Sign in
Sign in
Recover your password.
A password will be e-mailed to you.
ଫେବ୍ରୁଆରୀ ୩ ଓ ୧୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ…
ଭୁବନେଶ୍ବର: ପ୍ରଥମେ ଫେବ୍ରୁଆରୀ ୩ ଓ ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ ସମ୍ମିଳନୀରେ ଯୋଗଦେବେ । ଏହାପରେ ପୁଣି ୧୦ ତାରିଖରେ…
ପୋକରା ଚାଉଳ ବଣ୍ଟନରୁ ହିତାଅଧିକାରୀ ଅସନ୍ତୁଷ୍ଟ
ଆର ଉଦୟଗିରି : ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ତୀବ୍ର ଅସନ୍ତୋଷ । ଘରକୁ ଚାଉଳ ନେବା ବଦଳରେ ପଞ୍ଚାୟତକୁ ଫେରାଇଦେଇଥିଲେ ହିତାଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକର ଶବରପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ । ସରକାର!-->…
ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଫୁଟବଲ ଚ୍ୟାଲେଞ୍ଜ କପ ଉଦଯାପିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ବିଜୁପଟ୍ଟନାୟକ ସ୍ମାରକୀ ଫୁଟବଲ ଚ୍ୟାଲେଞ୍ଜ କପର ଉଦଯାପନୀ ମ୍ୟାଚ ତଥା ଫାଇନାଲ ମ୍ୟାଚ ର ଶୁଭାରମ୍ଭ ମୂଖ୍ୟ ଅତିଥି ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ତଥା ବିଜେଡି ଜିଲ୍ଲା!-->…
ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ ସଚେତନା ଶିବିର…
ଆର,ଉଦୟଗିରି : ଆଜି ଗଜପତି ଜିଲ୍ଲା ନୁଆଗଡ ବ୍ଲକ୍ ର ନୁଆଗଡ ଓ ଖଜୁରିପଦା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ!-->…
ଓଡ଼ଗାଁରେ ବିଜେଡିର ବିଶାଳ ଗଣଦୌଡ଼
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଗଣ ଦୌଡ଼ ଆୟୋଜିତ ହୋଇଅଛି। ଏନେଇ ସମସ୍ତ ପଞ୍ଚାୟତ ତଥା ଏନଏସି ର ବିଜୁ ଜନତା ଦଳ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ସକାଳ ୭ଘଟିକାରୁ ସ୍ଥାନୀୟ ଖେଳପଡ଼ିଆ ସାହିରେ ଥିବା ଇନଣ୍ଡୋର୍ ଷ୍ଟାଡିୟମ୍ ଠାରୁ ମହୋତ୍ସବ ପଡିଆ!-->…
ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ; ଜଣେ ମୃତ, ୪ ଗୁରୁତର
ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶନିବାର ସକାଳେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଗ୍ରାମୀଣ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେତେବେଳେ ଏକ ସଶସ୍ତ୍ର ଗୋଷ୍ଠୀ ସତାଙ୍ଗ କୁକିଙ୍କ ପାହାଡ଼ି ଗାଁରେ…
ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହିଞ୍ଜିଳିକାଟୁକୁ ହରାଇ ବଡଗଡ ଦଳ ଫାଇନାଲରେ ପ୍ରବେଶ
ଲକ୍ଷ୍ମଣ ମହାରଣା ମ୍ୟାନ୍ ଅଫ୍ ଦି ମ୍ୟାଚ୍ହିଞ୍ଜିଳିକାଟୁ, ୨୮ା୧ : ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୦ ତାରିଖ ଠାରୁ ଆରମ୍ଭ ହୋଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ!-->…
ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ…
ରାଉରକେଲା //ବଣାଇ : ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ବଇଦପାଲି ଆଦିବାସୀ ସେବାଶ୍ରମରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବଇଦପାଲିର ଆଦିବାସୀ ବାଳିକା ଉଚ୍ଚ…
ମନ୍ଦିରରେ ମଞ୍ଚ ଭୁଶୁଡ଼ି ଜଣେ ମହିଳା ମୃତ, ୧୭ ଆହତ…
ଦିଲ୍ଲୀର କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଶନିବାର ମଧ୍ୟରାତ୍ରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।
ମଞ୍ଚ ଭୁଶୁଡ଼ି ପଡ଼ିବା ପରେ ଗୁରୁତର ଭାବେ ଆହତ ହୋଇଥିବା ଜଣେ…
‘ମିସନ୍ ଆଶ୍ରା’ ଯାଆଁଳା ଖୋର୍ଦ୍ଧାରୁ ମାନସିକ ବିକାର ଗ୍ରସ୍ତ ମହିଳା ନିଖୋଜ
ଫୁଲବାଣୀ : ମିସନ୍ ଆଶ୍ରା ଯାଆଁଳ ଖୋର୍ଦ୍ଧାରୁ ମାନସିକ ବିକାର ଗ୍ରସ୍ତ ମହିଳା ଜଣକ ନିଖୋଜ ଅଛନ୍ତି। ତାଙ୍କର ନାମ ଗୀତାଞ୍ଜଳୀ ମହାରଣା ବୟସ (୫୦ ), ସ୍ଵାମୀ- ସୋମନାଥ ମହାରଣା, ପିଅନପଡା,ମା ମଙ୍ଗଳା ସାହି, ଫୁଲବାଣୀ ତାଙ୍କର ଘର । କିନ୍ତୁ ସେ ଗତ ୨୨ ତାରିଖରୁ ସେ ମିସନ ଆଶ୍ରା ରୁ ନିଖୋଜ!-->…