ମତଦାନ କେନ୍ଦ୍ରକୁ ମୋବାଇଲ୍‌ ମନା, ଭୋଟର୍‌ ଅସନ୍ତୁଷ୍ଟ

ଭୁବନେଶ୍ବର: ଲୋକସଭା ନିର୍ବାଚନ ଲାଗି ଆଜି ୫୮ଟି ଆସନରେ ଭୋଟିଂ ଚାଲିଛି। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହାରି ଭିତରେ ମତଦାନ କେନ୍ଦ୍ରକୁ ମୋବାଇଲ ନେବା ପାଇଁ ମନା ହୋଇଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଭୁବନେଶ୍ୱର ନୟାପଲ୍ଲୀ ବୁଥରେ ମୋବାଇଲ୍…

ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ପ୍ରକ୍ରିୟାରେ ତ୍ରୁଟି ରହିଛି: ସମୀର ମହାନ୍ତି

ଭୁବନେଶ୍ବର: ଗୋଟିଏ ବୁଥରେ ସର୍ବନିମ୍ନ ୧୦ ଜଣ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି। ସେଥିରୁ ୭୦ ଭାଗ ଅଧିକାରୀ ଭୋଟ ଦେଇପାରୁନାହାନ୍ତି। ଭୋଟିଂ କାର୍ଯ୍ୟରେ ନିୟୋଜିତ ମାତ୍ର ୩୦ ଭାଗ ସରକାରୀ କର୍ମଚାରୀ ଭୋଟ ଦେଇପାରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି।ପୂର୍ବତନ ବିଜେପି ରାଜ୍ୟ ସଭାପତି…

ନରସଂହାର, ଜନବିରୋଧୀ ସରକାର ବିରୋଧରେ ଗର୍ଜିଲେ ନକ୍ସଲ

ମାଲକାନଗିରି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ନକ୍ସଲ। ଚଳିତ ମାସ ୨୬ ତାରିଖ ଦିନ ବନ୍ଦ ଡାକରା ଦେଇଛନ୍ତି ନକ୍ସଲ। ବନ୍ଦକୁ ପାଳନ କରିବାକୁ ବହୁ ସ୍ଥନରେ ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି। କୋରପୋରେଟରମାନଙ୍କୁ ସୁବିଧା ପହଞ୍ଚାଇବା…

ବିଜେପି ସରକାର ଆସିଲେ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସମସ୍ତ ଦାବି ପୂରଣ କରାଯିବ – ସ୍ମୃତି

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ବର୍ଷିଲେ ସ୍ମୃତି | ଭାଷଣ ଆରମ୍ଭରୁ ଆଟାକ୍‌ କଲେ ଫାୟାରବ୍ରାଣ୍ଡ ସ୍ମୃତି ଇରାନୀ। ସିଧାସଳଖ ତାମିଲ ବାବୁଙ୍କୁ ନିଶାନା କଲେ। କଂଗ୍ରେସ ଉପରେ ବର୍ଷିଥିଲେ ବି ଟାର୍ଗେଟରେ କିନ୍ତୁ ତାମିଲ ବାବୁଙ୍କୁ ରଖିଥିଲେ ସ୍ମୃତି ଇରାନୀ। ଆରମ୍ଭରୁ ଶେଷ ଯାଏ ତାମିଲ…

୨୭ ତାରିଖ ଯାଏଁ ପ୍ରବଳ ବର୍ଷାର ପୂର୍ବାନୁମାନ; ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଯାଏଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ରାତି ୮ଟା ୩୦ରୁ ଆସନ୍ତାକାଲି ୮ଟା ୩୦ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାକୁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି…

ଲେଖାଶ୍ରୀଙ୍କୁ ସ୍ମୃତିଙ୍କ ଏହି ୩ ବଡ଼ ପ୍ରଶ୍ନ

ରେମୁଣା,୨୫ା୫: ବାଲେଶ୍ୱର ଜିଲା ରେମୁଣାଠାରେ ଆୟୋଜିତ ଭାଜପାର ଦଳୀୟ ସଭାରେ ବିଜେଡିର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସ୍ମତି ପ୍ରଶ୍ନ କରିଛନ୍ତି ଯେ, ‘୩୨ ହଜାର କୋଟିର ଚିଟ୍‌ଫଣ୍ଡ ଘୋଟାଲା ହେଲା, ଟଙ୍କା କୁଆଡ଼େ…

ଭୋଟ ଦେଇ ନବୀନ କହିଲେ-ବିଜେଡି ବଡ଼ ବିଜୟ ହାସଲ କରି ସ୍ଥିର ସରକାର ଗଠନ କରିବ

ଭୁବନେଶ୍ୱର : ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୪ ନମ୍ବର ବୁଥ୍‌ରେ ଶନିବାର ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ଆସି ମୁଖ୍ୟମନ୍ତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।ଭୋଟ ଦେବା ପରେ ନବୀନ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ବଡ…

ଅର୍ଦ୍ଧନିର୍ମିତ ଭାବରେ ପଡି ରହିଛି ଅଙ୍ଗନବାଡ଼ି ଗୃହ : ପ୍ରଶାସନ ନିରବ ଦ୍ରଷ୍ଟା…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡାଳି ଜାମ୍ବାହଲ ପଞ୍ଚାୟତ ର ବଡ଼ମାଳ ସେଣ୍ଟର ୧ ଗଢ଼ାଟଲି ୨ ଓ ଯୁନେନ ମିନି ଅଙ୍ଗନବାଡ଼ି ସେଣ୍ଟରର ନିର୍ମାଣ ହେଉଥିଲା କିନ୍ତୁ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ ନିର୍ମାଣ ହୋଇପାରିନାହିଁ !…

ନାବାଳିକାଙ୍କୁ କୁକର୍ମ କଲେ ସରପଞ୍ଚଙ୍କ ସ୍ବାମୀ…

ହିଞ୍ଜିଳିକାଟୁ ୨୪।୫ : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଗୋଟିଏ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଜଣେ ନାବାଳିକାଙ୍କୁ କୁକର୍ମ କରିଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ୩୫୦/୨୪ ରୁଜୁ କରିଛି। ଅଭିଯୋଗ ପରେ ପୋଲିସ ସରପଞ୍ଚଙ୍କ ସ୍ବାମୀଙ୍କୁ…

କୁକର୍ମ ଅଭିଯୋଗରେ ଦୁଇ ଯୁବକ ଗିରଫ ପରେ କୋର୍ଟ ଚାଲାଣ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁତ୍ରିଖମଣ ପଞ୍ଚାୟତ ସ୍ଥିତ ଦୁମାଙ୍ଗଦିରୀ ଗ୍ରାମର ଜନୈକ ମାନସିକ ବିକାରଗ୍ରସ୍ତ ଯୁବତୀକୁ କୁକର୍ମ ଅଭିଯୋଗରେ ଦୁଇ ଯୁବକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ପୋଲିସ…