Sign in
Sign in
Recover your password.
A password will be e-mailed to you.
ସମାଜବାଦୀ ପାର୍ଟିକୁ ପୁଣି ଫେରିବେ କି ଅପର୍ଣ୍ଣା ଯାଦବ?
ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବକଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଘରକୁ ଫେରିପାରନ୍ତି। ବିଜେପି ଛାଡି ସେ ପୁଣି ଥରେ ସମାଜବାଦୀ ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। କାରଣ ବିଜେପି ତରଫରୁ ତାଙ୍କ ଉତ୍ତରପ୍ରଦେଶ ମହିଳା ଆୟୋଗର ଉପାଧ୍ୟକ୍ଷ ଭାବେ!-->…
IAS ପଦରୁ ପୂଜା ଖେଡକରଙ୍କୁ ବିଦା କଲା କେନ୍ଦ୍ର
ନୂଆଦିଲ୍ଲୀ : ବିବାଦରେ ଥିବା ଟ୍ରେନ ଅଫିସର ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏଏସ୍ ପଦରୁ ବିଦା କରିଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା।ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ!-->…
ସୁନୀତାଙ୍କୁ ଛାଡ଼ି ମହାକାଶରୁ ଫେରିଲା ବୋଇଂ ଷ୍ଟାରଲାଇନର
ନୂଆଦିଲ୍ଲୀ : ଶେଷରେ ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶରେ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ଷ୍ଟାରଲାଇନର କ୍ୟାପସୁଲ। ଶନିବାର ନ୍ୟୁ ମେକ୍ସିକୋର ହ୍ବାଇଟ୍ ସ୍ୟାଣ୍ଡ୍ସ ମିଜାଇଲ ରେଞ୍ଜରେ କ୍ୟାପସୁଲ୍ ସଫଳତାର ସହିତ ଅବତରଣ କରିଛି। ଫଳରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ!-->…
ନିର୍ବାଚନ ପରେ ଜମ୍ମୁ-କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା – ଅମିତ ଶାହ
ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଧାନସଭା ନିର୍ବାଚନ ପରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜମ୍ମୁରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଆଗାମୀ ବିଧାନସଭା!-->…
୩ ଡାକ୍ତର ନିଲମ୍ବିତ, ସନ୍ଦୀପ ଘୋଷଙ୍କୁ କାରଣ ଦର୍ଶାଅ ନୋଟିସ୍
କୋଲକାତା,୭ା୯: ଆର୍.ଜି କର ମେଡିକାଲ ମାମଲାରେ ପଶ୍ଚିମବଙ୍ଗ ମେଡିକାଲ କାଉନସିଲ (ଡବ୍ଲ୍ୟୁବିଏମ୍ସି) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ଡବ୍ଲ୍ୟୁବିଏମ୍ସି ତିନି ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛି। ନିଲମ୍ବିତ ହୋଇଥିବା ଡାକ୍ତରଙ୍କ ମଧ୍ୟରେ ଅଭିକ ଦେ, ବିରୂପାକ୍ଷ!-->…
ମଣିପୁରରେ ପୁଣି ହିଂସା, ୫ ମୃତ
ଇମ୍ଫାଲ : ମଣିପୁରର ଜିରିବାମ ଜିଲ୍ଲାରେ ପୁଣି ହିଂସା। କୁକି ଏବଂ ମେତେଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ସନ୍ଦିଗ୍ଧ ଲୋକମାନେ ଗୋଟିଏ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି।ସୂଚନାନୁସାରେ, ଘଟଣାସ୍ଥଳରେ!-->…
ଭିନେଶଙ୍କୁ ଟାର୍ଗେଟ କରିଥିଲେ ବ୍ରିଜ ଭୂଷଣ, ଏବେ ଜବାବ ଦେଲେ ବଜରଙ୍ଗ
ଚଣ୍ଡୀଗଡ : ଫାଇନାଲର ଠିକ ପୂର୍ବରୁ ଅଲିମ୍ପିକ୍ସରେ ଅଯୋଗ୍ୟ ବିବେଚିତ ହୋଇଥିବା ରେସଲର ଭିନେଶ ଫୋଗାଟ କଂଗ୍ରେସରେ ସାମିଲ ହେବା ପରେ ତାଙ୍କୁ ଜୋରଦାର ଢଙ୍ଗରେ ଟାର୍ଗେଟ କରିଛନ୍ତି ବିଜେପି ନେତା ବ୍ରିଜ ଭୂଷଣ ଶରଣ ସିଂହ। କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଭିନେଶ ଓ!-->…
ପୁଣି ବେଙ୍ଗଲରେ ଲଜ୍ଜା: ନାବାଳିକାଙ୍କୁ ‘ଯୌନ ନିର୍ଯାତନା’ ପରେ ରାସ୍ତା କଡ଼ରେ ଫିଙ୍ଗିଲେ
କୋଲକାତା : ପଶ୍ଚିମବଙ୍ଗରୁ ପୁଣି ଆସିଛି ଲଜ୍ଜାଜନକ ଘଟଣା। ଏଠାରେ ଜଣେ ୧୫ ବର୍ଷୀୟ ଝିଅ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୌନ ନିର୍ଯାତନା ପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।ବେଙ୍ଗଲର ହୁଗଲୀରେ!-->…
ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକକୁ ଗିରଫ ପରେ କୋର୍ଟ ଚାଲାଣ…
ବାଲିଗୁଡା,୦୭/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ କୁ ଅଟକାଇ ଲୁଟ କରୁଥିବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଅନୁସାରେ କଟକର ରତ୍ନାକର ବେହେରା ନାମକ!-->…
ବି ଏନ ଈ ଏମ ପରିସରରେ ଏଲ ଆଇ ସି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
ହିଞ୍ଜିଳିକାଟୁ ୭/୯ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମିକ ବିଦ୍ୟାଳୟରେ ଏଲ ଆଇ ସି ହିଞ୍ଜିଳିକାଟୁ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…