Sign in
Sign in
Recover your password.
A password will be e-mailed to you.
ଚିତି ନାଗ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ !
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଗଟିତାଙ୍ଗର ଗ୍ରାମରେ ଗତ କାଲି ପ୍ରାୟ ୧୦ ଟା ସମୟରେ ସବିତା କେରକେଟା(୩୬ ବର୍ଷ) ନିଜ ଘରେ ଜମିରେ ସୋଇଥିବା ବେଳେ ଗୋଟିଏ ଚିତି ନାଗସାପ ଘରର କବାଟ ତାଲୁରୁ ପଶି ସୋଇଥିବା ମହିଲାର ଡାହାଣ ହାତର କୁନି ଅଙ୍କାଗୁଳିରେ କାଟିଥିଲା |!-->…
ନିଖୋଜ ଥିବା ବୃଦ୍ଧାଙ୍କ ମୃତ ଦେହ ମିଳିଲା
ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଅଗସ୍ତିନୁଆଗାଁ ଗ୍ରାମପଞ୍ଚାୟତର ବଡ ନୋଳିଆନୂଆଗାଁ ଗ୍ରାମର ଏ.ଆଙ୍କାମ୍ମା (୬୮ ବର୍ଷ ) ଗତ ଗୁରୁବାର ତଥା ୧୧ ତାରିଖ ଠାରୁ ଗ୍ରାମ୍ୟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ l କିନ୍ତୁ ସେହି ଦିନଠାରୁ ଆଜି ସକାଳ ସୁଦ୍ଧା ସନ୍ଧାନ ମିଳିନଥିଲା l!-->…
ପ୍ରଶାସକ ଓ ସମାଜସେବୀଙ୍କ ବିୟୋଗରେ ଶୋକ ଶଭା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରତି ବଳିଷ୍ଠ ଅବଦାନ ରହିଥିବା ଦୁଇ ବ୍ୟକ୍ତି ବିଶେଶ ସମାଜସେବି ସ୍ୱର୍ଗତ କୁଞ୍ଜ ବିହାରୀ ସେନାପତି ତା ଜୁଲାଇ ୦୮ ତାରିଖ ଏବଂ ପୂର୍ବତନ ପ୍ରକଳ୍ପ ପ୍ରଶାସକ ଆ.ଇ.ଟି.ଡି.ଏ ଫୁଲବାଣୀ ଓ ବର୍ତମାନର ଅତିରିକ୍ତ ଜିଲ୍ଲାପାଳ ଗଜପତି ଜିଲ୍ଲା ସ୍ୱର୍ଗତଃ ବିରେନ୍ଦ୍ର!-->…
ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଅସରାଏ ବର୍ଷାରେ ଆସିକାରେ କୁତ୍ରିମ ବନ୍ୟା !
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କୁତ୍ରିମ ବନ୍ୟା। ତ୍ରୁଟିପୂର୍ଣ୍ଣ ଡ୍ରେନେଜ ନିର୍ମାଣ ଅନଭିଜ୍ଞ ଠିକାଦାର ଯୋଗୁଁ ଅସରାଏ ବର୍ଷା ହେବା ଫଳରେ ଦୀର୍ଘ ଘଣ୍ଟା ରାସ୍ତା ଉପରେ ବର୍ଷା ଜଳ ଜମି ରହିଛି। ଆସିକା ରେ ଗତ କିଛି ବର୍ଷ ହେଲା ସରକାରୀ ଅର୍ଥ ସହ ଖେଳ!-->…
କାଲି ଖୋଲିବ ରତ୍ନଭଣ୍ଡାର
କଟକ : କାଲି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପିକୁ ସରକାର ମଂଜୁର କରିଛନ୍ତି ବୋଲି ସେ କହିଛନ୍ତି।ଆଇନ ମନ୍ତ୍ରୀ କହିଛନ୍ତି, କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା!-->…
୧୩ ଆସନରେ ଉପ ନିର୍ବାଚନ: ବୃହତ୍ତ ବିଜୟ ଦିଗରେ ଇଣ୍ଡିଆ ବ୍ଲକ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏବେ ୭ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ୭ ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ ବୃହତ୍ତ ବିଜୟ ଦିଗରେ ଆଗକୁ ମାଡ଼ି!-->…
ରାହୁଲଙ୍କ ଭାବମୂର୍ତ୍ତି ବିଶ୍ୱସ୍ତରରେ ବୃଦ୍ଧି ପାଉଛି
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କ ଭାବମୂର୍ତ୍ତି ବିଶ୍ବସ୍ତରରେ ବୃଦ୍ଧି ପାଇବାରେ ଲାଗିଛି।ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ କଂଗ୍ରେସ ନେତାମାନେ କହିଛନ୍ତି ବିରୋଧୀଦଳର ନେତା ହେବା ପରେ ରାହୁଲ ଗାନ୍ଧୀଙ୍କ ସ୍ଥିତି ଅନ୍ତର୍ଜାତୀୟସ୍ତରରେ ବହୁତ!-->…
ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ଜଶସ୍ବୀ-ଗିଲ୍ଙ୍କ ଧୂଆଁଧାର ବ୍ୟାଟିଂ
ହରାରେ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍ର ଚତୁର୍ଥ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୱିକେଟରେ ପରାଜିତ କରି ସିରିଜ୍ ବିଜୟୀ ହୋଇଛି। ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆର ବିଜୟ ଅବା ପରାଜୟ ସିରିଜ୍ ବିଜୟ ଉପରେ କୌଣସି ପ୍ରଭାବ ପକାଇବ!-->…
କୋପ୍ରା ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତଙ୍କ ଚାଲିଗଲା ଜୀବନ
ମାଥିଲି: ମାଲକାନଗିରି ଜିଲ୍ଲା କୋପ୍ରା ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କର ସଦର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କ ନାମ ହେଲା ନରସିଂହ ସମରଥ।ଏଣେ ଏବେ କୋପ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ହୋଇଛି। ମାଥିଲି!-->…
ରାସନ ଦୁର୍ନୀତିକୁ ନେଇ ମନ୍ତ୍ରୀଙ୍କ ଚରମ ବାଣୀ, ଓଜନ କମିଲେ ହେବ ଜେଲ୍
ଭୁବନେଶ଼୍ବର, ୧୩।୦୭: ରାଜ୍ୟରେ ହେଉଥିବା ରାସନ ଦୁର୍ନୀତିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଚରମବାଣୀ ଶୁଣାଇଛନ୍ତି । ରାସନ କାର୍ଡଧାରୀଙ୍କୁ ଖରାପ ବ୍ୟବହାର କଲେ ସଂପୃକ୍ତ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଖାଦ୍ୟ ସାମଗ୍ରୀର ପରିମାଣ କମିଲେ ଡିଲରଙ୍କୁ ଜେଲ୍ ହେବ ବୋଲି!-->…