Sign in
Sign in
Recover your password.
A password will be e-mailed to you.
କାଲିମେଳା ସେକ୍ସନ କାର୍ଯ୍ୟାଳୟର ନୂଆ କୋଠା ଉଦଘାଟନ କଲା ଟିପିଏସ୍ଓଡିଏଲ୍…
ମାଲକାନଗିରି : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରି ଡିଭିଜନ୍ ଅନ୍ତର୍ଗତ କାଲିମେଳା ସେକ୍ସନ ଅଫିସର ନୂଆ କୋଠା ଉଦଘାଟନ କରାଯାଇଛି । ଏହି ନୂଆ କାର୍ଯ୍ୟାଳୟରେ କର୍ମଚାରୀମାନେ ଗୁଣାତ୍ମକ କାର୍ଯ୍ୟ ପରିବେଶ ପାଇବା ସହ!-->…
ତିନି ଲକ୍ଷ ପାଇଁ ନିଜ ଅପହରଣର ନାଟକ ରଚିଥିଲା ଅଭିଯୁକ୍ତ
ନୂଆପଡା: ନିଜ କାହାଣୀର ନିଜେ ନାୟକ ଏବଂ ନିଜେ ହିଁ ଖଳନାୟକ । ଟଙ୍କା ପାଇଁ ନିଜେ ରଚିଥିଲେ ନିଜର ଅପହରଣ । ବାପାଙ୍କ ପାଖକୁ ୩ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିଜେ ନିଜର ଅପହରଣ ନାଟକ ରଚିଥିଲେ ଅଭିଯୁକ୍ତ । ଶେଷରେ ପଡିଲେ ପୋଲିସ ହାତରେ । ଏପରି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା!-->…
ଜୁନ ୨୫ ଏଣିକି ‘ସମ୍ବିଧାନ ହତ୍ୟା ଦିବସ’
ନୂଆଦିଲ୍ଲୀ : ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଘୋଷଣା କରିଛନ୍ତି। ଏଥିସହ ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ!-->!-->!-->…
୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଗାଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ
ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ପ୍ରଭାକର ।
ସୂଚନା!-->!-->!-->…
ୟୁକ୍ରେନ ଲୋକେ ନିଜ ହାତଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଦେଉଛନ୍ତି ଲମ୍ବା ଲାଇନ
କିଭ୍: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଏକ ଅଦ୍ଭୁତ ଧାରା ଦେଖାଯାଉଛି। ଏଠାରେ ଅନେକ ଲୋକେ ନିଜ ହାତ ଓ ଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଲମ୍ବା ଲାଇନ ଦେଉଛନ୍ତି। ଏହା ସହିତ ଟେଲିଗ୍ରାମରେ ଅନେକ ବିଜ୍ଞାପନ ମଧ୍ୟ ଦୃଶ୍ୟମାନ ହେଉଛି ଯେଉଁଥିରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହି!-->…
ବିଜେଡି ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ
ଭୁବନେଶ୍ୱର: ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ବିଜେଡି ହିଁ ବିଜେଡିକୁ ହରାଇଛି ବୋଲି କହିଲେ ନୃସିଂହ। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ ବୋଲି କହିଛନ୍ତି ନୃସିଂହ ସାହୁ ।
ନୃସିଂହ କହିଛନ୍ତି ଯେ, ବହୁତ କ୍ଷେତ୍ରରେ ବିଜେଡି ଲୋକ ହିଁ!-->!-->!-->…
ମହାରାଷ୍ଟ୍ରରେ ହୋଟେଲ ରାଜନୀତି : ନିଜ ନିଜ ବିଧାୟକଙ୍କୁ ଲୁଚାଇବା ପରେ ଏବେ ଭୋଟିଂ ଜାରି
ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦର ୧୧ଟି ଆସନ ପାଇଁ ଶୁକ୍ରବାର ନିର୍ବାଚନ ହେଊଛି। ଶାସକ ଦଳ ତଥା ସହଯୋଗୀ ଦଳ ସହିତ ବିରୋଧୀ ମହା ବିକାଶ ଅଘାଡି (ଏମଭିଏ) ନିଜ ନିଜ ବିଧାୟକଙ୍କୁ ଲୁଚାଇବାରେ ବ୍ୟସ୍ତ ଅଛନ୍ତି। ନିର୍ବାଚନରେ କ୍ରସ-ଭୋଟିଂକୁ ଭୟ କରୁଥିବାରୁ ଦଳମାନେ ସେମାନଙ୍କର!-->…
ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍: ସମୀର ଦେ
ଭୁବନେଶ୍ବର: ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କଲେ ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଏଭଳି ଏକ ଦାବୀ କରିଛନ୍ତି ସମୀର। ସମୀର କହିଛନ୍ତି ଯେ, ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍ ।
ସମୀର ଦେ ଆହୁରି ମଧ୍ୟ କହିଛନ୍ତି ଯେ,!-->!-->!-->…
ଆମେ ସଂକଳ୍ପପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ, ଆମ ପାଇଁ ଚ୍ୟାଲେଞ୍ଜ କିଛି ନାହିଁ: ପୃଥୀରାଜ ହରିଚନ୍ଦନ
ଭୁବନେଶ୍ବର: ସରକାରକୁ ମାସେ ପୂରିଲା। ଆମେ ୧୦୦ ଦିନର ମାପଦଣ୍ଡରେ ସଂକଳ୍ପ ପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ। ଆମ ପାଇଁ ଚ୍ୟାଲେଞ୍ଜ କିଛି ହେବ ନାହିଁ। ଏଭଳି ଦୃଢ଼ୋକ୍ତି କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି, ସରକାର ଭାବେ ଶପଥ ନେଲା ପରେ ଆମେ!-->…
ଗତ ବର୍ଷ ତୁଳନାରେ ଏବର୍ଷ ବେଶୀ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ ଏଯାବତ୍ ମୋଟ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ଗତବର୍ଷ ୨୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ଚଳିତବର୍ଷ ଖୋର୍ଦ୍ଧାରୁ!-->!-->!-->…