Sign in
Sign in
Recover your password.
A password will be e-mailed to you.
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼
ପେନସିଲଭେନିଆର ବଟଲରରେ ଶନିବାର ନିର୍ବାଚନ ପ୍ରଚାର କରୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା। ତେଣୁ ସେ ଅଳ୍ପକେ ବର୍ତ୍ତି!-->…
ରାଜ୍ୟପାଳଙ୍କୁ ଭେଟିଲେ ଏଏସଓଙ୍କ ପତ୍ନୀ, କହିଲେ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ମିଳିଛି
ଭୁବନେଶ୍ୱର: ପୁରୀରେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ଆଣିଥିବା ଏଏସ୍ଓଙ୍କ ପତ୍ନୀଙ୍କୁ ନ୍ୟାୟ ଦେବାକୁ ରାଜ୍ୟପାଳ ରଘୁବର ଦାସ ପ୍ରତିଶ୍ରୁତି ଦେଇଛନ୍ତି। ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସୟୋଜୀ ପ୍ରଧାନ ଶନିବାର ଭୁବନେଶ୍ୱରରେ ଗଣମାଧ୍ୟମ!-->…
ଅଶାନ୍ତ ଗଞ୍ଜାମ : ଝିଅକୁ ରକ୍ଷା କରିବାକୁ ଯାଇ ଦିବ୍ୟାଙ୍ଗ ବାପା ହତ୍ୟା ର ଶିକାର…..!
ଥାନା ନିକଟରେ ବଳତ୍କାର ଉଦ୍ୟମ ପରେ ହତ୍ୟା…….!
ଧରକୋଟ ରେ ଚାଞ୍ଚଲ୍ୟ… ସୁନା ଦୋକାନୀ କୁ ବାନ୍ଧି ବନ୍ଧୁକ ମୁନ ରେ କୋଟିଏ ଟଙ୍କାରୁ ଉର୍ଦ୍ଧ ସୁନା ରୂପ ଲୁଟ…
ଵ୍ରହ୍ମପୁର: ୧୪-୭ ଗଞ୍ଜାମ ଜିଲ୍ଲାରେ ଲୁଟେରା ଏବେ ସକ୍ରିୟ। ଧରାକୋଟ ଥାନା ସୁନା ମୋହି ଗ୍ରାମରେ ଥିବା ଶ୍ରୀ ରୁଦ୍ର ଶାଇ ସୁନା ଦୋକାନରୁ ଏକ କୋଟି ରୁ ଉଦ୍ଧ ଟଙ୍କାର ଲୁଟ ସ୍ୱର୍ଣ ଅଳଙ୍କାର ସହ ରୁପା ଓ ନଗଦ ଟଙ୍କା ଲୁଟି ନେଲେ ତିନି ଦୁର୍ବୁତ୍ତ l ଅଭିଯୋଗ କରିଛନ୍ତି ସ୍ବର୍ଣ୍ଣ ଅଳଙ୍କାର!-->…
ବ୍ରହ୍ମପୁର ମହାନଗର ନିଗମ ରେ ପୋଖରୀ ସୌନ୍ଦର୍ଯ୍ୟ କରଣ ରେ ମହା ଦୁର୍ନୀତ..!
ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନାମରେ ବି ହୋଇଛି ଲୁଟ…..!!
ଫୁଲବାଣୀ ପୌରାଧ୍ୟକ୍ଷାଙ୍କୁଅନାସ୍ଥା ପ୍ରସ୍ତାବ ଉପରେ ଦ୍ବିତୀୟ ଥର ପାଇଁ ନୋଟିସ ଜାରି କଲେ ଜିଲ୍ଲାପାଳ :ଚଳିତ ମାସ ୧୯…
ଫୁଲବାଣୀ: ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଛି ବିଜେପି। ତେବେ ରାଜ୍ୟର ଖୁବ କମ ପୌରାଞ୍ଚଳରେ ରହିଛନ୍ତି ଦଳୀୟ ଅଧ୍ୟକ୍ଷ/ଅଧ୍ୟକ୍ଷା। ସେଥିମଧ୍ୟରୁ ଫୁଲବାଣୀ ପୌର ପରିଷଦ ଅନ୍ୟତମ । ଏଠାରେ ଦଳର ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସିଧାସଳଖ ନିର୍ବାଚନରେ ବିଜୟୀ ହୋଇ ପୌରାଧ୍ୟକ୍ଷା!-->!-->!-->…
ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମ୍ପ୍ୟୁଟର କୌଶଳ ଦକ୍ଷତା ବଢ଼ାଇବା ପାଇଁ ପ୍ରଶିକ୍ଷଣ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗିରିସୋଲା ସ୍ଥିତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମ୍ପ୍ୟୁଟର କୌଶଳ ଦକ୍ଷତା ବଢ଼ାଇବା ପାଇଁ କୌଶଳୀ କ୍ଳବ୍ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟ ଉଦଯାପିତ ହୋଇଯାଇଛି। ଏଥିରେ ଚିକିଟୀ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ!-->…
ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ରାମ-ବଳରାମ ବେଶ
ଛତ୍ରପୁର : ଛତ୍ରପୁର ସହରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ଆଡ଼ପ ମଣ୍ଡପରେ ଶ୍ରୀ ଜୀଉଙ୍କ ୧୦ ଅବତାର ବେଶ ଲାଗି ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ଗହଳ ଚହଳ ଲାଗି ରହିଛି । ଛତ୍ରପୁର ସହରର ରିକାପଲ୍ଲୀ ଆଡ଼ପ ଘରେ ଏଵଂ ଉପରବଜାର ର ଦାସିରୀ!-->…
ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶରତ କୁମାର ମିଶଙ୍କ ୧୯ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ
ହିଞ୍ଜିଳିକାଟୁ ୧୩/୭ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ଶରତ ମିଶ୍ର ସ୍ମୃତି କମିଟି ସଭାପତି ଶିଶିର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ଶରତ କୁମାର ମିଶଙ୍କ ଉନବିଂଶ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ପୂର୍ବାହ୍ନ ରେ!-->…
ସ୍ବର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ଆନୁକୂଲ୍ୟରେ ସ୍ବର୍ଗତ ବୀରେନ୍ଦ୍ର ଦାସ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି l ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ଦିବଂଗତ ଆତ୍ମା ପ୍ରତି ଗଭୀର!-->…