ତାପଙ୍ଗ ଖଣି ପାଣିରୁ ମିଳିଲା ନିଖୋଜ ଓମ୍‌ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା: ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ। ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସିଲା ମୃତଦେହ। ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ। ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି…

ଭୂସ୍ଖଳନ ପରେ ଭାସିଗଲା ବସ୍; ୬୩ ଜଣଙ୍କ ପତ୍ତା ମିଳୁନି

ନେପାଳରେ ଭୟଙ୍କର ଭୂସ୍ଖଳନ। ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେବା ଫଳରେ ନଦୀରେ ୨ଟି ବସ୍ ଭାସି ଯାଇଥିବା ସୂଚନା ମିଳିଛି। ଫଳରେ ବସରେ ଥିବା ୬୩ ଜଣ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ ଏହି ଅଘଟଣ ଘଟିଛି। ଗତକାଲି…

ବିଏମସିକୁ ହାଇକୋର୍ଟଙ୍କ ତାଗିଦ୍, ୩ ଦିନ ମଧ୍ୟରେ ମୃତ୍ୟୁ ସାର୍ଟିଫିକେଟ ଦିଅ

କଟକ : ବିଏମସିକୁ ହାଇକୋର୍ଟଙ୍କ ତାଗିଦ୍ । କୋଭିଡରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଅସହାୟ ପତ୍ନୀଙ୍କୁ ୩ ଦିନ ମଧ୍ୟରେ ମୃତ୍ୟୁ ସାର୍ଟିଫିକେଟ ସହିତ ଅନ୍ୟାନ୍ୟ କାଗଜପତ୍ର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏହା ସହ ବିଏମସି କମିଶନର ବିଭିନ୍ନ…

ତହସିଲଦାରଙ୍କ ଅଜାଣତରେ କନ୍ଧମାଳ ଜିଲ୍ଲାରେ ଜମି ଜବରଦଖଲ : ବିଜେପି ସରକାରଙ୍କ ଜମି ଉଚ୍ଛେଦ କେବେ.. ?

ଫୁଲବାଣୀ :- ଗତ ଦିନର ଦଳୀୟ ଶାସନ କାଳରେ ଭୋଟରଙ୍କୁ ଅନୁକୁମ୍ପା ଦେଇ ଭୋଟ ହାତେଇ ଚାଲିଥିଲେ। ଯାହାର ଫଳ ସ୍ୱରୂପ କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଜମି, ଜଙ୍ଗଲ ଜମି,ବନ ସଂରକ୍ଷଣ ପାହାଡ଼,ପଥର ବଣି, ଆଦିବାସୀଙ୍କ ଜମି, କଲେଜ ଜମି, ଫୁଲବାଣୀ ପିଲା ସାଲୁଙ୍କି କ୍ବାଟର,ଏମ ଆଇ କ୍ବାଟର,…

ହେରା ପଞ୍ଚମୀ ବିଧାନ : ଦର୍ଶନ ପାଇଁ ବିପୁଳ ଜନସମାଗମ

ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାରହିଞ୍ଜିିଳିକାଟୁ : ରଥଯାତ୍ରାର ପଞ୍ଚମ ଦିବସରେ ଆଜି ହେରା ପଞ୍ଚମୀର ନାଟକୀୟ ବିଧାନ ଦର୍ଶନ ପାଇଁ ସ୍ଥାନୀୟ ଆଡପ ମଣ୍ଡପ ପରିସରରେ ବିପୁଳ ଜନସମାଗମ ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ , ଅଗ୍ରଜ ଭ୍ରାତା ବଳଭଦ୍ର ଓ ଭଗ୍ନି ଦେବୀ ସୁଭଦ୍ରାଙ୍କ ସହ ସ୍ୱତନ୍ତ୍ର…

ସୀମାନ୍ତରେ ଚାରି ସକ୍ରିୟ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଇନାମୀ ମାଓବାଦୀ ସମେତ ଚାରିଜଣ ସକ୍ରିୟ ମାଓବାଦୀଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ l ସୂଚନା ଅନୁଯାଇ ସରକାରଙ୍କ ପୁନର୍ବାସ ନୀତି ଏବଂ ଜିଲ୍ଲା ପୁଲିସର ନିୟଦ ନେଲ୍ଲା ନାର ଯୋଜନାରେ ପ୍ରଭାବିତ ହୋଇ ଗୁରୁବାର ଦିନ ଜଣେ…

ଆଇଓସିଏଲ ପକ୍ଷରୁ ଚାରାରୋପଣ ସହ ସ୍ୱଚ୍ଛତା ସଚେତନତା ଶିବିର

ଆସିକା : ଆସିକା ବ୍ଳକ ହରିଡାପଦର ପଞ୍ଚାୟତ କୁମ୍ଭାରୀ ବୈଦ୍ୟ ରଘୁନାଥ ବିଦ୍ୟାପିଠ ପରିସରରେ ଗୁରୁବାର ଆଇଓସିଏଲ ପକ୍ଷରୁ ଚାରାରୋପଣ ସହ ସ୍ୱଚ୍ଛତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶେଷଦେବ ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ…

ଦୁଇ ସନ୍ତାନ ଆଇନ ପ୍ରଣୟନ ଦାବୀରେ କନ୍ଧମାଳ ଜିଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

ଫୁଲବାଣୀ : ଦେଶର ଦୃତ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଫୁଲବାଣୀଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତୀକ ଧାରଣା ଦେବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କୁ ଏକ ଦାବୀପତ୍ର ପ୍ରଦାନ…

ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଂପର୍କରେ ସାମାଜିକ ବ୍ୟବହାର ପରିବର୍ତ୍ତନ ସଚେତନତା

ଫୁଲବାଣୀ : ଅଗ୍ରଣୀ ଅନୁଷ୍ଠାନ ସ୍ୱାତୀ ଓ କ୍ରାଏର ମିଳିତ ସହଯୋଗରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଂପର୍କରେ କିପରି ସବୁ ସ୍ତରରେ ବ୍ୟବହାର ପରିବର୍ତ୍ତନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହୋଇଜାଇଅଛି । ଏଥିରେ ଆଗ ଧାଡି ସ୍ୱାସ୍ଥ୍ୟ…

ଆଗାମୀ ଲୋକସଭା ଅଧିବେଶନରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉଠେଇବା ସହିତ ଏହାର ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି

ଫୁଲବାଣୀ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଓ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ଜିଲ୍ଲାର ବିଭିନ୍ନ ବିଭାଗର…