Sign in
Sign in
Recover your password.
A password will be e-mailed to you.
୩୫ ଦିନ ମଧ୍ୟରେ ବୁକିଂ ହେବ LPG ସିଲିଣ୍ଡର, ନିୟମ ପରିବର୍ତ୍ତନ ନେଇ ବିବୃତ୍ତି ଜାରି କଲେ ସରକାର
ନୂଆଦିଲ୍ଲୀ : LPG ସିଲିଣ୍ଡର ବୁକିଂ ସମ୍ପର୍କରେ ଏକ ନୂଆ ଖବର ପ୍ରକାଶ ପାଉଛି । ଯାହାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ବିଭିନ୍ନ ଲୋକଙ୍କୁ ଗ୍ୟାସ ବୁକିଂ ପାଇଁ ବିଭିନ୍ନ ସମୟ ଅପେକ୍ଷା କରିବାକୁ ପଡିବ । ଯାହାର ଖବର ସୋସିଆଲ ମିଡିଆରୁ ସୂଚନା ମିଳିଛି । କିନ୍ତୁ ଏନେଇ!-->…
ଆମେ ଯୁଦ୍ଧ ଜିତି ସାରିଛୁ, ବୁଝାମଣା ପାଇଁ ଇରାନ ବ୍ୟାକୁଳ: ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । କହିଛନ୍ତି, ଆମେ ଜିତି ସାରିଛୁ, ଇରାନ ଏବେ ବୁଝାମଣା ପାଇଁ ବ୍ୟାକୁଳ । ଇରାନରେ ଆମକୁ ବଡ଼ ସଫଳତା ମିଳିଛି । ସେମାନଙ୍କ ପାଖରେ ଏବେ ନା ଅଛି ନୌସେନା, ନା ବାୟୁସେନା କିମ୍ବା କୌଣସି ରାଡାର୍। ସେମାନଙ୍କର ନେତାମାନେ ମଧ୍ୟ ଆଉ!-->…
ସୀମା ଟପିଲା ପ୍ରଦୂଷଣ, ଦିଲ୍ଲୀ ନମ୍ବର-୧ ପ୍ରଦୂଷିତ ରାଜଧାନୀ
ନୂଆଦିଲ୍ଲୀ : ଦିଲ୍ଲୀ ନମ୍ବର-୧ ପ୍ରଦୂଷିତ ରାଜଧାନୀ । ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ହେଉଛି ଦିଲ୍ଲୀ । ୨୦୨୫ର ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ଅନୁସାରେ, ଦିଲ୍ଲୀ କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ହୋଇଛି । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା!-->…
ମହିଳାଙ୍କ ଘରେ ଚାଲିଥିଲା ହାଇପ୍ରୋଫାଇଲ୍ ଜୁଆ ଆଡ୍ଡା: ବଡ଼ବଜାର ପୋଲିସର ଚଢ଼ାଉ, ୫ ମହିଳାଙ୍କ ସମେତ ୧୧ ଜୁଆଡ଼ି ଗିରଫ
ବ୍ରହ୍ମପୁର, ୨୫/୩ : ସହରର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଜଣେ ମହିଳା ନିଜ ଘର ଭିତରେ ଏହି ଆଡ୍ଡା ଚଳାଉଥିବା ବେଳେ ପୋଲିସ ୫ ଜଣ ମହିଳାଙ୍କ ସମେତ ସମୁଦାୟ ୧୧ ଜଣଙ୍କୁ କାବୁ କରିଛି। ଗଣେଶ ନଗର ୫ମ ଗଳିରେ!-->!-->!-->…
କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଅନୁଭବ କରିବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର!-->…
ବ୍ରହ୍ମପୁରରେ ଚାଞ୍ଚଲ୍ୟ: ମର୍ଣ୍ଣିଂ ୱାକ୍ ସମୟରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହେଲା କୋଟିଏରୁ ଅଧିକ ମୂଲ୍ୟର ସୁନା ଓ ନଗଦ…
ବ୍ରହ୍ମପୁର: ସହରର ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମ ନଗର ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟବସାୟୀ ମର୍ଣ୍ଣିଂ ୱାକ୍ରେ ଯାଇଥିବା ସୁଯୋଗରେ ଦୁର୍ବୁତ୍ତମାନେ ଘରୁ ପ୍ରାୟ ୧ କେଜି ୨୦୦ ଗ୍ରାମ ସୁନା ଏବଂ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ,!-->…
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ
ନୂଆଦିଲ୍ଲୀ: ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ ହୋଇଛି।ଏହି ବିଲ୍ ଅନୁଯାୟୀ, ଟ୍ରାନ୍ସଜେଣ୍ଡର ଚିହ୍ନଟ ପାଇଁ ମେଡିକାଲ୍ ବୋର୍ଡର ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ମୌଳିକ ଅଧିକାରର ଉଲ୍ଲଙ୍ଘନ କହି ବିରୋଧ କରିଥିଲେ, କିନ୍ତୁ ଶେଷରେ ଏହା!-->…
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ମିନି ମାରାଥନ୍
ଛତ୍ରପୁର : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ସଂହତି ପାଇଁ ଦୌଡ଼ ଥିମ ଉପରେ ପର୍ଯ୍ୟବେଷିତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ଏହି ମାରାଥନକୁ ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ ଶୁଭାରମ୍ଭ କରିଥିଲେ । ଏହି ମାରାଥନ୍ ରେ ବିଭିନ୍ନ ସ୍କୁଲ ଓ!-->…
ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟା ଆନ୍ଦ୍ରାବିଙ୍କୁ ଆଜୀବନ କାରାଦଣ୍ଡାଦେଶ
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତ୍ରୀ ତଥା ‘ଦୁଖ୍ତରାନ-ଇ-ମିଲାତ୍’ ସଂଗଠନର ମୁଖ୍ୟ ଆସିୟା ଆନ୍ଦ୍ରାବିଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ!-->…
ରାଏବଗା ଥାନାରେ ଶାନ୍ତି କମିଟି ବୈଠକ: ଶୃଙ୍ଖଳିତ ଭାବେ ପାଳିତ ହେବ ରାମନବମୀ
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ପରିସରରେ ଆଜି ପବିତ୍ର ରାମନବମୀ ପର୍ବ ପାଳନ ନିମନ୍ତେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଏବଗା ଏବଂ ସଳଙ୍ଗାବାହାଲ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ପର୍ବକୁ କିଭଳି ଶାନ୍ତି ଓ!-->…