Sign in
Sign in
Recover your password.
A password will be e-mailed to you.
ନୂତନ ବର୍ଷ ପାଳନ ଅବସରରେ ଡଙ୍କଲପାଡୁ ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ
ଚିକିଟୀ : ସ୍ଥାନୀୟ ବ୍ଲକ ଏକ୍ସିଙ୍ଗି ପଞ୍ଚାୟତ ଡଙ୍କଲପାଡୁ ବେଳାଭୂମିରେ ନୂତନ ବର୍ଷ ପାଳନ ଅବସରରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା।ଏହି ବେଳାଭୂମିକୁ ସ୍ଥାନୀୟ ଅଞ୍ଚଳ ତଥା ପାତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକ ଓ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ମଧ୍ୟ ବହୁ!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଉତ୍ସବ ପାଳିତ
ସଂମ୍ମାନିତ କରାଗଲା ଶ୍ରେଷ୍ଠ ବ୍ୟକ୍ତି ବିଶେଷଙ୍କୁ
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଜାନୁଆରୀ ୨ ତାରିଖ ପୂର୍ବହ୍ନରେ ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ହରପ୍ରସାଦ ଦାସ ମୁଖ୍ୟ!-->!-->!-->…
କବି ଗୋପାଳକୃଷ୍ଣ ମୁକ୍ତାକାଶ ରଙ୍ଗମଞ୍ଚ ଉଦ୍ଘାଟିତ…
ବ୍ରହ୍ମପୁର : ରାଜ୍ୟର ସର୍ବ ପୂରାତନ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ପକ୍ଷରୁ କଳାକେନ୍ଦ୍ର ପରିସରରେ 'କବି ଗୋପାଳକୃଷ୍ଣ ମୁକ୍ତାକାଶ ରଙ୍ଗମଞ୍ଚ' ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ବିଧିବତ୍ ଉଦ୍ଘାଟନ କରି!-->…
‘ଅବ କି ବାର୍ ୪୦୦ ପାର୍, ତିସରି ବାର୍ ମୋଦୀ ସରକାର’ ଲୋକସଭା ନିର୍ବାଚନ ପାଇଁ ବିଜେପିର ସ୍ଲୋଗାନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି, ଯେଉଁଠାରେ ଲୋକସଭା ନିର୍ବାଚନ ପାଇଁ ଦଳର ସ୍ଲୋଗାନ୍ ଚୂଡ଼ାନ୍ତ ହୋଇଛି । ସ୍ଲୋଗାନଟି ହେଉଛି ‘ଅବକି ବାର ୪୦୦ ପାର, ତିସରି ବାର୍ ମୋଦୀ ସରକାର’। ବୈଠକରେ ବିଜେପି ରାଜ୍ୟ,…
ସ୍ବାମୀକୁ ବ୍ୟଭିଚାରୀ ବୋଲି ମିଥ୍ୟା ଆରୋପ ଲଗାଇବା ଘୋର ନିଷ୍ଠୁରତା, ଛାଡ଼ପତ୍ରର ଆଧାର ହୋଇପାରେ : ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ସ୍ୱାମୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ ଆଣିବା ଏବଂ ସାର୍ବଜନୀନ ସ୍ଥାନରେ ବ୍ୟଭିଚାରୀ ବୋଲି ଆଖ୍ୟା ଦେବା ଘୋର ନିଷ୍ଠୁରତା ସଦୃଶ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି ଯେ ଏଭଳି କାର୍ଯ୍ୟ ଛାଡ଼ପତ୍ର ପାଇଁ ଆଧାର…
ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ, ଓଡ଼ିଶାର ସମସ୍ତ ୨୧ ଆସନରେ ଲଢିବ କଂଗ୍ରେସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଥିବା ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନର ଏକ ସମ୍ଭାବ୍ୟ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଲୋକସଭାରେ ବିରୋଧୀ ମେଣ୍ଟର ସବୁଠାରୁ ବଡ଼ ଦଳ କଂଗ୍ରେସ ୩୨୦ରୁ ୩୩୦ ଆସନରେ ଲଢ଼ିପାରେ।…
୩୩ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣର ଭବିଷ୍ୟବାଣୀ କରିଥିଲେ ଏହି ବାବା…
ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କ୍ରମରେ…
ନବ.ବର୍ଷରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଉନ୍ନୟନ କାର୍ଯ୍ୟର ସଫଳତା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା…
ଛତ୍ରପୁର ତା.୦୨.୦୧.୨୦୨୪ ଜିଲ୍ଲାପାଳଙ୍କ ଓସ୍ବାନ ହଲ ଠାରେ ମଙ୍ଗଳବାର ସମସ୍ତ ଉନ୍ନୟନ କାର୍ଯ୍ଯର ସଦ୍ ବିନିଯୋଗ ଓ ଲୋକଙ୍କ ଉନ୍ନତି କଳ୍ପେ କରାଯାଉଥିବା ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନବବର୍ଷର!-->…
ନିଃସର୍ତ୍ତ ର କଥା ସତ ହେଲା ହିଞ୍ଜିଳି ପୋଲିସ ହାବୁଡ଼ରେ ମାଳ ମାଳ ଚୋରା ବାଲି ଚାଲାଣ ଗାଡ଼ି…
ନକଲି ୱାଇ-ଫର୍ମ ରେ ଚାଲିଥିଲା ବାଲି ଚାଲାଣ…!
ପରିବେଶବିତ,ସମାଜସେବୀ ଓ କ୍ରୀଡାବିତ୍ ଶାନ୍ତି ଶକ୍ତି ଭବନରେ ସମ୍ବର୍ଦ୍ଧିତ…
ବ୍ରହ୍ମପୁର : ଜାନୁଆରୀ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ରେ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଏକ ସ୍ନେହ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ!-->!-->!-->…