ମାଲକାନଗିରି ଜିଲ୍ଲାରେ ନବରଙ୍ଗପୁର ସାଂସଦଙ୍କ ସମୀକ୍ଷା ବୈଠକ

ମାଲକାନଗିରି : ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ବନଖଣ୍ଡ ଅଧିକାରୀ, ପ୍ରତାପ କଟ୍ଟାପଲ୍ଲୀ,…

ପୋଲିସ ସହ ଗୁଳିବିନିମୟ, ୯ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ଟଳିପଡିଲେ ୯ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସ- ମାଓବାଦୀ ଗୁଳିବିନିମୟ । ପୋଲିସ ଏନକାଉଣ୍ଟରରେ ୯ରୁ ଅଧିକ ହାର୍ଡକୋର ମାଓବାଦୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେବି ସର୍ଚ୍ଚ ଅପରେସନ…

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ‍‍ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ - ୨୦୨୪ ଅବସରରେ ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର…

ଚାଲୁ ହେବ ‘ଆମ ଓଡିଶା ନବୀନ ଓଡିଶା’ କାମ

ଭୁବନେଶ୍ବର: ପୁଣି ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ । ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ବିଧାୟକ ସିଦ୍ଧାନ୍ତ…

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନରେ ବନ୍ୟା ବିଭୀଷିକା, ୩୧ ମୃତ

ଆନ୍ଧ୍ରପ୍ରଦେଶରେ ବନ୍ୟା ବିଭୀଷିକା। ବୁଡ଼ିଲା ରେଳ ଷ୍ଟେସନ୍। ଧୋଇଗଲା ରେଳ ଟ୍ରାକ୍। ଭାସିଗଲା ଟ୍ରକ୍ ଓ କାର୍‌। ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି। ଛାତିକୁ ଥରାଇ ଦେଲା ଭଳି ଏଭଳି କିଛି ଦୃଶ୍ୟ ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ବନ୍ୟା ଓ ପ୍ରବଳ…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, ଏହି ମାମଲା ବିଚାରାଧୀନ ଅଛି

ଭୁବନେଶ୍ୱର : ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଧାନସଭାରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆମ ସରକାରଙ୍କ ବିଚାରଧୀନ ଅଛି । ହାଇକୋର୍ଟ ବେଞ୍ଚ ସମ୍ପର୍କରେ ଗତକାଲି ଗୃହରେ ଯେଉଁ ଲିଖିତ…

ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ

ଭୁବନେଶ୍ବର: ପୁଣି ସାଇବର ଠକଙ୍କ ଜାଲରେ ଆଉ ଜଣେ ପ୍ରଶାସନିକ ଅଧିକାରୀ । ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି । ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ ଖୋଲି ଲୋକଙ୍କ ପାଖକୁ ମେସେଜ କରି କରି ଟଙ୍କା ମାଗୁଛନ୍ତି…

କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଏକଦିବସୀୟ ରାଜ୍ୟ ସ୍ତରୀୟ ବ୍ଯାଡମିନ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ, ଗଷ୍ଟ ୩୧ ତାରିଖ ଦିନ ଜିଲ୍ଲା କ୍ରୀଡା ଅନୁଷ୍ଠାନ ପକ୍ଷରୁ ସମସ୍ତ ବର୍ଗର ଏକ ଦିବସୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି…

ଆସିକା ରାଜ ରାସ୍ତାରେ ଡ୍ରେନେଜ ପାଣି :ଡେଙ୍ଗୁ ପାଇଁ ନିମନ୍ତ୍ରଣ କରୁଛି ପୌର ପରିଷଦ…

ବ୍ରହ୍ମପୁର: ୩-୯ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଛତା ର ଡିମ ଡିଣ୍ଡିମ ପିଟୁଥିବା ବେଳେ ରାଜ ରାସ୍ତା ଉପରେ ଡ୍ରେନେଜ ପାଣି ଭାସୁଛି।ଆସିକା ସହରକୁ ସୁନ୍ଦର ସରସ କରିବାକୁ ବିଭିନ୍ନ ୱାର୍ଡ ରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଛି। ବିଭିନ୍ନ ରାସ୍ତା, ଡ୍ରେନେଜ, ପାର୍କ,…

ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ…

ନବରଙ୍ଗପୁର : କୋଡିଙ୍ଗା ବନାଞ୍ଚଳ ଅଧିନସ୍ଥ ବାଗିନୀ ଗ୍ରାମ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା କୁ୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ମୂଲଚାଲ ଚାଲିଥିବା ସମୟରେ ମାଡ଼ି ବସିଛନ୍ତି ବନବିଭାଗ କର୍ମଚାରୀ l ଫଳରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି l…