Sign in
Sign in
Recover your password.
A password will be e-mailed to you.
ସିବିଆଇକୁ କହିଲେ କର୍ଣ୍ଣାଟକା ସରକାର: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଧରିବାକୁ ଅଲଗା ରାଷ୍ଟ୍ରର ସହାୟତା ନିଅ
ବେଙ୍ଗାଲୁରୁ : ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଧରିବା ପାଇଁ ସିବିଆଇ ବିଦେଶ ରାଷ୍ଟ୍ରର ସହାୟତା ନେଉ ବୋଲି ଆଜି କର୍ଣ୍ଣାଟକା ସରକାର କହିଛନ୍ତି। ସେହିପରି ସିବିଆଇ ମଧ୍ୟ ପ୍ରଜ୍ଜ୍ୱଳଙ୍କ ବିରୋଧରେ ବ୍ଲ୍ୟୁ କର୍ଣ୍ଣର ନୋଟିସ ଜାରି କରିବାକୁ ପଦକ୍ଷେପ ନେଇପାରେ। ପୂର୍ବରୁ!-->…
ମୋଦିଙ୍କୁ ଜବାବ ଦେଲେ ପ୍ରିୟଙ୍କା: କହିଲେ- ଶେହନଶାହ ରାଜମହଲରେ ରହୁଛନ୍ତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ନିର୍ବାଚନ ରାଲିରେ ରାହୁଲ ଗାନ୍ଧିଙ୍କୁ ଶେହଜାହା କହି ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏ ସମ୍ପର୍କରେ ରାହୁଲ ଗାନ୍ଧି କିଛି କହୁ ନଥିବା ବେଳେ ଆଜି ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହାର ଜବାବ ଦେଇଛନ୍ତି। ସେ ମୋଦିଙ୍କୁ!-->…
‘ବନ୍ଧୁକ ମୁନରେ ମୋ ସହ ଦୁଷ୍କର୍ମ କରିଛନ୍ତି ପ୍ରଜ୍ଜ୍ୱଳ’
ବେଙ୍ଗାଲୁରୁ : ଅଶ୍ଳୀଳ ଭିଡିଓ ମାମଲାରେ ଫଶି ଥିବା ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଦିନ କୁ ଦିନକୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାରନାମା। ତାଙ୍କ ବିରୋଧରେ ଜେଡିଏସ୍ର ଜଣେ କର୍ମୀ ଏବେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବନ୍ଧୁକ ମୁନରେ ଜେଡିଏସ୍ ସାଂସଦ ତାଙ୍କ ସହ!-->…
ଆସିକା ସଂସଦୀୟ କ୍ଷେତ୍ର ରେ ସାଂସଦ ଟିକେଟ ଦେବା ବିଜେଡ଼ି କୁ ମହଙ୍ଗା ପଡ଼ିବ କି ….?
ଏମ.ପି ଓ ବିଧାୟିକା ଗୋଷ୍ଟି ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି……
ଅଞ୍ଚଳା ଠାରେ କଂଗ୍ରେସର କର୍ମୀ ସମ୍ମିଳନୀ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ନିର୍ବାଚନ ମଣ୍ଡଲିର ଭୋଟ ଯେତିକି ଯେତିକି ପାଖେଇ ଆସୁଛି ଦଳୀୟ ପ୍ରାର୍ଥୀଙ୍କ ହୃଦୟର ସ୍ପନ୍ଦନ ସେତିକି ସେତିକି ବଢିବାରେ ଲାଗିଛି।ନିର୍ବାଚନ ବିଗୁଲ ବାଜିବା ପରଠାରୁ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ମାନଙ୍କର ଆଖିରୁ ନିଦ ହଜିଯାଇଛି।!-->…
ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ
ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ଏହି ନିର୍ବାଚନରେ ସେ କୌଣସି ଦଳୀୟ ଟିକେଟ୍ରେ ନିର୍ବାଚନ ନଲଢ଼ି ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଘସିପୁରାରେ ଏକ ବିଶାଳ ଜନସଭା!-->…
ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ତଥା ମିଶନ ଶକ୍ତି ବିଭାଗର ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧!-->…
୪୪.୬ ଡ଼ିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କାଳବୈଶାଖୀ ପ୍ରଭାବରେ ଗତ ବୁଧବାର ସନ୍ଧ୍ୟାରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଆଜି ତାପମାତ୍ରାରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ!-->…
ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି ହେଲେ ଗୌତମ ସିଙ୍ଘାନିଆ
ନୂଆଦିଲ୍ଲୀ: ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି(ପରିଚାଳନା ନିର୍ଦ୍ଦେଶକ) ହେଲେ ଗୌତମ ସିଙ୍ଘାନିଆ। ଗତ ବର୍ଷ ପତ୍ନୀଙ୍କ ସହ ବିବାଦ ଥିବା ନେଇ ଜଣାପଡ଼ିବା ପରେ ଚର୍ଚ୍ଚାକୁ ଆସିଥିଲେ ଗୌତମ। ଏହି କାରଣରୁ ତାଙ୍କ ପଦବୀ ଚାଲିଯାଇପାରେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏବେ!-->…
ଗାଧୋଇବା ବେଳେ ବୁଡ଼ିଗଲେ ଯୁକ୍ତ ଦୁଇ ଛାତ୍ର
ସାଲେପୁର : ସାଲେପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ସାଲେପୁର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି l ମୃତ ଛାତ୍ର ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗାଁର ଅମୁଲ୍ୟ ବେହେରାଙ୍କ ପୁଅ ପ୍ରିତିରଞ୍ଜନ ବେହେରା l ପ୍ରୀତରଞ୍ଜନ ସାଙ୍ଗଙ୍କ ସହ!-->…