Sign in
Sign in
Recover your password.
A password will be e-mailed to you.
ଦୁଇ ବାଇକ ମୁହାଁ ମୁହିଁ ଧକାରେ ୩ ଆହତ..
ମାଲକାନଗିରି : ମାଲକାନଗିରିର ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମାଉଳିମା ଛକ ନିକଟରେ ଗତକାଲି ରାତ୍ର ପ୍ରାୟ ୮ଘଣ୍ଟିକା ସମୟରେ ଦୁଇ ବାଇକ ମୁହାଁ ମୁହିଁ ଧକା ହେବା ଫଳରେ ୩ଜଣ ଆହତ ହୋଇଛନ୍ତି । ପ୍ରତେକ୍ଷ ଦର୍ସୀଙ୍କ ସୂଚନା ମୁତବକ ଧୁରୁମା ଗୁଡା ସୋମନାଥ ମାଢି ଏବଂ ଧନ ନାଗ ହିରୋ!-->!-->!-->…
ୟୁନିଫର୍ମ ସର୍ଭିସକୁ ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ପ୍ରତୀକ ରୂପେ ପ୍ରତିଫଳିତ କରନ୍ତୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୟୁନିଫର୍ମ ସର୍ଭିସ୍ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡ଼ିଥାଏ। ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୁଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ!-->…
ସରକାରଙ୍କ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣାକୁ ସମାଲୋଚନା କଲେ ପ୍ରିୟଙ୍କା
ନୂଆଦିଲ୍ଲୀ : ଏଣିକି ପ୍ରତିବର୍ଷ ଜୁନ ୨୫ ତାରିଖକୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ୧୯୭୫ ମସିହା ଜୁନ ୨୫ରେ ଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏମର୍ଜେନ୍ସି ଲାଗୁ କରି ଗଣତନ୍ତ୍ରର ହତ୍ୟା କରିଥିବା ଅଭିଯୋଗ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ!-->…
ନାଟୋ କାର୍ଯ୍ୟକ୍ରମରେ ବାଇଡେନ୍ଙ୍କ ମତିଭ୍ରମ: ଜେଲେନସ୍କିଙ୍କୁ ‘ପୁଟିନ୍’ ଓ କମଳା ହାରିସଙ୍କୁ ‘ଟ୍ରମ୍ପ୍’ସମ୍ବୋଧନ କଲେ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆଉ ଏକ ବାକ୍-ସ୍ଖଳନ ଘଟଣା ତାଙ୍କ ଦଳକୁ ଚିନ୍ତାରେ ପକାଇଦେଇଛି। ଗୁରୁବାର (ସ୍ଥାନୀୟ ସମୟ) ଏକ ନାଟୋ କାର୍ଯ୍ୟକ୍ରମରେ ସେ ଭୁଲବଶତଃ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ‘ରାଷ୍ଟ୍ରପତି ପୁଟିନ୍’ ଓ କମଳା ହାରିସଙ୍କୁ!-->…
‘ନିଜକୁ କୋର୍ଟ ଭାବୁଛନ୍ତି ଦିଲ୍ଲୀ ଉପରାଜ୍ୟପାଳ, ବୁଦ୍ଧି ଖଟାଉ ନାହାନ୍ତି’
ନୂଆଦିଲ୍ଲୀ: ‘ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକସେନାଙ୍କ ବୁଦ୍ଧି ବିବେକ ହଜିଗଲାଣି। ସେ ନିଜକୁ କୋର୍ଟ ଭାବି ଦେଇଛନ୍ତି। ଫଳରେ ଆମ ନିର୍ଦ୍ଦେଶକୁ ବେଖାତିର କରିବାକୁ ସାହସ କରି ପାରୁଛନ୍ତି। ’ ସୁପ୍ରିମକୋର୍ଟଙ୍କ ଅନୁମତି ବିନା ଦିଲ୍ଲୀରେ ୧୧ଶହ ଗଛ କାଟିବାକୁ ଉପରାଜ୍ୟପାଳ ଅନୁମତି ଦେଇଥିବା!-->…
ଜେଲ୍ରେ କେଜ୍ରିୱାଲଙ୍କ ଜୀବନ ସହିତ ଖେଳାଯାଉଛି, ଓଜନ ହ୍ରାସ ଗୁରୁତର ରୋଗର ଲକ୍ଷଣ: ଚିନ୍ତା ପ୍ରକଟ କଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ ସହ ଜେଲ୍ରେ ଖେଳାଯାଉଛି। ପାର୍ଟି ପକ୍ଷରୁ ସାଂସଦ ସଞ୍ଜୟ ସିଂ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ପ୍ରଶ୍ନ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍ବେଗ!-->…
ଉପନିର୍ବାଚନରେ ବାଜି ମାରିଲେ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ
ସିମଲା : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ନିଜର ନିର୍ବାଚନ ଡେବ୍ୟୁରେ କମାଲ କରିଛନ୍ତି। ସେ ଦେହରା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବାଜିମାତ କରିଛନ୍ତି।ପ୍ରଥମଥର ପାଇଁ ସେ ନିର୍ବାଚନ ଲଢ଼ୁଥିବା ବେଳେ ବିଜୟୀ ହୋଇ ନୂଆ ସଫଳତା ପାଇଛନ୍ତି।!-->…
ତହସିଲଦାରଙ୍କ ଜ୍ଞାତ ସାରରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଜମି ମାଫିଆ ଙ୍କ କବ୍ଜାରେ : ବିଜେପି ସରକାରଙ୍କ ଜମି ଉଚ୍ଛେଦ…
ବ୍ରହ୍ମପୁର :- ଗତ ଦିନର ବିଜେଡି ଦଳୀୟ ଶାସନ କାଳରେ ଭୋଟରଙ୍କୁ ଅନୁକୁମ୍ପା ଦେଇ ଜମି କେଳାଙ୍କାରୀ କରି ଭୋଟ ହାତେଇ ଚାଲିଥିଲେ। ଯାହାର ଫଳ ସ୍ୱରୂପ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ଜମି, ଜଙ୍ଗଲ ଜମି,ବନ ସଂରକ୍ଷଣ ପାହାଡ଼,ପଥର ଖଣି, ଏପରିକି ଗୋଚର, ପତିତ ଗ୍ରାମକଣ୍ଟକ ଜମି ଗୁଡିକ ବେନିୟମ!-->…
ରାଏବଗା ପୋଲିସକୁ ମିଳିଛି ଏକ ବଡ଼ ସଫଳତା : ହତ୍ୟାକାରୀ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଧୀନରେ ଥିବା କାଦୋବାହାଲ ପଞ୍ଚାୟତର ବଘିୟାଖାଣ୍ଡି ଗ୍ରାମର ତୁଳା ମିଞ୍ଜ ୫୫ ବର୍ଷକୁ ହତ୍ୟା କରିଥିବା ଆସାମୀକୁ ଧରିବାରେ ସକ୍ଷମ ହେଲା ରାଏବଗା ପୋଲିସ l ସୁନ୍ଦରଗଡ଼ ଏସ ପି ପ୍ରିତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶ କ୍ରମେ ରାଏବଗା ଥାନା!-->…
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୭ତମ ପ୍ରତିଷ୍ଠା ଦିବସ
ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୭ତମ ସ୍ବନକ୍ଷତ୍ର ପ୍ରତିଷ୍ଠା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ପୌରହିତ୍ୟରେ ସମସ୍ତ କାର୍ଯ୍ୟ ସୁଚାରୂ ରୂପେ ସଂପାଦିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସରେ ଆସିକା!-->…