Sign in
Sign in
Recover your password.
A password will be e-mailed to you.
ଧ୍ବଂସ ଅଭିମୁଖେ ସଂରକ୍ଷିତ ଜଙ୍ଗଳ :ଜଙ୍ଗଳ ସଫା ହୋଇ ଚାଷ ଜମି ପାଲଟୁଛି ହାତିଗାଁ ସଂରକ୍ଷିତ ଜଙ୍ଗଳ…
ବନ ବିଭାଗ ର ଜ୍ଞାତ ସାରରେ ଚାଲିଛି ଜଙ୍ଗଲ କଟା...!
ସ୍ୱାମୀ ର ପରକୀୟ ପ୍ରୀତ କୁ ବାରଣ କରିବାରୁ ସ୍ତ୍ରୀ କୁ ପିଟିଲା ସ୍ୱାମୀ : ଭାଇର ବର୍ବର ଅମାନୁଷିକ କାଣ୍ଡ ସହି ନ ପାରି…
ଉମରକୋଟ /ରାଇଘର(୧୫/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନରେ ଥିବା ଉଦୟପୁର ଡିଏନକେ ଗ୍ରାମର କମଲ ମିସ୍ତ୍ରୀ ( ୪୪)ପିତା କାଲିପଦ ମିସ୍ତ୍ରୀ ବିଗତ ୧୧/୦୭/୨୦୨୪ ରିଖ ନିଜ ସ୍ତ୍ରୀକୁ ମାଡ଼ ମାରିବା ଫଳରେ ଗୁରୁତର ଅବସ୍ଥାରେ ଲହୁ ଲୁହାଣ ହୋଇ ସ୍ତ୍ରୀ ବର୍ତମାନ ଡାକ୍ତର ଖାନାରେ!-->!-->!-->…
ଦେଶୀ ବନ୍ଧୁକ ଜବତ : ଅଭିଯୁକ୍ତ ଗିରଫ…
ବାଲିଗୁଡ଼ା:: ଜମିବାଡ଼ି ବିବାଦକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁ ରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଅପର ପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ବାଲିଗୁଡ଼ା!-->!-->!-->…
ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ଓ ବିଧାୟକ
ମାଲକାନଗିରି /ପଡିଆ : କିଛିଦିନ ତଳେ ବିୟୋଗ ହୋଇଥିବା ମାଲାକନଗିରି ଜିଲ୍ଲାର ପୂର୍ବତନ ବିଧାୟକ ଆଦିତ୍ୟ ମାଡିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ତାଙ୍କ ନିଜସ୍ଵ ଗ୍ରାମରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀର!-->…
ସୂଚନାଦାତା ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ମାଓବାଦୀ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସ ଜଣେ ମାଓବାଦୀକୁ ଗିରଫ କରିଛି। ଉକ୍ତ ମାଓବାଦୀ ଜଣଙ୍କ ମାଓ ସଂଗଠନର ସକ୍ରୀୟ ମାଓବାଦୀ ରାମା ତେଲାମ ବୋଲି ଜଣା ପଡିଥିବା ବେଳେ ତାକୁ କୁଟରୁ ଥାନା ଅନ୍ତର୍ଗତ ତେଲିପେଂଟା ଗ୍ରାମରୁ ଗିରଫ କରାଯାଇଛି। ତଥ୍ୟ!-->…
ଛତ୍ରପୁର ଠାରେଭାରତୀୟ ମଜଦୁର ସଂଘର ସାଧାରଣ ବୈଠକ
ଛତ୍ରପୁର : ଛତ୍ରପୁର ମନୁମାନ ମନ୍ଦିର ପ୍ରାଙ୍ଗଣରେ ବିଏମ୍ଏସ୍ ଜ଼ିଲ୍ଲା ସଭାପତି ଡ଼ଃ ଭବାନୀ ଶଙ୍କର ଦାଶ ଙ୍କ ସଭାପତିତ୍ୱ ରେ ଭାରତୀୟ ମଜଦୁର ସଂଘ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀପ ପ୍ରଜଲନ ସହ ଏହି ବୈଠକ ପ୍ରାରମ୍ଭ କରାଯାଇଥିଲା । ଉକ୍ତ ବୈଠକ ଜ଼ିଲ୍ଲା ସମ୍ପାଦକ ଏବଂ ବ୍ଲକ!-->…
ମହାନ୍ ସଂଘର ଚଳିତ ବର୍ଷର ମୁଖ୍ୟ ଥିମ୍ : ଶାନ୍ତ ପୃଥିବୀ – ସବୁଜ ପୃଥିବୀ
ବ୍ରହ୍ମପୁର ୧୪/୭ : ବ୍ରହ୍ମପୁର ରୁ ଆରମ୍ଭ ହୋଇ ଚାଳିଶି ବର୍ଷ ଧରି ନିସ୍ବାର୍ଥପର ସେବା କରି ସାରା ଦେଶ ରେ ସୁନାମ ଅର୍ଜନ କରି ଥିବା ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ର ଏକ ବନ୍ଧୁ ମିଳନ ଉତ୍ସବ ବିଶ୍ବ ନିକେତନ ପରିଷରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ!-->…
ସରକାରଙ୍କ ଜବରଦଖଲ ଉଛେଦନେଇ ସିଟିଜେନ ଫୋରମ ବୈଠକରେ ପ୍ରତିକ୍ରିୟା
ଫୁଲବାଣୀ : ଫୁଲବାଣୀ ବନାନୀ କଳା ସଂଗମ ପରିସରରେ କନ୍ଧମାଳ ଜିଲ୍ଲା ସିଟିଜେନ ଫୋରମ ପକ୍ଷରୁ ଏକ କାର୍ଯ୍ୟକାରି ବୈଠକ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଆଜିର!-->…
ପାଇପ୍ ଫାଟି ଭାସୁଛି ପାଣି
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୫ ପାଟଣା ସାହିରେ ଜନସ୍ବାସ୍ଥ୍ୟ ବିଭାଗର ପାଇପ୍ ଫାଟି ପାଣି ନଷ୍ଟ ହେଉଛି।ପାନୀୟ ଜଳ ସଙ୍କଟକୁ ଦୂର କରିବାକୁ ରାଜ୍ୟ ସରକାର ଦିନରାତି ‘ଟ୍ୟାପ୍ ଟୁ ଓ୍ବାଟର’ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ!-->…
ଡାଲା ଅଟୋ ସହ ଟିଭିଏସ ଏକ୍ସଏଲ ମୁହିଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର
ହିଞ୍ଜିଳିକାଟୁ : ବେଲଗାଁ ଥାନା ଗଣ୍ଡଳା ଝାଡଖଣ୍ଡି ନାଳ ନିକଟରେ ରବିବାର ଅପରାହ୍ନରେ ଡାଲା ଅଟୋ ସହ ଟିଭିଏସ ଏକ୍ସଏଲ ମୁହିଁମୁହିଁ ଧକ୍କା ଘଟିଛି । ଦୂର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ବ୍ରହ୍ମପୁର ସଦର ଥାନା!-->…