Sign in
Sign in
Recover your password.
A password will be e-mailed to you.
ଖୁବ୍ଶୀଘ୍ର ମରାମତି ହେବ ରତ୍ନଭଣ୍ଡାର, ହଜିଯାଇଥିବା ଚାବି ଷଡ଼ଯନ୍ତ୍ରର ହେବ ଖୁଲାସା: ଆଇନ ମନ୍ତ୍ରୀ
ଭୁବନେଶ୍ୱର: ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଖୁବ୍ ଶୀଘ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନା ଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରିବ। ଏଏସଆଇ ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ କରିସାରିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଦିନ ଗଣମାଧ୍ୟମକୁ କହିଛନ୍ତି ।!-->…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀଙ୍କ ମାଡ଼ରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ କାନ ପରଦା ଫାଟିଲା
ଚିକିଟୀ : ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯିବା ସହିତ ବିଦ୍ୟାଳୟ କାନ୍ଥରେ ଏନେଇ ଲିଖିତ ଭି ରହିଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରିପାରିବେ ନାହିଁ ବୋଲି ଶିକ୍ଷା ଅଧିକାର ଅଧିନିୟମରେ ବି ଉଲ୍ଲେଖ ରହିଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶନାମା ସବୁଯାଗରେ!-->…
AIADMK ପରେ BJP କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା
ତାମିଲନାଡ଼ୁରେ ଗତ 24 ଘଣ୍ଟା ମଧ୍ୟରେ ଦୁଇ ଜଣ ରାଜନୈତିକ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ଜଣେ AIADMK କର୍ମୀଙ୍କ ହତ୍ୟାକାଣ୍ଡକୁ 24 ଘଣ୍ଟା ନ ପୁରୁଣ ଅନ୍ୟ ଜଣେ BJP କର୍ମୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।
ଖବର ଅନୁସାରେ, ଗତକାଲି ରାତିରେ ତାମିଲନାଡୁର!-->!-->!-->…
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଏନବିଏସ ରାଜପୁତଙ୍କୁ ନିଯୁକ୍ତି
ଭୁବନେଶ୍ୱର : ଏନବିଏସ ରାଜପୁତ ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ । ୧୯୯୯ ବ୍ୟାଚର ଆଇଏଏସ ଅଧିକାରୀ ଏନବିଏସ ରାଜପୁତ । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଏନବିଏସ ରାଜପୁତଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ସରକାର!-->…
ତାମା ଦୋରାଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ଲାଗି ସଂଗ୍ରାମ ଜାରୀ ରହିବ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ବୀର ସହିଦ୍ ତାମା ଦୋରାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ ସମ୍ବାଦ ସାହିତ୍ୟ ଘରର ସଦସ୍ୟଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର!-->…
ଗୋପବନ୍ଧୁ ସେବା ସମିତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଚିକିଟୀ : ଏହି ଅଞ୍ଚଳର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି ତରଫରୁ ସ୍ଥାନୀୟ ଘାଟିମା ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଚିକିଟୀ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ!-->…
ପ୍ରଥମ ଦିନରେ ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର: ଆଜି ହୀରାକୁଦ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି । ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ତେବେ ଆଜି ଗୋଟିଏ ଦିନରେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍, ଦ୍ବିତୀୟ ପର୍ଯ୍ୟାୟରେ ଆଉ ୭ଟି ଗେଟ୍ ଏବଂ ତୃତୀୟ ପର୍ଯ୍ୟାୟରେ ଆଉ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମ ଦିନରେ ତିନୋଟି!-->…
ସହିଦ ଦିବସ ପୂର୍ବରୁ ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡର ଦାନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା ମାଓବାଦୀର ଆତ୍ମସମର୍ପଣ l ସୂଚନା ଅନୁଯାଇ ଦାନ୍ତେୱାଡା ଜିଲ୍ଲା ପୁଲିସ ଦ୍ୱାରା ଲୋନ ବାରଟୁ ଅଭିଯାନରେ ପ୍ରଭାବିତ ହୋଇ ଭୈରମଗଡ଼ ଏରିଆ କମିଟିର ଆରପିସିରେ ସକ୍ରିୟ ଦୁଇ ମହିଳା ମାଓବାଦ ଦାନ୍ତେୱାଡା ଡିଆରଜି!-->…
ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି ଶିଶୁ ଶ୍ରମିକ ଉଦ୍ଧାର
ହିଞ୍ଜିଳିକାଟୁ : ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍ବେଗ ଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଦିଗରେ ଶ୍ରମ ବିଭାଗ!-->…
୪ ବର୍ଷ ପରେ ଆପଣମାନଙ୍କୁ ଆଉ ଭୋଟ ଦେବାକୁ ପଡ଼ିବ ନାହିଁ : ଖୀଷ୍ଟିଆନମାନଙ୍କୁ କହିଲେ ଟ୍ରମ୍ପ
ଫ୍ଲୋରିଡା : ଆମେରିକାର ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଖ୍ରୀଷ୍ଟିଆନମାନଙ୍କୁ କହିଛନ୍ତି ଯେ ଯଦି ସେମାନେ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଭୋଟ୍ ଦିଅନ୍ତି, ତେବେ ସେ ସବୁକିଛି ଠିକ୍ କରିଦେବେ ଯାହାଫଳରେ ସେମାନଙ୍କୁ ଆଉ ଭୋଟ୍ ଦେବାକୁ ପଡ଼ିବ ନାହିଁ।!-->…