପଡୁଛି। ଏବେ ବି ଜିଲ୍ଲା ରେ ଗତ ସରକାର ର ବୋଲ ମାନୁଥିବା କିଛି!-->…
ସରକାରଙ୍କୁ ଚକମା ଦେଲେ ଦଲାଲ : ମଣ୍ଡି ପୂର୍ବରୁ ପଡୋଶୀ ରାଜ୍ୟକୁ ଚାଲାଣ ହେଉଛି ଧାନ
ମାଲକାନଗିରି, ୨୭।୧୦ : ମାଲକାନଗିରି ଜିଲ୍ଲାରେ ମଣ୍ଡି ଖୋଲିବା ପୂର୍ବରୁ ଦଲାଲ ଧାନ କିଣି ବାହାରକୁ ଚାଲାଣ କରିବା ଆରମ୍ଭ କଲେଣି। କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ଏମଭି ୪୩ ଗ୍ରାମରୁ। ଯେଉଁଠି ମଣ୍ଡି ନଖୋଲୁଣୁ ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ଚାଲାଣ ହେଉଛି ଧାନ।!-->…
ମାଲକାନଗିରି ଜିଲ୍ଲାରେ ଅତ୍ୟାଧୁନିକ (ବାଇକ) ଜାୱା ସୋରୁମ ଉଦ୍ଘାଟିତ
ମାଲକାନଗିରି,୨୭|୧୦ : ମାଲକାନଗିରି ଜିଲ୍ଲା ସଦରରେ ଜାୱା କମ୍ପାନୀର ମୋଟର ସାଇକେଲ ସୋରୁମ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଏସପି ତପନ ନାରାୟଣ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଚାମ୍ବର ଅଫ କମର୍ଷ ସଭାପତି ସୁରେଶ ସୋମାନୀ!-->…
ଛତ୍ରପୁର ସାହିତ୍ୟ ସଂସଦର ସ୍ଵତନ୍ତ୍ର ଆସର !
ଛତ୍ରପୁର : କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ଵ ଆରମ୍ଭ କୋଉଠି ହୋଇଥିଲା, ସେ ସମ୍ପର୍କରେ ତଥ୍ୟସଂଗ୍ରହ କରିଥିବା ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ସଚ୍ଚିଦାନନ୍ଦ ମିଶ୍ର ଙ୍କ ଅବଦାନ ଅତୁଳନୀୟ ବୋଲି ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସୁଜିତ୍ କୁମାର ପଣ୍ଡା ଆଲୋକପାତ!-->…