Sign in
Sign in
Recover your password.
A password will be e-mailed to you.
ଅର୍ଡରର ୪୮ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍
ଭୁବନେଶ୍ଵର: ଅର୍ଡର ଦେବାର ୪୮ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ । ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ଡିଲର୍ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ!-->…
ବିଗିଡ଼ିଗଲା କେ.କବିତାଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର (ଜୁଲାଇ ୧୬) ହଠାତ୍ ଖରାପ ହୋଇଯାଇଛି। ସଙ୍ଗେ ସଙ୍ଗେ ଆକ୍ସନ ମୋଡରେ ଆସି ତିହାର ପ୍ରଶାସନ କବିତାଙ୍କୁ!-->…
ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ
ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି ।
ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା!-->!-->!-->…
କେନ୍ଦ୍ର ବଜେଟ୍ ୨୦୨୪ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ହାଲୱା ସମାରୋହ ଅନୁଷ୍ଠିତ
ନୂଆଦିଲ୍ଲୀ: ୟୁନିୟନ ବଜେଟ୍ ୨୦୨୪ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ଅର୍ଥାତ୍ ନର୍ଥ ବ୍ଲକ୍ରେ ହାଲୱା ସମାରୋହ ଆୟୋଜିତ ହୋଇଥିଲା। ନର୍ଥ ବ୍ଲକ୍ରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ହାଲୱା!-->…
ଭଙ୍ଗା ହେବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା
ଯାଜପୁର: ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା । ବଲ୍ଲେ ବଲ୍ଲେ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ଧର୍ମଶାଳା ବିଡିଓ । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ବିଡିଓ ।
ସୂଚନାଯୋଗ୍ୟ ଯେ, ବିନା ସରକାରୀ କାଗଜପତ୍ରରେ ଜଣେ ମହିଳା ବିଜେଡି!-->!-->!-->…
ବିଭିନ୍ନ ସମସ୍ୟାକୁ ନେଇ ନିମନ୍ତ୍ରଣ କଲେ ଲୋକେ: ମେୟର, କମିଶନରଙ୍କୁ ସାଙ୍ଗରେ ନେଇ ପହଞ୍ଚିଲେ ମନ୍ତ୍ରୀ
ବିଭିନ୍ନ ସମସ୍ୟାକୁ ନେଇ ଲୋକେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ମନ୍ତ୍ରୀ ଏକା ଗଲେନି। ମେୟର, କମିଶନର ଓ ସିଟି ଇଞ୍ଜିନିୟରଙ୍କୁ ସାଥିରେ ନେଇ ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ। ସେଠାରେ ଲୋକଙ୍କ ଅଭିଯୋଗ ଶୁଣିଲେ। ଆଉ ତୁରନ୍ତ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।!-->…
୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ । ଏହାସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ!-->…
ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ୧୪ ଦିନ ପାଇଁ ଜେଲ ହାଜତକୁ ଗଲେ ମୁଖ୍ୟ ଅଭିଯୁକ୍ତ
ମୁମ୍ବାଇର ୱର୍ଲି ହିଟ୍ ଆଣ୍ଡ ରନ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଆଜି କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜୁଲାଇ ୯ରେ ତାଙ୍କୁ ପୁଲିସ୍ ଗିରଫ କରିଥିଲା। ସେ ମଦ ନିଶାରେ ନିଜ ବିଏମଡବ୍ଲ୍ୟୁକୁ ଗୋଟିଏ ସ୍କୁଟି ଉପରେ ମଡ଼ାଇ ଦେଇଥିଲେ। ଏଥିଯୋଗୁ ଜଣେ!-->…
ଜୁଲାଇ ୨୦ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜୁଲାଇ ୨୦ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ, ଜୁଲାଇ ୧୯ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସ୍ଋଷ୍ଟି ହେବା ନେଇ!-->!-->!-->…
NTAର ଟ୍ରଙ୍କରୁ ନିଟ୍ ପ୍ରଶ୍ନପତ୍ର ଚୋରି କରିଥିବା ଇଞ୍ଜିନିୟର ଗିରଫ
ନିଟ-ୟୁଜି ପରୀକ୍ଷା କରୁଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରି ଲିକ୍ କରିଥିବା ଅଭିଯୋଗରେ ଆଜି ସିବିଆଇ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ଏମାନେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଚୋରି କରି!-->…