ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରେ ଆକ୍ରମଣ, ଜଣେ ଯବାନ ସହିଦ

ପୁଣିଥରେ ଅଶାନ୍ତ ହୋଇଛି ମଣିପୁର। ଏଠାରେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରେ ଆକ୍ରମଣ କରିଛନ୍ତି ସନ୍ଦିଗ୍ଧ କୁକି ଆତଙ୍କବାଦୀ। ଆଜି ସକାଳ ୯.୪୦ରେ ମଣିପୁରର ଜିରିବାମ ଠାରେ ଏପରି ଘଟଣା ଘଟିଛି। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ସ୍ଥାନୀୟ ପୁଲିସ୍‌ର ଜଣେ କର୍ମଚାରୀ ଗୁରୁତର ଆହତ…

ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ମହତ ଉଦ୍ଦେଶ୍ୟ ନେଇ ଖୋଲାଗଲା ରତ୍ନଭଣ୍ଡାର: ମୁଖ୍ୟମନ୍ତ୍ରୀ

ପୁରୀ: ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର। ଅନ୍ତ ହେଲା ଦୀର୍ଘ ବର୍ଷର ଅପେକ୍ଷା। ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ।…

ଟ୍ରେନି IAS ପୂଜାଙ୍କ ଅଡି କାର୍‌କୁ ଜବତ କଲା ପୁଲିସ୍‌

ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ସେ ନିଜ ପଦର ଦୂରପଯୋଗ କରୁଥିବା ଅଭିଯୋଗ ହୋଇଛି। ଏବେ ପୂଜାଙ୍କ ଦାମୀ ଅଡି କାରକୁ ଜବତ କରିଛି ପୁଣେ ପୁଲିସ୍‌। ସେ ନିଜର ଅଡି କାର୍‌ରେ ବେଆଇନ ଭାବେ ନାଲି ବତୀ ଲଗାଇଥିଲେ। ଏଥିସହ ଏକାଧିକ ଥର ଟ୍ରାଫିକ ନିୟମ…

୧ଟା ୨୮, ଶୁଭ ମୁହୂର୍ତ୍ତରେ ଖୋଲିଲା ରତ୍ନଭଣ୍ଡାର

ପୁରୀ: ଅନେକ ବର୍ଷର ଅପେକ୍ଷାର ହେଲା ଅନ୍ତ । ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର । ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି…

ଗୌରବ ଗୋଗୋଇ ହେଲେ କଂଗ୍ରେସର ଲୋକସଭା ଉପ ମୁଖ୍ୟ

କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ସାଂସଦ ଗୌରବ ଗୋଗୋଇଙ୍କୁ ଲୋକସଭାରେ ଦଳର ଉପ ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି। ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ସହଯୋଗ କରିବେ। ଏଥିସହ ଦଳ ପକ୍ଷରୁ ଲୋକସଭାରେ ମୁଖ୍ୟ ସଚେତକ ଓ ଆଉ ଦୁଇ ଜଣ ସାଂସଦଙ୍କୁ ସଚେତକ ଭାବେ ମଧ୍ୟ ନିଯୁକ୍ତ…

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ପାଇଁ ସ୍ବତନ୍ତ୍ର ସିନ୍ଦୁକ, କାଠ ଉପରେ ପିତଳ ଛାଉଣୀ

ପୁରୀ: ଆଉ ମାତ୍ର କିଛିଟା ମୁହୂର୍ତ୍ତ । ୪୬ ବର୍ଷ ପରେ ଖୋଲିବ ମଣିମାଙ୍କ ରତ୍ନଭଣ୍ଡାର । ଏହାରି ଭିତରେ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ନିର୍ଦ୍ଧାରିତ ୧୧ଜଣ ସଦସ୍ୟମାନେ ଶ୍ରୀମନ୍ଦିରରେ ପ୍ରବେଶ କରିସାରିଲେଣି । ଏଥିପାଇଁ ପୁରୀ ଶ୍ରୀମନ୍ଦିରେ ଆସି ପହଞ୍ଚିଛି ସ୍ବତନ୍ତ୍ର ବରାଦରେ…

ତାମିଲନାଡୁ ବିଏସ୍‌ପି ମୁଖ୍ୟଙ୍କ ହତ୍ୟା ଘଟଣା: ପୁଲିସ୍ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ନିହତ

ତାମିଲନାଡୁର ବହୁଜନ ସମାଜ ପାର୍ଟି (BSP) ମୁଖ୍ୟ କେ ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଶନିବାର ରାତିରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ମୃତକଙ୍କ ନାଁ ତିରୁବେଙ୍ଗଦାମ। ତାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିଲା। ୨୦୧୫ ମସିହାରେ ତିରୁବଲ୍ଲୁର…

ଖୁବ ଶୀଘ୍ର ପୁରଣ ହେବ ବିଶ୍ଵ ବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ: ରାଜ୍ୟପାଳ

ଭୁବନେଶ୍ଵର: ରାଜ୍ୟର ବିଶ୍ଵ ବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳ ତଥା ବିଶ୍ଵ ବିଦ୍ୟାଳୟ ସମୂହର କୁଳାଧିପତି ରଘୁବର ଦାସ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଗତକାଲି ରାଜ ଭବନରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ…

ଅନନ୍ତ ଓ ରାଧିକାଙ୍କୁ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

‘ଶୁଭ ଆଶୀର୍ବାଦ’ ସମାରୋହରେ ଯୋଗ ଦେଇ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କୁ ଆଶୀର୍ବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନନ୍ତ ଓ ରାଧିକଙ୍କ ବିବାହର ଗୋଟିଏ ଦିନ ପରେ ଅର୍ଥାତ୍ ଶନିବାର (ଗତକାଲି) ‌ଏହି ଶୁଭ ଆଶୀର୍ବାଦ ସମାରୋହ ଅନୁଷ୍ଠିତ ହୋଇଥିଲା। ଅମ୍ବାନୀ ପରିବାରର…

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ଗତକାଲି ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ଵରରେ ପହଞ୍ଚିଥିଲେ । ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ…